ମସାଜ୍‌ କରିବା ବାହାନାରେ ବିଦେଶିନୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଜୟପୁର: ମସାଜ୍‌ କରିବା ବାହାନାରେ ଦୁଷ୍କର୍ମକାଣ୍ଡ।  ଏମିତି ଏକ ସଙ୍ଗିନ ଅଭିଯୋଗ ଜଣେ ବିଦେଶିନୀ ଆଣିଛନ୍ତି। ରାଜସ୍ଥାନ ଗସ୍ତରେ ଆସିଥିବା ଜଣେ ନେଦରଲାଣ୍ଡ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି। ରାଜଧାନୀ ଜୟପୁରରେ ଏକ ହୋଟେଲରେ ଏଭଳି ଘଟଣା ଘଟିଛି। ପୁଲିସ କହିବା ଅନୁଯାୟୀ ସମ୍ପୃକ୍ତ ବିଦେଶିନୀ ଜଣକ ମସାଜ୍‌ ପାଇଁ ଆସିଥିଲେ। ତାଙ୍କୁ ଆୟୁର୍ବେଦିକ ମସାଜ ସର୍ଭିସ ଯୋଗେଇଦେବା ବାହାନାରେ ଦୁଷ୍କର୍ମ କରାଯାଇ ଥିବା ଅଭିଯୋଗ ହୋଇଛି। ନେଦରଲାଣ୍ଡରୁ ମହିଳା ଜଣକ ରାଜସ୍ଥାନ ପରିଦର୍ଶନରେ ଆସିଛନ୍ତି। ଅଭିଯୋଗ […]

Rape Graphics

Rape Graphics

Tapas Behera
  • Published: Friday, 18 March 2022
  • Updated: 18 March 2022, 11:56 AM IST

Sports

Latest News

ଜୟପୁର: ମସାଜ୍‌ କରିବା ବାହାନାରେ ଦୁଷ୍କର୍ମକାଣ୍ଡ।  ଏମିତି ଏକ ସଙ୍ଗିନ ଅଭିଯୋଗ ଜଣେ ବିଦେଶିନୀ ଆଣିଛନ୍ତି। ରାଜସ୍ଥାନ ଗସ୍ତରେ ଆସିଥିବା ଜଣେ ନେଦରଲାଣ୍ଡ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି। ରାଜଧାନୀ ଜୟପୁରରେ ଏକ ହୋଟେଲରେ ଏଭଳି ଘଟଣା ଘଟିଛି।

ପୁଲିସ କହିବା ଅନୁଯାୟୀ ସମ୍ପୃକ୍ତ ବିଦେଶିନୀ ଜଣକ ମସାଜ୍‌ ପାଇଁ ଆସିଥିଲେ। ତାଙ୍କୁ ଆୟୁର୍ବେଦିକ ମସାଜ ସର୍ଭିସ ଯୋଗେଇଦେବା ବାହାନାରେ ଦୁଷ୍କର୍ମ କରାଯାଇ ଥିବା ଅଭିଯୋଗ ହୋଇଛି। ନେଦରଲାଣ୍ଡରୁ ମହିଳା ଜଣକ ରାଜସ୍ଥାନ ପରିଦର୍ଶନରେ ଆସିଛନ୍ତି।

ଅଭିଯୋଗ ପରେ ସିନ୍ଧିକ୍ୟାମ୍ପ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ତେବେ ଅଭିଯୋଗର ୪ ଘଣ୍ଟା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।  ଅଭିଯୁକ୍ତଙ୍କ ଘର କେରଳରେ ବୋଲି ଜଣାପଡ଼ିଛି। ଜୟପୁରର ଖାଟିପୁରା ଅଞ୍ଚଳରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ରହି ମସାଜ ସର୍ଭିସ ବ୍ୟବସାୟ କରନ୍ତି। ଅଭିଯୁକ୍ତ ଜଣକ କେରଳକୁ ଖସିଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି।  ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଥିବା ଡିସିପି ରିଚା ତୋମାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story