ଆମ ନେତାଙ୍କ ଦାମିକିଆ ଘର

ଭାରତରେ ଏମିତି ଅନେକ ଶିଳ୍ପପତି, କଳାକାର ଓ କ୍ରୀଡ଼ାବିତ୍‌ମାନେ ଅଛନ୍ତି ଯେଉଁମାନେ ଖୁବ୍‌ ବିଳାସମୟ ଘରେ ରୁହନ୍ତି। ସେମାନଙ୍କ ବଙ୍ଗଳାର ଦାମ୍‌ ଶୁଣିଲେ ସାଧାରଣ ଲୋକଙ୍କୁ ସହଜରେ ବିଶ୍ୱାସ ହୋଇ ନଥାଏ। ଭାରତର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସବୁଠାରୁ ଦାମୀ ବଙ୍ଗଳା ବୋଲି କୁହାଯାଏ। ଏହାର ମୂଲ୍ୟ ୧୨ ହଜାର କୋଟି ଆକଳନ କରାଯାଇଛି। ତେବେ ଦାମୀ ବଙ୍ଗଳା ଦୌଉଡ଼ରେ ଆମ ନେତାମାନେ ବି ପଛରେ ନାହାଁନ୍ତି। ସେମାନଙ୍କ ପାଖରେ […]

leader

leader

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 06:13 PM IST

Sports

Latest News

ଭାରତରେ ଏମିତି ଅନେକ ଶିଳ୍ପପତି, କଳାକାର ଓ କ୍ରୀଡ଼ାବିତ୍‌ମାନେ ଅଛନ୍ତି ଯେଉଁମାନେ ଖୁବ୍‌ ବିଳାସମୟ ଘରେ ରୁହନ୍ତି। ସେମାନଙ୍କ ବଙ୍ଗଳାର ଦାମ୍‌ ଶୁଣିଲେ ସାଧାରଣ ଲୋକଙ୍କୁ ସହଜରେ ବିଶ୍ୱାସ ହୋଇ ନଥାଏ। ଭାରତର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସବୁଠାରୁ ଦାମୀ ବଙ୍ଗଳା ବୋଲି କୁହାଯାଏ। ଏହାର ମୂଲ୍ୟ ୧୨ ହଜାର କୋଟି ଆକଳନ କରାଯାଇଛି। ତେବେ ଦାମୀ ବଙ୍ଗଳା ଦୌଉଡ଼ରେ ଆମ ନେତାମାନେ ବି ପଛରେ ନାହାଁନ୍ତି। ସେମାନଙ୍କ ପାଖରେ ମଧ୍ୟ ରହିଛି ଖୁବ୍‌ ବିଳାସମୟ ଅତ୍ୟାଧୁନିକ ସୁବିଧା ଯୁକ୍ତ ଦାମିକିଆ ବଙ୍ଗଳା। ଆଜି ଆସନ୍ତୁ ଜାଣିବା ଆମ ନେତାମାନଙ୍କର ଦାମିକିଆ ବଙ୍ଗଳା ବିଷୟରେ।

କଂଗ୍ରେସ ନେତା କମଲନାଥ: ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଆସନର ଲୋକସଭା ସଦସ୍ୟ କମଲ୍‌ ନାଥଙ୍କର ସବୁଠାରୁ ଦାମୀ ବଙ୍ଗଳା ରହିଛି। ଦିଲ୍ଲୀ ଫ୍ରେଣ୍ଡ କଲୋନୀସ୍ଥିତ ତାଙ୍କ ବଙ୍ଗଳାର ଦାମ୍‌ ୧୦୧୪ ମସିହାରେ ୧୨୫ କୋଟି ଟଙ୍କା ଆକଳନ କରାଯାଇଛି। ଏହା ୨୧ ହଜାର ସ୍କୋୟାର ଫିଟ୍‌ ଜାଗାରେ ନିର୍ମାଣ ହୋଇଛି। ଏହାଛଡ଼ା ତାଙ୍କର ଆଉ କିଛି ବିଳାସମୟ ବଙ୍ଗଳା ମଧ୍ୟ ରହିଛି।

ଜୟା ବଚ୍ଚନ: ଜୟା ବଚ୍ଚନ ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଅଛନ୍ତି। ଜଣେ ଅଭିନେତ୍ରୀ ଭାବରେ ନିଜର କ୍ୟରିୟର ଆରମ୍ଭ କରିଥିବା ଜୟା ପରେ ରାଜନୀତିରେ ଯୋଗ ଦେଇଥିଲେ। ତାଙ୍କ ଘରର ମୂଲ୍ୟ ୯୦ କୋଟି ଟଙ୍କା ଆକଳନ କରାଯାଇଛି।

