୨୫ ହଜାର ଛାତ୍ରଛାତ୍ରୀ ଗାଇଲେ ‘ବନ୍ଦେ ମାତରମ୍‌’

student

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ସାମୂହିକ ‘ବନ୍ଦେ ମାତରମ୍’ ଗାନ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍କୁଲର ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରତି ସମ୍ମାନ ଓ ଭଲ ପାଇବା ସୃଷ୍ଟି କରିବା ପାଇଁ ଇନିସିଏଟିଭ୍ ଫର ମୋରାଲ ଆଣ୍ଡ କଲଚୁରାଲ ଟ୍ରେନିଂ ଫାଉଣ୍ଡେସନ୍ ପକ୍ଷରୁ ଏଭଳି ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମେଜର ଜେନରୋଲ ଜି.ଡି. ବକ୍ସି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

Previous ArticleNext Article

Send this to a friend