୭୦ ବର୍ଷୀୟା ଦେଖାଯା’ନ୍ତି ଷୋଳ ବୟସୀ! ଜାଣନ୍ତୁ ଏ ସ୍ଥାନଟି କେଉଁଠି ଅଛି?

ଏମିତି ଏକ ସ୍ଥାନ ଅଛି ଯେଉଁଠି ୭୦ ବର୍ଷୀୟ ମହିଳା ଅପସରା ଭଳି ଦେଖାଯା’ନ୍ତି। ଏବଂ ଜଣେ ଯୁବତୀର ସବୁ ପ୍ରକାର ଗୁଣ ତାଙ୍କ ଠାରେ ଭରପୁର୍‌ ଥାଏ। ସତେକି ଯେମିତି ଷୋଳ ବୟସୀ। ଜାଣନ୍ତି କି ଏହି ମହିଳାମାନେ କିଏ? ଏହି ମହିଳାମାନେ ହେଉଛନ୍ତି ‘ହୁଞ୍ଜା ଜନଜାତି’ର । ବିଶ୍ୱରେ ଥିବା ଅନେକ ଜନଜାତିଙ୍କ ମଧ୍ୟରୁ ଏହି ଜନଜାତି ଅନ୍ୟତମ। ଏକ ରିପୋର୍ଟ ଅନୁସାରେ, ଏହି ଜନଜାତିର ମହିଳାମାନେ ଅଧିକ ଦିନ ଧରି ପୂର୍ଣ୍ଣ ଯୌବନା […]

70 yr women

70 yr women

Rakesh Mallick
  • Published: Wednesday, 07 March 2018
  • Updated: 07 March 2018, 07:22 PM IST

Sports

Latest News

ଏମିତି ଏକ ସ୍ଥାନ ଅଛି ଯେଉଁଠି ୭୦ ବର୍ଷୀୟ ମହିଳା ଅପସରା ଭଳି ଦେଖାଯା’ନ୍ତି। ଏବଂ ଜଣେ ଯୁବତୀର ସବୁ ପ୍ରକାର ଗୁଣ ତାଙ୍କ ଠାରେ ଭରପୁର୍‌ ଥାଏ। ସତେକି ଯେମିତି ଷୋଳ ବୟସୀ। ଜାଣନ୍ତି କି ଏହି ମହିଳାମାନେ କିଏ? ଏହି ମହିଳାମାନେ ହେଉଛନ୍ତି ‘ହୁଞ୍ଜା ଜନଜାତି’ର । ବିଶ୍ୱରେ ଥିବା ଅନେକ ଜନଜାତିଙ୍କ ମଧ୍ୟରୁ ଏହି ଜନଜାତି ଅନ୍ୟତମ।

ଏକ ରିପୋର୍ଟ ଅନୁସାରେ, ଏହି ଜନଜାତିର ମହିଳାମାନେ ଅଧିକ ଦିନ ଧରି ପୂର୍ଣ୍ଣ ଯୌବନା ରହିଥା’ନ୍ତି। ସେମାନଙ୍କର ବୟସ ସିନା ବଢ଼େ, ହେଲେ, ବଢ଼ୁଥିବା ବୟସର ପ୍ରଭାବ ସୌନ୍ଦର୍ଯ୍ୟତାରେ ପଡ଼ିନଥାଏ। ଯେଉଁ ପୁରୁଷ ଦେଖିବ ଖୁବ୍ ଆକର୍ଷିତ ହୋଇଯିବ। ଆଉ ଭ୍ରମରେ ପଡ଼ିଯିବ।

ଏହି ‘ହୁଞ୍ଜା ଜନଜାତି’ ପାକିସ୍ତାନ, ଅଧିକୃତ କଶ୍ମୀରର ଗିଲ୍‌ଗିଟ୍‌ ଅଞ୍ଚଳରେ ବସବାସ କରନ୍ତି। ଏଠାର ହୁଞ୍ଜା ଘାଟିଗୁଡ଼ିକରେ କେବଳ ଏହି ଜନଜାତିର ଲୋକେ ରୁହନ୍ତି। ଏହି ଜନଜାତିର ମହିଳାମାନେ ୬୫ରୁ ୭୦ବର୍ଷ ବୟସରେ ବି ପିଲା ଜନ୍ମ କରିପାରନ୍ତି। ଏବଂ ଏଠାକାର ଲୋକେ ବହୁତ କମ୍‌ ରୋଗରେ ପଡ଼ିଥାନ୍ତି। କାରଣ ଏମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ।

ଏକ ରିପୋର୍ଟର ତଥ୍ୟ ଅନୁସାରେ, ହୁଞ୍ଜା ଜନଜାତି ୧୦୦ବର୍ଷରୁ ଅଧିକ ଦିନ ବଞ୍ଚିଥାନ୍ତି। କୁହାଯାଏ ଯେ ଅଧିକ ଦିନ ବଞ୍ଚିବାର ରହସ୍ୟ ହେଲା ସେମାନଙ୍କର ଖାଦ୍ୟପେୟ। ଯଅ, ବାଜରା ଓ ଖୁମାନି ଆଦି ଖାଦ୍ୟଶସ୍ୟ ଏମାନଙ୍କର ନିତିଦିନିଆ ଖାଦ୍ୟ। ଏହାକୁ ଖାଇ ଏହି ଜନଜାତିର ଲୋକେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରୁହନ୍ତି। ଆଉ ମହିଳାମାନେ ବୃଦ୍ଧା ବୟସରେ ବି ଷୋଳ ବୟସୀ ଭଳି ମନେ ହୁଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story