Advertisment

ଯମୁନାରେ ଭାସୁଛି ବିଷ

ବିଷ ବଳୟରେ ରାଜଧାନୀ। ପବନରେ ବିଷ, ପାଣିରେ ବି ବିଷ। ଏମିତି ବି ଖାଦ୍ୟରେ ଅପମିଶ୍ରଣ କିଛି ନୂଆ କଥା ନୁହେଁ। ରାଜଧାନୀରେ ରହି ଅସ୍ତବ୍ୟସ୍ତ ହେଲେଣି ଲୋକେ। ବାୟୁ ପ୍ରଦୂଷଣ ପରେ ଏବେ ଯମୁନାରେ ଭାସୁଛି ବିଷ।

author-image
Manasi Mohapatra
ଅଦ୍ୟତନ ହୋଇଛି
ଯମୁନାରେ ଭାସୁଛି ବିଷ

maxresdefault (17) (1)

ବିଷ ବଳୟରେ ରାଜଧାନୀ। ପବନରେ ବିଷ, ପାଣିରେ ବି ବିଷ। ଏମିତି ବି ଖାଦ୍ୟରେ ଅପମିଶ୍ରଣ କିଛି ନୂଆ କଥା ନୁହେଁ। ରାଜଧାନୀରେ ରହି ଅସ୍ତବ୍ୟସ୍ତ ହେଲେଣି ଲୋକେ। ବାୟୁ ପ୍ରଦୂଷଣ ପରେ ଏବେ ଯମୁନାରେ ଭାସୁଛି ବିଷ।

Advertisment

Odisha Odisha Reporter Pollution Yumuna Revir