କାଳ୍ପନିକ ନୁହେଁ ଏହି ଭୂତ ଫିଲ୍ମ: ଜାଣନ୍ତୁ ସିନେମା ପଛର ସତ କାହାଣୀ

ଭୂତପ୍ରେତଙ୍କ ଉପରେ ଆଧାରିତ ଫିଲ୍ମ ଦେଖିବାକୁ ଯେତିକି ରୋମାଞ୍ଚକ ସେତିକି ବିପଦପୂର୍ଣ୍ଣ। କୁହାଯାଏ ହୃଦରୋଗ ଥିବା ବ୍ୟକ୍ତି ଏପରି ଫିଲ୍ମଠାରୁ ଦୂରେଇ ରହିବା ଦରକାର। ବିଶେଷ କରି ହଲିଡଡ଼ର ହରର ଫିଲ୍ମରୁ। ସାଧାରଣତଃ ଏହି ଫିଲ୍ମଗୁଡିକ କାଳ୍ପନିକ ହୋଇଥାଏ। ସାରା ବିଶ୍ୱରେ ସବୁଠାରୁ ଅଧିକ ଭୟଙ୍କର ଭୂତ ଫିଲ୍ମ ‘ଏନାବେଲ କ୍ରିୟେସନ୍‌’ର ଏନାବେଲ ସିରିଜକୁ କୁହାଯାଇଥାଏ। ଏହା ମଧ୍ୟ କୁହାଯାଇଥାଏ ଯେ, ଏହା କୌଣସି କାଳ୍ପନିକ କାହାଣୀକୁ ନେଇ ହୋଇନାହିଁ। ଏହି ଫିଲ୍ମ ସମ୍ପୂର୍ଣ୍ଣ ସତ ଘଟଣା […]

Annabelle

Annabelle

Rakesh Mallick
  • Published: Monday, 21 August 2017
  • Updated: 21 August 2017, 06:54 PM IST

Sports

Latest News

ଭୂତପ୍ରେତଙ୍କ ଉପରେ ଆଧାରିତ ଫିଲ୍ମ ଦେଖିବାକୁ ଯେତିକି ରୋମାଞ୍ଚକ ସେତିକି ବିପଦପୂର୍ଣ୍ଣ। କୁହାଯାଏ ହୃଦରୋଗ ଥିବା ବ୍ୟକ୍ତି ଏପରି ଫିଲ୍ମଠାରୁ ଦୂରେଇ ରହିବା ଦରକାର। ବିଶେଷ କରି ହଲିଡଡ଼ର ହରର ଫିଲ୍ମରୁ। ସାଧାରଣତଃ ଏହି ଫିଲ୍ମଗୁଡିକ କାଳ୍ପନିକ ହୋଇଥାଏ। ସାରା ବିଶ୍ୱରେ ସବୁଠାରୁ ଅଧିକ ଭୟଙ୍କର ଭୂତ ଫିଲ୍ମ ‘ଏନାବେଲ କ୍ରିୟେସନ୍‌’ର ଏନାବେଲ ସିରିଜକୁ କୁହାଯାଇଥାଏ। ଏହା ମଧ୍ୟ କୁହାଯାଇଥାଏ ଯେ, ଏହା କୌଣସି କାଳ୍ପନିକ କାହାଣୀକୁ ନେଇ ହୋଇନାହିଁ। ଏହି ଫିଲ୍ମ ସମ୍ପୂର୍ଣ୍ଣ ସତ ଘଟଣା ଉପରେ ଆଧାରିତ। ଆସନ୍ତୁ ଜାଣିବା ଏହି ଫିଲ୍ମର କଣ୍ଢେଇ ଭୂତର ପ୍ରକୃତ କାହାଣୀ, ଯାହା ପରଦାରେ ବେଶ ସଫଳତା ହାସଲ କରିଛି।

୧୯୭୦ର ଘଟଣା। ଆମେରିକାରେ ରହୁଥିବା ଜଣେ ମହିଳା ତାଙ୍କ ଝିଅ ଡୋନା ପାଇଁ ଏକ କଣ୍ଢେଇ କିଣି ଥିଲେ। କଣ୍ଢେଇଟି କାଟ୍ରୁନ୍‌ କ୍ୟାରେକ୍ଟର ରୋଗେଡି ଏନ୍‌ ପରି ଦେଖିବାକୁ ଥିଲା। ସେ ସମୟରେ ଡୋନା ନର୍ସିଙ୍ଗ ପଢୁଥିଲେ ଓ ସାଙ୍ଗ ଏଞ୍ଜିଙ୍କ ସହ ରହୁଥିଲେ। ଡୋନାକୁ ଜନ୍ମଦିନରେ ତା’ର ମାଆ ଏହି କଣ୍ଢେଇଟି ଗିଫ୍ଟରେ ଦେଇଥିଲେ। ଗିଫ୍ଟ ପାଇ ଡୋନା ବହୁତ ଖୁସି ଥିଲେ। ହେଲେ ଏହି ଖୁସି ବେଶିଦିନ ରହି ନଥିଲା।

Annabelleକିଛିଦିନ ଠିକଠାକରେ ଯିବା ପରେ କଣ୍ଢେଇରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ନିଜକୁ ନିଜେ କଣ୍ଢେଇ ହାତ ହଲାଇବା ଆରମ୍ଭ କରି ଦେଇଥିଲା। ରାତିରେ ଡୋନା ଚେୟାରରେ କଣ୍ଢେଇକୁ ରଖି ଦେଉଥିଲେ। ହେଲେ ସକାଳେ ଏହା ତଳେ ପଡିଥିବା ଦେଖିବାକୁ ମିଳୁଥିଲା। ଏପରିକି ଡୋନା ନିଜ ରୁମ୍‌ରେ କଣ୍ଢେଇକୁ ରଖୁଥିଲେ ହେଲେ ସକାଳେ ଏଞ୍ଜିଙ୍କ ରୁମ୍‌ରୁ ପାଉଥିଲେ।

