Advertisment

ମାଡ଼ି ଆସୁଛି ବାତ୍ୟା

ସୁପର ଟାଇଫୁନ ହିନ୍ନାମନୋର୍, ଭୟଙ୍କର ରୂପରେ ସ୍ଥଳ ଭାଗକୁ ମାଡ଼ି ଆସିଛି। ଏବର୍ଷର ସବୁଠାରୁ ବଡ଼ ବାତ୍ୟା କୁହାଯାଉଥିବା ଏହି ସୁପର ଟାଇଫୁନ, ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳ ଭାଗକୁ ଗତି କରୁଛି। ଏହି ବାତ୍ୟା ଜାପାନର ଦକ୍ଷିଣପୂର୍ବ ଦ୍ୱୀପପୁଞ୍ଜ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି। ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହରଗୁଡ଼ିକ ପ୍ରତି ମଧ୍ୟ ବାତ୍ୟାର ବିପଦ ରହିଛି। ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୨୫୭ କିମି ବା ୧୬୦ ମାଇଲ୍‌ […]

author-image
Debendra Prusty
ମାଡ଼ି ଆସୁଛି ବାତ୍ୟା

batya

ସୁପର ଟାଇଫୁନ ହିନ୍ନାମନୋର୍, ଭୟଙ୍କର ରୂପରେ ସ୍ଥଳ ଭାଗକୁ ମାଡ଼ି ଆସିଛି। ଏବର୍ଷର ସବୁଠାରୁ ବଡ଼ ବାତ୍ୟା କୁହାଯାଉଥିବା ଏହି ସୁପର ଟାଇଫୁନ, ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳ ଭାଗକୁ ଗତି କରୁଛି। ଏହି ବାତ୍ୟା ଜାପାନର ଦକ୍ଷିଣପୂର୍ବ ଦ୍ୱୀପପୁଞ୍ଜ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି। ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହରଗୁଡ଼ିକ ପ୍ରତି ମଧ୍ୟ ବାତ୍ୟାର ବିପଦ ରହିଛି। ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୨୫୭ କିମି ବା ୧୬୦ ମାଇଲ୍‌ ବେଗରେ ପବନ ବହିବାରେ ଲାଗିଛି।

Advertisment

Japan Super Typhoon