ହେମା ମାଳିନୀ: ବିଜେପି ନେତ୍ରୀ ତଥା ବଲିଉଡ୍‌ର ଡ୍ରିମ୍‌ ଗାର୍ଲ ହେମାଙ୍କ ଲୋକପ୍ରିୟତା ଆଜିବି ରହିଛି। ଏହି ଲୋକପ୍ରିୟ ଅଭିନେତ୍ରୀଙ୍କର ସିନେମା ଜଗତ ହେଉ କିମ୍ବା ରାଜନୀତି ସବୁଥିରେ ତାଙ୍କର କାଟ୍‌ତି ରହିଛି। ତାଙ୍କ ଘରର ଦାମ୍‌ ପାଖାପାଖି ୯୦ କୋଟି ଟଙ୍କା ଆକଳନ କରାଯାଇଛି।

ବିଶ୍ୱେନ୍ଦ୍ର ସିଂ: ରାଜସ୍ଥାନର ଦିଗ୍‌କୁହ୍ମେର ନିର୍ବାଚନମଣ୍ଡଳୀର ବିଧାୟକ ବିଶ୍ୱେନ୍ଦ୍ର ସିଂ ହେଉଛନ୍ତି ଭରତପୁରରେ ଶେଷ ରାଜା ମାହାରାଜା ବ୍ରିଜେନ୍ଦ୍ର ସିଂଙ୍କ ପୁତ୍ର। ରାଜ ପରିବାରରୁ ଆସିଥିବାରୁ ତାଙ୍କର ମଧ୍ୟ ଏକ ବିଳାସମୟ ରାଜ ମହଲ ଅଛି। ତାଙ୍କ ବଙ୍ଗଳାର ମୂଲ୍ୟ ପ୍ରାୟ ୭୦ କୋଟି ଟଙ୍କା ହେବ।

ରାଣା ଗୁର୍‌ଜିତ୍‌ ସିଂ: କଂଗ୍ରେସ ଦଳ ପୂର୍ବତନ ଲୋକସଭା ସାଂସଦ ହେଉଛନ୍ତି ରାଣା ଗୁର୍‌ଜିତ୍‌ ସିଂ। ସେ ଜଣେ ସଫଳ ବ୍ୟବସାୟୀ ମଧ୍ୟ। ତାଙ୍କ ଦାମିକିଆ ବଙ୍ଗଳାର ମୂଲ୍ୟ ୪୪ କୋଟି ଟଙ୍କା ହେବ।

ନବଜୋତ୍‌ ସିଂ ସିଦ୍ଧୁ: ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ୍‌ ସିଂ ସିଦ୍ଧୁ ଜଣେ ଟିଭି ପର୍ସନାଲିଟି ମଧ୍ୟ। ସେ ବର୍ତ୍ତମାନ ପଞ୍ଜାବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଛନ୍ତି। ତାଙ୍କ ଘରର ଦାମ୍ ୩୧ କୋଟି ଟଙ୍କା।

ଅମର ସିଂ: ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଅନେକଥର ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ତାଙ୍କ ବିଳାସମୟ ବଙ୍ଗଳାର ଦାମ ୩୦ କୋଟି ଟଙ୍କା ହେବ।

[caption id="attachment_223489" align="aligncenter" width="840"] ଜ୍ୟୋତିରାଦିତ୍ୟ ସିନ୍ଦିଆ: ମଧ୍ୟପ୍ରଦେଶର ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଦିଆ ରାଜ୍ୟର ଉକ୍ତ ଗୁନା ନିର୍ବାଚନମଣ୍ଡଳୀରୁ କଂଗ୍ରେସର ଲୋକସଭା ସାଂସଦ ଅଛନ୍ତି। ତାଙ୍କ ଘରର ଦାମ ୨୮ କୋଟି ଟଙ୍କା।[/caption]

ଅଭିସେକ୍‌ ସିଙ୍ଘୱି:  ଅଭିସେକ୍‌ ବୃତ୍ତିରେ ଜଣେ ଓକିଲ ହୋଇଥିଲେ ମଧ୍ୟ ରାଜନୀତରେ ସେ ବେଶ୍ ସକ୍ରିୟ। ସେ ବର୍ତ୍ତମାନ କଂଗ୍ରେସର ଦଳର ରାଜ୍ୟସଭା ସାଂସଦ ଓ ପ୍ରବକ୍ତା ଅଛନ୍ତି। ସେ ରହୁଥିବା ଘରର ଦାମ ୨୬ କୋଟି ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story