ଅଧ୍ୟାପକ ଗାଳି ଦେବାରୁ ଛାତ୍ରଙ୍କ ଆତ୍ମହତ୍ୟା!; କଲେଜରେ ଭଙ୍ଗାରୁଜା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୋବାଇଲ ଚୋରି ଘଟଣାରେ ଅଧ୍ୟାପକ ଗାଳି ଦେବାରୁ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣକ ହେଲେ ଦୁହୁରିଆର ଏକ ଘରୋଇ କଲେଜର ବିଜ୍ଞାନ ଛାତ୍ର ଅନନ୍ତ ନାରାୟଣ ପରିଡା। ଅନନ୍ତ ନିଜ ରୁମ୍‌ରେ ଫ୍ୟାନରେ ଝୁଲୁଥିବା ସାଙ୍ଗମାନେ ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]

kendrapara death

kendrapara death

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 09:30 PM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୋବାଇଲ ଚୋରି ଘଟଣାରେ ଅଧ୍ୟାପକ ଗାଳି ଦେବାରୁ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣକ ହେଲେ ଦୁହୁରିଆର ଏକ ଘରୋଇ କଲେଜର ବିଜ୍ଞାନ ଛାତ୍ର ଅନନ୍ତ ନାରାୟଣ ପରିଡା।

ଅନନ୍ତ ନିଜ ରୁମ୍‌ରେ ଫ୍ୟାନରେ ଝୁଲୁଥିବା ସାଙ୍ଗମାନେ ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଛାତ୍ରମାନେ ଭଙ୍ଗାରୁଜା କରିଥିଲେ। ଏଥିସହ କେନ୍ଦ୍ରାପଡା ମେଡିକାଲରେ କଲେଜ ଅଧ୍ୟକ୍ଷଙ୍କୁ ମୃତ ଛାତ୍ରଙ୍କ ସମ୍ପର୍କୀୟମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

https://www.youtube.com/watch?v=HdHCRxvxuxE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story