ନବମ ଶ୍ରେଣୀରୁ ହିରୋଇନ୍; ବୁଝିଛନ୍ତି ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମର ମୂଲ୍ୟ

ଆଜି ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ତୁ ମୋ ଲଭଷ୍ଟୋରୀ’। ତରଙ୍ଗ ସିନେ ପ୍ରଡକସନ୍ସ ଏବଂ ଡିକେ ମୁଭିଜ୍‌ର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ଏହି ଫିଲ୍ମ। ଟିନ୍‌ ଏଜ୍ ଲଭଷ୍ଟୋରୀ ଉପରେ ଆଧାରିତ ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଛନ୍ତି ନବାଗତ ସୌରାଜ ଏବଂ ଭୂମିକା। ଶିଶୁକଳାକାର ଭାବେ ତିନୋଟି ଫିଲ୍ମରେ ଅଭିନୟ କରିଥିବା ଭୂମିକା ଏହି ଫିଲ୍ମରେ ହିରୋଇନ୍ ଭାବେ ଡେବ୍ୟୁ କରିଛନ୍ତି। ‘ଓଡ଼ିଶା ରିପୋର୍ଟର’ର ପ୍ରତିନିଧି ତପସ୍ୱିନୀ ନାୟକଙ୍କ ସହ ଏକ ସାକ୍ଷାତକାରରେ ଭୂମିକା […]

bhumika33

bhumika33

Rakesh Mallick
  • Published: Friday, 07 April 2017
  • Updated: 08 April 2017, 10:53 AM IST

Sports

Latest News

ଆଜି ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ତୁ ମୋ ଲଭଷ୍ଟୋରୀ’। ତରଙ୍ଗ ସିନେ ପ୍ରଡକସନ୍ସ ଏବଂ ଡିକେ ମୁଭିଜ୍‌ର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ଏହି ଫିଲ୍ମ। ଟିନ୍‌ ଏଜ୍ ଲଭଷ୍ଟୋରୀ ଉପରେ ଆଧାରିତ ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଛନ୍ତି ନବାଗତ ସୌରାଜ ଏବଂ ଭୂମିକା। ଶିଶୁକଳାକାର ଭାବେ ତିନୋଟି ଫିଲ୍ମରେ ଅଭିନୟ କରିଥିବା ଭୂମିକା ଏହି ଫିଲ୍ମରେ ହିରୋଇନ୍ ଭାବେ ଡେବ୍ୟୁ କରିଛନ୍ତି। ‘ଓଡ଼ିଶା ରିପୋର୍ଟର’ର ପ୍ରତିନିଧି ତପସ୍ୱିନୀ ନାୟକଙ୍କ ସହ ଏକ ସାକ୍ଷାତକାରରେ ଭୂମିକା ତାଙ୍କର ଅଭିନୟ ପ୍ରତି ଥିବା ରୁଚି, ପ୍ରଥମ ଫିଲ୍ମର ଅନୁଭୂତି, ପାଠପଢ଼ା ଓ କୋଆକ୍ଟରଙ୍କ ସଂପର୍କରେ କହିଛନ୍ତି।

ହିରୋଇନ୍ ଭାବେ ତୁମେ ଓଲିଉଡ୍‌ରେ ଡେବ୍ୟୁ କରିଥିବା ଯୋଗୁଁ ଶୁଭେଚ୍ଛା। ‘ତୁ ମୋ ଲଭ୍‌ ଷ୍ଟୋରୀ’ ବିଷୟରେ କ’ଣ କହିବେ?

‘ତୁ ମୋ ଲଭ୍‌ ଷ୍ଟୋରୀ’ ମୋର ଡେବ୍ୟୁ  ଫିଲ୍ମ । ଫିଲ୍ମଟି ବହୁତ ଭଲ ହୋଇଛି। ଟିନ୍‌ ଏଜ ଲଭଷ୍ଟୋରୀକୁ ନେଇ ଏହି ଫିଲ୍ମ ହୋଇଛି। ବହୁତ ରୋମାଣ୍ଟିକ୍‌ ହୋଇଛି। ଫିଲ୍ମର ସବୁ ଗୀତ ଭଲ ହୋଇଛି। ଫିଲ୍ମର ଷ୍ଟୋରୀ ଭଲ ରହିଛି। ଏଥିରେ ସସପେନ୍ସ ରହିଛି। ସମସ୍ତେ ଫିଲ୍ମଟିକୁ ଦେଖନ୍ତୁ, ନିଶ୍ଚୟ ଭଲ ଲାଗିବ।

