ଚାରି ଦିନ ହେବ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ ନିଳାକମ୍ବେ ଗାଁର ଜଣେ ଯୁବକ ଚାରି ଦିନ ଧରି ନିଖୋଜ ଥିଲେ। ଆଜି ତାଙ୍କ ମୃତଦେହ ଚାଷ ଜମିରୁ ମିଳିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ବିଦ୍ୟୁତ ଆଘାତରେ ତାଙ୍କର ଜୀବନ ଯାଇଥିବା ଅନୁମାନ କରାଯାଉଛି। ଗତ ସାତ ତାରିଖରୁ ନିରଞ୍ଜନ ସାମନ୍ତରାୟ ନିଖୋଜ ଥିଲେ। ପରିବାର ଲୋକେ ଚାରିଆଡେ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଚାଷ […]

deadbody2

deadbody2

Tapaswini Nayak
  • Published: Saturday, 12 October 2019
  • Updated: 12 October 2019, 05:49 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ ନିଳାକମ୍ବେ ଗାଁର ଜଣେ ଯୁବକ ଚାରି ଦିନ ଧରି ନିଖୋଜ ଥିଲେ। ଆଜି ତାଙ୍କ ମୃତଦେହ ଚାଷ ଜମିରୁ ମିଳିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ବିଦ୍ୟୁତ ଆଘାତରେ ତାଙ୍କର ଜୀବନ ଯାଇଥିବା ଅନୁମାନ କରାଯାଉଛି।

ଗତ ସାତ ତାରିଖରୁ ନିରଞ୍ଜନ ସାମନ୍ତରାୟ ନିଖୋଜ ଥିଲେ। ପରିବାର ଲୋକେ ଚାରିଆଡେ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଚାଷ ଜମିରେ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିଥିଲେ। ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ମୃତଦେହ ନିକଟରେ ୧୧ କେଭି ବିଦ୍ୟୁତ ତାର ଛିଡ଼ି ପଡ଼ିଥିବାରୁ ଏଥିରେ ନିରଞ୍ଜନ ଜୀବନ ଯାଇଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story