ପାକିସ୍ତାନରେ ପିଜା ତିଆରି କରୁଛନ୍ତି ବିରାଟ କୋହଲି! ଭିଡିଓ ଭାଇରାଲ୍‌

ମୁମ୍ବାଇ:  ବିରାଟ କୋହଲିଙ୍କର କ୍ରେଜ୍‌ ଭାରତରେ କେତେ ତାହା ଆଉ କହିବାକୁ ପଡ଼ିବନି। ତେବେ ପାକିସ୍ତାନରେ ମଧ୍ୟ କୋହଲିଙ୍କ କ୍ରେଜ୍ କିଛି କମ୍ ନୁହେଁ। ନିକଟରେ ପାକିସ୍ତାନର ଜଣେ ସାମ୍ବାଦିକ ଟ୍ୱିଟ୍ କରି କହିଥିଲେ ଯେ ଭାରତ ପୂରା ପାକିସ୍ତାନୀ କ୍ରିକେଟ୍‌ ଟିମ୍‌କୁ ନେଇଯାଉ ଓ ତା’ ବଦଳରେ ବର୍ଷକ ପାଇଁ କୋହଲିଙ୍କୁ ପାକିସ୍ତାନକୁ ଦେଇ ଦେଉ। ଏବେ ମୂଳ ପ୍ରସଙ୍ଗକୁ ଆସିବା। ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବଣି କୋହଲି ପାକିସ୍ତାନ କେବେ ଗଲେ ଓ ପିଜା […]

kohli

kohli

Rakesh Mallick
  • Published: Thursday, 15 June 2017
  • Updated: 15 June 2017, 10:37 AM IST

Sports

Latest News

ମୁମ୍ବାଇ:  ବିରାଟ କୋହଲିଙ୍କର କ୍ରେଜ୍‌ ଭାରତରେ କେତେ ତାହା ଆଉ କହିବାକୁ ପଡ଼ିବନି। ତେବେ ପାକିସ୍ତାନରେ ମଧ୍ୟ କୋହଲିଙ୍କ କ୍ରେଜ୍ କିଛି କମ୍ ନୁହେଁ। ନିକଟରେ ପାକିସ୍ତାନର ଜଣେ ସାମ୍ବାଦିକ ଟ୍ୱିଟ୍ କରି କହିଥିଲେ ଯେ ଭାରତ ପୂରା ପାକିସ୍ତାନୀ କ୍ରିକେଟ୍‌ ଟିମ୍‌କୁ ନେଇଯାଉ ଓ ତା’ ବଦଳରେ ବର୍ଷକ ପାଇଁ କୋହଲିଙ୍କୁ ପାକିସ୍ତାନକୁ ଦେଇ ଦେଉ।

ଏବେ ମୂଳ ପ୍ରସଙ୍ଗକୁ ଆସିବା। ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବଣି କୋହଲି ପାକିସ୍ତାନ କେବେ ଗଲେ ଓ ପିଜା କାହିଁକି ତିଆରି କଲେ। ଆଉ ଦ୍ୱନ୍ଦ୍ୱରେ ନ ରଖି ପ୍ରକୃତ କଥାଟା ଆମେ କହି ଦେଉଛୁ।

ପାକିସ୍ତାନ ପାଖରେ ସିନା କୋହଲିଙ୍କ ସ୍ତରର ଖେଳାଳି ନାହାନ୍ତି ଯିଏ ତାଙ୍କୁ ଟକ୍କର ଦେବ, ହେଲେ ତାଙ୍କର ଅବିକଳ ଅର୍ଥାତ ତାଙ୍କ ଭଳି ଦେଖାଯାଉଥିବା ଜଣେ ଯୁବକ ଅଛନ୍ତି। ତେବେ କୋହଲିଙ୍କ ଭଳି ଦେଖାଯାଉଥିବା ପାକିସ୍ତାନର ଏହି ଯୁବକ ଜଣଙ୍କ ପ୍ରୋଫେସ୍‌ନାଲ୍‌ କ୍ରିକେଟର ନୁହଁନ୍ତି। ସେ କରାଚିରେ ‘ଶହୀନ-ଏ-ମିଲାତ’ରେ ଏକ ପିଜା ଆଉଟ୍‌ଲେଟ୍‌ରେ କାମ କରନ୍ତି।   'just pakistani thing ' ଫେସ୍‌ବୁକ୍‌ରେ ତାଙ୍କର ଏକ ଭିଡିଓ ଅପ୍‌ଲୋଡ୍ କରିଥିଲା। ଏହା ପରେ ଭିଡିଓଟି ଭାଇରାଲ୍ ହୋଇଯାଇଥିଲା। ପ୍ରଥମେ ଏହି ଯୁବକଙ୍କ ଭିଡିଓ ଦେଖି କ୍ରିକେଟ୍‌ ପ୍ରେମୀ ସ୍ତବ୍ଧ ହୋଇଯାଇଥିଲେ। କାରଣ ସେ ଅବିକଳ କୋହଲିଙ୍କ ଭଳି।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story