Advertisment

ଏମାନେ ପାରିବେନି କି ଆଉ? ଆସିବେ ନବୀନ?

ପ୍ରମିଳା କହିଲେ ଆମେ ନ ପାରିଲେ ଆସିବେ ସୁପ୍ରିମୋ। କଂଗ୍ରେସ କହିଲା ବିଜେଡି ହାରିବାର ଗନ୍ଧ ବାରିଲାଣି। ବିଜେପି କହିଲା ବିଜେଡି ପାଖରେ ଆଉ ବାଟ ନାହିଁ। ବିଜେଡି କନ୍ଦଳ ଦିନକୁ ଦିନ ହେଉଛି ମହାବଳ।

author-image
Debendra Prusty
ଏମାନେ ପାରିବେନି କି ଆଉ? ଆସିବେ ନବୀନ?

naveen

ପ୍ରମିଳା କହିଲେ ଆମେ ନ ପାରିଲେ ଆସିବେ ସୁପ୍ରିମୋ। କଂଗ୍ରେସ କହିଲା ବିଜେଡି ହାରିବାର ଗନ୍ଧ ବାରିଲାଣି। ବିଜେପି କହିଲା ବିଜେଡି ପାଖରେ ଆଉ ବାଟ ନାହିଁ। ବିଜେଡି କନ୍ଦଳ ଦିନକୁ ଦିନ ହେଉଛି ମହାବଳ।

Advertisment

Naveen Patnaik Bjd Politics Dhamnagar Bye Poll