Advertisment

ପୃଥିବୀ ଆଡକୁ ମାଡି ଆସୁଛି ଧୂମକେତୁ

ବିନା ସୂର୍ଯ୍ୟ କିରଣରେ ରାତି ହେବ ଦିନ। ପୃଥିବୀର ଅନେକ ସ୍ଥାନରେ ଦେଖାଯିବ ଏହି ଦୃଶ୍ୟ। ଫେବୃଆରୀରେ ପୃଥିବୀ ନିକଟ ଦେଇ ବିରଳ ଧୂମକେତୁଟି ଅତିକ୍ରମ କରିବ। ପ୍ରାୟ ୫୦ ହଜାର ବର୍ଷ ପରେ ଏହା ଦ୍ୱିତୀୟ ଥର ପାଇଁ ପୃଥିବୀର ନିକଟତର ହେଉଛି ।

author-image
Manoj Swain

Earth