ଅବିଶ୍ୱସନୀୟ: ମିଲିଲା ୧୦୦ ବର୍ଷ ତଳର କେକ୍‌, ଆଜି ବି ଖାଇ ହେବ

କେକ୍‌ କଥା ଶୁଣିଲେ ପାଟିରେ ଲାଲ ଆସିଯାଇଥାଏ। କାହାକୁ ବା କେକ୍‌ ଖାଇବାକୁ ଭଲ ନ ଲାଗେ। ଆଜିକାଲି ବହୁତ ପ୍ରକାର କେକ୍‌ ମିଳୁଛି। ବିଭିନ୍ନ ସପିଂ ମଲ୍‌ରେ ଭଳି କି ଭଳି କେକ୍‌ ସଜାହୋଇ ରହିଥାଏ। ଅନ୍‌ଲାଇନ୍‌ ଅର୍ଡର କରିଦେଲେ ନିଜ ମନ ପସନ୍ଦର କେକ୍‌ ଆସି ଘରେ ପହଞ୍ଚି ଯାଉଛି। ହେଲେ ଏହି ସବୁ କେକ୍‌ ଆପଣ ଗୋଟିଏ କି ଦୁଇଟି ଦିନ ରଖି ଖାଇପାରିବେ। ଏହାଠାରୁ ଅଧିକ ଦିନ ରହିଲେ ଏହା ଖରାପ […]

cake

cake

Rakesh Mallick
  • Published: Monday, 14 August 2017
  • Updated: 14 August 2017, 07:12 PM IST

Sports

Latest News

କେକ୍‌ କଥା ଶୁଣିଲେ ପାଟିରେ ଲାଲ ଆସିଯାଇଥାଏ। କାହାକୁ ବା କେକ୍‌ ଖାଇବାକୁ ଭଲ ନ ଲାଗେ। ଆଜିକାଲି ବହୁତ ପ୍ରକାର କେକ୍‌ ମିଳୁଛି। ବିଭିନ୍ନ ସପିଂ ମଲ୍‌ରେ ଭଳି କି ଭଳି କେକ୍‌ ସଜାହୋଇ ରହିଥାଏ। ଅନ୍‌ଲାଇନ୍‌ ଅର୍ଡର କରିଦେଲେ ନିଜ ମନ ପସନ୍ଦର କେକ୍‌ ଆସି ଘରେ ପହଞ୍ଚି ଯାଉଛି। ହେଲେ ଏହି ସବୁ କେକ୍‌ ଆପଣ ଗୋଟିଏ କି ଦୁଇଟି ଦିନ ରଖି ଖାଇପାରିବେ। ଏହାଠାରୁ ଅଧିକ ଦିନ ରହିଲେ ଏହା ଖରାପ ହୋଇଯିବ। ହେଲେ କୌଣସି କେକ୍‌ ୧୦୦ ବର୍ଷ ପୁରୁଣା ହୋଇ ମଧ୍ୟ ଆଜି ବି ସତେଜ ଥିବ ଓ ଖାଇବା ଯୋଗ୍ୟ ରହିଥିବ କେବେ ଭାବିଛନ୍ତି। ଆମ କଥା ଶୁଣି ଆପଣଙ୍କ ଚକିତ ହୋଇ ଯାଉଥିବେ ନିଶ୍ଚିତ। ହେଲେ ଆମେ ଆଜି ଏପରି ଏକ କେକ୍‌ ବିଷୟରେ କହିବାକୁ ଯାଉଛି ଯାହା ୧୦୦ ବର୍ଷ ପୁରୁଣା। ମଜାଦାର କଥା ହେଲା ଏବେ ବି କେକ୍‌ଟି ସତେଜ ଅଛି ଓ ଏହାକୁ ଆପଣ ଚାହିଁଲେ ଖାଇପାରିବେ।

ଆମେ କହୁଥିବା କେକ୍‌ଟି ଆଣ୍ଟାର୍କଟିକାରୁ ମିଳିଛି। ଏହାକୁ ବ୍ରିଟିସ୍‌ ଏକ୍ସପ୍ଲୋରର ରୋବର୍ଟ ଫାକ୍ଲନ ସ୍କାଣ୍ଟ ୧୯୧୦ରୁ ୧୯୧୩ ମଧ୍ୟରେ ଆଣ୍ଟାର୍କଟିକା ନେଇଥିଲେ। ସେବେଠାରୁ କେକ୍‌ଟି ସେଠାରେ ରହିଥିଲା। ଯାହା ଏବେ ଆଣ୍ଟାର୍କଟିକାର କେପ୍‌ ଆଡାରର ଏପ ଛୁପୁଡି ଘରୁ ମିଳିଛି।

ଆଣ୍ଟାର୍କଟିକାରେ ପରିବେଶ ଅତ୍ୟନ୍ତ ଥଣ୍ଡା ହୋଇଥିବା ବେଳେ ଏହାର ତାପମାତ୍ରା ମାଇନସ୍‌ରେ ରହିଥିବା। ଏହି କାରଣରୁ ୧୦୦ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ କେକ୍‌ଟି ଖରାପ ନହୋଇ ସତେଜ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story