ଭାଇରାଲ୍‌ ହେଉଛି ରାହୁଲଙ୍କ ଆଖି ମାରିବା ଦୃଶ୍ୟ

ନୂଆଦିଲ୍ଲୀ: ପ୍ରଥମେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଣ୍ଢାଇ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କର ଆଉଏକ ପିଲାଳିଆମୀର ଦୃଶ୍ୟ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ମୋଦିଙ୍କୁ କୁଣ୍ଢାଇବା ପରେ ରାହୁଲ ଗାନ୍ଧି ନିଜ ଆସନରେ ଆସି ବସିଥିଲେ। ଏହାପରେ ସେ ଆଖି ମିଟିକା ମାରି କଂଗ୍ରେସର ଅନ୍ୟ ସଦସ୍ୟମାନଙ୍କୁ ସ୍ମିତହାସ୍ୟ  ଦେଇଥିଲେ। ବାରମ୍ବାର ରାହୁଲଙ୍କ ଏଭଳି ଆଚରଣ ବେଳର ଦୃଶ୍ୟ, ଏବେ ସୋଶାଲ୍‌ ମଡିଆରେ ଭାଇରାଲ୍‌ ହେଉଛି। କିଛି ମାସ […]

eye

eye

Rakesh Mallick
  • Published: Friday, 20 July 2018
  • Updated: 20 July 2018, 11:56 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଣ୍ଢାଇ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କର ଆଉଏକ ପିଲାଳିଆମୀର ଦୃଶ୍ୟ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ମୋଦିଙ୍କୁ କୁଣ୍ଢାଇବା ପରେ ରାହୁଲ ଗାନ୍ଧି ନିଜ ଆସନରେ ଆସି ବସିଥିଲେ। ଏହାପରେ ସେ ଆଖି ମିଟିକା ମାରି କଂଗ୍ରେସର ଅନ୍ୟ ସଦସ୍ୟମାନଙ୍କୁ ସ୍ମିତହାସ୍ୟ  ଦେଇଥିଲେ। ବାରମ୍ବାର ରାହୁଲଙ୍କ ଏଭଳି ଆଚରଣ ବେଳର ଦୃଶ୍ୟ, ଏବେ ସୋଶାଲ୍‌ ମଡିଆରେ ଭାଇରାଲ୍‌ ହେଉଛି।

[caption id="attachment_254731" align="aligncenter" width="955"] ପ୍ରିୟାପ୍ରକାଶଙ୍କ ଏଇ ଆଖିମରା ଦୃଶ୍ୟକୁ ନେଇ ସାରା ଦେଶରେ ହୋଇଥିଲା ଚର୍ଚ୍ଚା[/caption]

କିଛି ମାସ ପୂର୍ବରୁ ଫିଲ୍ମ ହିରୋଇନ୍‌ ପ୍ରିୟାପ୍ରକାଶ ୱାରିଅର ଠିକ୍‌ ଏଭଳି ଢଙ୍ଗରେ ଆଖି ମିଟିକା ମାରି ସାରା ଦେଶରେ ଚହଳ ସୃଷ୍ଟି କରିଥିଲେ। ଏବେ ରାହୁଲଙ୍କ ଆଖି ମିଟିକା ଭିଡିଓ ଓ ଫଟୋକୁ ଲୋକମାନେ ସୋଶାଲ୍‌ ମିଡିଆରେ ଶେୟାର କରୁଛନ୍ତି। କିଛି ଲୋକ ରାହୁଲ ଏଭଳି ଆଖି ମିଟିକା ମାରି ପ୍ରିୟାପ୍ରକାଶଙ୍କୁ ଅତିକ୍ରମ କରି ଯାଇଛନ୍ତି ବୋଲି କହିଛନ୍ତି। ଆଉ କିଛି ଲୋକ ରାହୁଲ ନିଜକୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ବୋଲି କହୁଥିବା ବେଳେ, ସଂସଦରେ ପିଲାଙ୍କ ଭଳି ଆଚରଣ କରୁଛନ୍ତି ବୋଲି କହି ତାଚ୍ଛଲ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story