ଆକାଶରେ ଆତସବାଜି ପୁରୁଣା କଥା, ଏବେ ଟଙ୍କା ଦେଲେ ହେବ ଉଲକାପାତ

ଭୁବନେଶ୍ୱର (ସଂଗ୍ରାମ ଦାସମହାପାତ୍ର): ରାତିରେ ଆକାଶରୁ ଉଲକାପାତ ଦେଖିଲେ ଅନେକେ ନିଜ ମନସ୍କାମନା ପୁରଣ ପାଇଁ ପ୍ରାର୍ଥନା କରିଥାନ୍ତି। ଏହି ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ଉଲକାପାତ ଦେଖିବା ଏକ ସୌଭାଗ୍ୟର କଥା। କିନ୍ତୁ ଏବେ ଆପଣଙ୍କ ଇଚ୍ଛାରେ ହୋଇପାରିବ ଉଲକାପାତ। ଆକାଶରୁ ଖସିବ ନୀଳ, ସବୁଜ ଓ କମଳା ଆଦି ରଙ୍ଗର ଉଜ୍ଜ୍ୱଳ ଉଲକା। ଆପଣ ଚାହିଁଲେ କୌଣସି ଉତ୍ସବରେ ଆତସବାଜିରେ ଲୋକଙ୍କ ମନୋରଞ୍ଜନ କରାଇବା ପରିବର୍ତ୍ତେ ଉଲକାପାତ କରାଇ ସେମାନଙ୍କୁ ଚକିତ କରିଦେଇପାରିବେ। କାରଣ […]

ulka

ulka

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 11:18 AM IST

Sports

Latest News

ଭୁବନେଶ୍ୱର (ସଂଗ୍ରାମ ଦାସମହାପାତ୍ର): ରାତିରେ ଆକାଶରୁ ଉଲକାପାତ ଦେଖିଲେ ଅନେକେ ନିଜ ମନସ୍କାମନା ପୁରଣ ପାଇଁ ପ୍ରାର୍ଥନା କରିଥାନ୍ତି। ଏହି ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ଉଲକାପାତ ଦେଖିବା ଏକ ସୌଭାଗ୍ୟର କଥା। କିନ୍ତୁ ଏବେ ଆପଣଙ୍କ ଇଚ୍ଛାରେ ହୋଇପାରିବ ଉଲକାପାତ। ଆକାଶରୁ ଖସିବ ନୀଳ, ସବୁଜ ଓ କମଳା ଆଦି ରଙ୍ଗର ଉଜ୍ଜ୍ୱଳ ଉଲକା। ଆପଣ ଚାହିଁଲେ କୌଣସି ଉତ୍ସବରେ ଆତସବାଜିରେ ଲୋକଙ୍କ ମନୋରଞ୍ଜନ କରାଇବା ପରିବର୍ତ୍ତେ ଉଲକାପାତ କରାଇ ସେମାନଙ୍କୁ ଚକିତ କରିଦେଇପାରିବେ। କାରଣ ଏବେ କୃତ୍ରିମ ଉପାୟରେ ଉଲକାପାତ ସମ୍ଭବ। ତେବେ ଏଥିପାଇଁ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ମହାକାଶରେ ଲୋକଙ୍କ ମନୋରଞ୍ଜନ କରିବାକୁ ଯୋଜନା କରୁଥିବା ବିଶ୍ୱର ପ୍ରଥମ କମ୍ପାନୀ ଆଷ୍ଟ୍ରୋ ଲାଇଭ୍ ଏକ୍ସପିରିଏନ୍ସ (ଏଏଲ୍ଇ) ଏହି ଅଭିନବ ଯୋଜନା କରୁଛି। କମ୍ପାନୀ ଦ୍ୱାରା ମହାକାଶକୁ ପଠାଯାଇଥିବା ଏକ କ୍ଷୁଦ୍ର ଉପଗ୍ରହରୁ ଛୋଟଛୋଟ ପଥରଖଣ୍ଡ ଭଳି ବସ୍ତୁ ଖସି ଉଲକାପାତର ଭ୍ରମ ସୃଷ୍ଟି କରିବ। ଏହି ଉପଗ୍ରହ ପୃଥିବୀ ପୃଷ୍ଠ ଠାରୁ ମାତ୍ର 355 କିଲୋମିଟର ଉପରେ ଘୁରି ବୁଲିବ ଏବଂ ତାହାକୁ ନିର୍ଦ୍ଦେଶ ଦେଲେ ସେଥିରୁ 15ରୁ 20ଟି ଛୋଟଛୋଟ (ପ୍ରାୟ ଅଧା ଇଞ୍ଚ ଓସାରର) ଧାତବ ଖଣ୍ଡ ଖସିପଡ଼ିବ। ଏହାପରେ ସେଗୁଡ଼ିକ ବାୟୁମଣ୍ଡଳ ସହ ଘସି ହୋଇ ଜଳିବ ଏବଂ ଆଲୋକ ସୃଷ୍ଟି କରିବ। ଫଳରେ ଉଲକାପାତର ଭର୍ମ ସୃଷ୍ଟି ହେବ।

ulkaକୌଣସି ସହର, କମ୍ପାନୀ, ପାର୍କ କିମ୍ବା କୌଣସି ଧନୀ ବ୍ୟକ୍ତି ଚାହିଁଲେ ଉଲକାପାତ ପାଇଁ ଅର୍ଡର୍ ଦେଇପାରିବେ। ଏହା ରାତି 8ଟାରୁ 9ଟା ଭିତରେ ଗ୍ରାହକଙ୍କ ଇଚ୍ଛା ଅନୁସାରେ ଯେକୌଣସି ସହର ଉପରେ 4ରୁ 5 ସେକେଣ୍ଡ୍ ପାଇଁ ଉଲକାପାତ କରାଯାଇପାରିବ। ଏଥିପାଇଁ ଗ୍ରାହକଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ତାହା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ, ବଡ଼ବଡ଼ ସହରରେ ହେଉଥିବା ବିଶାଳ ଆତସବାଜି କାର୍ଯ୍ୟକ୍ରମ ଠାରୁ ଏହା କମ୍ ଖର୍ଚ୍ଚ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ତେବେ ଏଥିପାଇଁ 20ରୁ 30 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି।

ଚଳିତବର୍ଷ ଡିସେମ୍ବରରେ ଜାପାନରୁ ଏହି ଉପଗ୍ରହ ମହାକାଶ ପଠାଯିବାର ଯୋଜନା ହେଉଛି। 2ଟି ପର୍ଯ୍ୟାୟରେ ଏହିଭଳି 2ଟି ଉପଗ୍ରହ ପଠାଇପାରେ ଏଏଲ୍ଇ କମ୍ପାନୀ। ପ୍ରତି ଉପଗ୍ରହ 27 ମାସ ଯାଏ ପୃଥିବୀ ଚାରିପଟେ ବୁଲିପାରିବ। ତେବେ ସବୁକିଛି ଯୋଜନା ଠିକ୍ ରହିଲେ, ଆସନ୍ତାବର୍ଷ ଜାପାନର ହିରୋସିମା ଆକାଶରେ ରାତିରେ ଏହି କୃତ୍ରିମ ଉଲକାପାତ ଦେଖିବାକୁ ମିଳିପାରେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story