ଡୋନା ଏବଂ ଏଞ୍ଜିଙ୍କର ଜଣେ ସାଙ୍ଗ ଥିଲେ ଲୁ। ଲୁ ଯେବେ ବି ହି କଣ୍ଢେଇକୁ ଦେଖୁଥିଲେ ଡରି ଯାଉଥିଲେ। ସେ ଏହାକୁ ଭୂତ ବୋଲି କହୁଥିଲେ। ହେଲେ ଡୋନା ଏବଂ ଏଞ୍ଜି ଏହାକୁ ହସରେ ଉଡାଇ ଦେଉଥିଲେ। ଦିନେ ରୁମ୍‌ରୁ ଏକ କାଗଜ ମିଳିଥିଲା। ଏଥିରେ ‘ହେଲ୍ପ ଲୁ’ ଓ ‘ହେଲ୍ପ ଅସ୍‌’ ଲେଖାଯାଇଥିଲା। ଏହାର କିଛିଦିନ ପରେ ଡୋନା ରୁମ୍‌କୁ ଫେରି କଣ୍ଢେଇ ହାତ ଓ ଛାତିରେ ରକ୍ତ ଲାଗିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଏକ ତନ୍ତ୍ରସାଧକଙ୍କୁ ଡକାଇଥିଲେ। ତନ୍ତ୍ରସାଧକ ଜଣଙ୍କ କହିଥିଲେ, ସେମାନେ ରହୁଥିବା ଘର ପାଖରେ ଏକ ୭ ବର୍ଷର ଝିଅ ଏନାବେଲର ମୃତ୍ୟୁ ଘଟିଥିଲା। ସେ ଝିଅର ଆତ୍ମାକୁ ଏହି କଣ୍ଢେଇଟି ପସନ୍ଦ ଆସିଛି ଓ ସେ କଣ୍ଢେଇ ମାଧ୍ୟମରେ ଡୋନା ଏବଂ ଏଞ୍ଜି ସହ ରହିବାକୁ ଚାହୁଁଛି। ଏହା ଶୁଣିବା ପରେ ଡୋନା ଏବଂ ଏଞ୍ଜି କଣ୍ଢେଇକୁ ନିଜ ପାଖରେ ରଖିବାକୁ ସ୍ଥିର କରିଥିଲେ।

କିଛିଦିନ ପରେ ସେମାନେ ଜାଣି ଯାଇଥିଲେ ଏନାବେଲ ଓ କଣ୍ଢେଇକୁ ପାଖରେ ରଖି ସେମାନେ ଜୀବନରେ ସବୁଠାରୁ ବଡ଼ ଭୁଲ କରିଛନ୍ତି। କାରଣ ଦିନେ ଲୁ ଶୋଇଥିବା ବେଳେ ଅନୁଭବ କରିଥିଲେ ତାଙ୍କ ପାଦରେ କେହି ଚଢୁଛି ଓ ମୁନିଆ ନଖ ଫୁଟାଉଛି। ସେ ନିଦରୁ ଉଠିପଡିଥିଲେ। ହେଲେ ପାଦରେ ସେମିତି କିଛି ଦେଖିବାକୁ ପାଇ ନଥିଲେ। ପରଦିନ ଘରେ ଏଞ୍ଜି ଓ ଲୁ ଥିଲେ, ଡୋନା ବାହାରକୁ ଯାଇଥିଲେ। ଏହି ସମୟରେ ଆରପଟ ରୁମ୍‌ରୁ ଡୋନାର ଚିତ୍କାର ଶୁଭୁଥିଲା। ଲୁ ରୁମ୍‌କୁ ଯାଇ ଦେଖିଥିଲେ, ହେଲେ ସେଠାରେ କେହି ନଥିଲେ। ଏହି ସମୟରେ ସେ ଅନୁଭବ କରିଥିଲେ ତାଙ୍କ ପଛରେ କେହି ଜଣେ ଛିଡା ହୋଇଛି। ସେ ପଛକୁ ଚାହିଁଥିଲେ, ହେଲେ ସେଠାରେ କେହି ନଥିଲେ। ଏତିକି ବେଳେ ତାଙ୍କ ପାଦରେ ଧିରେ ଧିରେ କେହି ଚଢୁଥିବା ଓ ମୁନିଆ ନଖ ପାଦରେ ଫୋଡୁଥିବା ଅନୁଭବ କରିଥିଲେ। ଠିକ୍‌ ପୂର୍ବ ରତିର ଅନୁଭବ ପରି। ପାଖରେ ଥୁଆଯାଇଥିବା କଣ୍ଢେଇ ଉପରେ ଲୁଙ୍କ ନଜର ପଡିଥିଲା। କଣ୍ଢେଇଟି ତାଙ୍କୁ ଚାହିଁ ରହିଥିବା ଦେଖି ସେ ଚିତ୍କାର କରି ରୁମ୍‌ରୁ ବାହାରି ଆସିଥିଲେ। ତାଙ୍କ ଗୋଡରେ କ୍ଷତ ହୋଇଯିବା ସହ ସେଥିରୁ ରକ୍ତ ଝରୁଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story