‘ତୁ ମୋ ଲଭ୍‌ ଷ୍ଟୋରୀ’ରେ ତୁମ କୋଆକ୍ଟର ସୌରାଜଙ୍କ ବିଷୟରେ କ’ଣ କହିବେ?

ସୌରାଜ ଫିଲ୍ମ ସୁଟିଂ ବେଳେ ମୋତେ ବହୁତ ସପୋର୍ଟ କରିଛନ୍ତି? ଫିଲ୍ମରେ ଯେଉଁ ସିନ୍ ଥାଏ ଆମେ ଦୁଇ ଜଣ ଭଲ କରିବା ପାଇଁ ଚେଷ୍ଟା କରିଥାଉ। ସୁଟିଂ ବେଳେ ବହୁତ ମସ୍ତୀ ଓ ମଜା କରିଛୁ।

ତୁମେ ସ୍କୁଲରେ ପଢୁଛ। ତା’ ସହିତ ଅଭିନୟ କରୁଛ। ପାଠପଢ଼ା ଓ ଅଭିନୟ ମଧ୍ୟରେ କେମିତି ସନ୍ତୁଳନ ରକ୍ଷା କରୁଛ?

ମୁଁ ଭୁବନେଶ୍ୱର ୟୁନିଟ୍ ୮ ଡିଏଭି ସ୍କୁଲରେ ନବମ ଶ୍ରେଣୀରେ ପଢୁଛି। ମୁଁ ଯାହା ବି କରିଥାଏ ତା’ ପଛରେ ଥାଏ ମୋ ବାପାମା’ଙ୍କ ସମର୍ଥନ। ପାଠ ପଢ଼ାରେ ଅଧିକ ଗୁରୁତ୍ୱ ଦେବାକୁ ବାପାମା’ ସବୁବେଳେ କହନ୍ତି। ମୁଁ ପାଠ ପଢ଼ାରେ ଅବହେଳା କରୁଥିଲେ ସେମାନେ ଅଭିନୟ କରିବାକୁ ମୋତେ ସପୋର୍ଟ କରି ନ ଥାଆନ୍ତେ। ଅଭିନୟ ଯୋଗୁଁ ମୋ ପାଠ ପଢ଼ା ପ୍ରଭାବିତ ହୁଏ ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ କଲେ ସବୁ କିଛି ସମ୍ଭବ ହୋଇପାରିବ।

ଅଭିନୟ ପ୍ରତି କେବେଠାରୁ ରୁଚି ବଢ଼ିଲା? କେବେ ଭାବିଥିଲ ତୁମେ ଏତେ କମ୍ ବୟସରୁ ହିରୋଇନ୍ ହୋଇଯିବ?

ମୁଁ ଛୋଟବେଳେ ସବୁ ପ୍ରତିଯୋଗିତାରେ ଭାଗ ନେଉଥିଲି। ମୁଁ ଓଡ଼ିଶୀ ମଧ୍ୟ ନାଚେ। ତେବେ ଅଭିନେତ୍ରୀ ହେବି ବୋଲି କେବେ ଭାବି ନ ଥିଲି।  କୁହାଯାଏ ସମୟ ସହିତ ସବୁ ବଦଳି ଯାଏ। ମୋ ଜୀବନରେ ମଧ୍ୟ ସେମିତି ଘଟିଛି। ମୁଁ ଅଭିନୟ ଦୁନିଆରେ ପାଦ ଦେଇଛି।

ତୁମେ ତିନୋଟି ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଛ। ପ୍ରଥମ ସୁଯୋଗ କେମିତି ମିଳିଲା?

ଶିଶୁ କଳାକାର ଭାବେ ମୋର ପ୍ରଥମେ ଫିଲ୍ମ ହେଉଛି ‘ରୁମୁକୁ ଝୁମାନା’। ସେଥିରେ ମୋର ଲିଡ୍‌ ରୋଲ୍‌ ଥିଲା। ମୁଁ ଅଡିସନ୍‌ ଦେଇ ସିଲେକ୍ଟ ହୋଇଥିଲି।

bhumika1ଆଗରୁ ତୁମେ ଶିଶୁକଳାକର ଭାବେ କାମ କରୁଥିଲ। ଏବେ ପ୍ରଥମ ଥର ପାଇଁ ଫିଲ୍ମରେ ହିରୋଇନ୍‌ ଭାବେ କାମ କରିଛ। ଅନୁଭୂତି ଭିନ୍ନ ଭିନ୍ନ ନା ସମାନ?

ଶିଶୁ କଳାକାର ଭାବେ କାମ କରିବା ଓ ହିରୋଇନ୍‌ ଭାବେ କାମ କରିବା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ଶିଶୁକଳାକାର ଅପେକ୍ଷା ହିରୋଇନ୍ ଭାବେ କାମ କରିବା ବହୁତ କଷ୍ଟକର। ହିରୋଇନ୍ ହେଲେ ପ୍ରତିଟି ଜିନିଷକୁ ଅଧିକ ଗୁରୁତ୍ୱ ଦେବାକୁ ହୁଏ। ଦାୟିତ୍ୱ ମଧ୍ୟ ବଢ଼ିଥାଏ।

ପାଠ ପଢ଼ିବା ସହ ଅଭିନୟ କରୁଛ। ୟା ଭିତରେ କେବେ ଅନୁଭବ କରିଛ କି ତୁମେ ତୁମ ଶୈଶବ ହରାଉଛ?

ମୁଁ ବଚପନା ହରାଇ ନାହିଁ। ମୁଁ ଶିଶୁକଳାକାରରୁ  ହିରୋଇନ୍‌ ହୋଇଛି। ସବୁବେଳେ ବଚପନା ମୋର ରହିବ। ମୁଁ ଯେଉଁ କାମ କରେ କିଛି ଟେନସନ୍‌ ନେଇ କରେ ନାହିଁ। ମୁଁ ଯାହାବି କରେ ଭଲ କରିବାକୁ ଚେଷ୍ଟା କରେ। ମୁଁ ଚିତ୍ର ଆଙ୍କିବାକୁ ଭଲ ପାଏ। ଏବେ ବି ଘରେ ସମୟ ପାଇଲେ ଚିତ୍ର କରେ।

ଅଭିନୟ  ଓ ଓଡ଼ିଶୀ ମଧ୍ୟରୁ ଯଦି ଗୋଟିକୁ ବାଛିବାକୁ କୁହାଯାଏ ତୁମେ କେଉଁଟିକୁ ପସନ୍ଦ କରିବ?

ମୋତେ ଓଡ଼ିଶୀ ନୃତ୍ୟ କରିବାକୁ ଭାରି ଭଲ ଲାଗେ। ସମସ୍ତେ କୁହନ୍ତି ଏହା ଏକ କଳା। ମୁଁ ଓଡ଼ିଶୀକୁ କେବେ ଛାଡ଼ିପାରିବିନି। ତେବେ ମୁଁ ଅଭିନୟକୁ ଅଧିକ ଗୁରୁତ୍ୱ ଦେବି। ଅଭିନୟ କଲେ ମୁଁ ଓଡ଼ିଶୀ ବି କରିପାରିବି।

ବଲିଉଡ୍ ଓ ଓଲିଉଡ୍‌ରେ କାହାର ଅଭିନୟ ତୁମକୁ ଭଲ ଲାଗେ?

ମୁଁ ମାଧୁରୀ ଦୀକ୍ଷିତଙ୍କର ବଡ଼ ଫ୍ୟାନ୍। ତାଙ୍କର ଅଭିନୟ, ଡ୍ୟାନ୍ସ ଓ ହସିବା ଷ୍ଟାଇଲ୍‌ ମୋତେ ଭଲ ଲାଗେ। ଓଲିଉଡ୍‌ରେ ରଚନା ବାନାର୍ଜୀଙ୍କୁ ମୁଁ ପସନ୍ଦ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story