ଆସନ୍ତାକାଲି ହେବାକୁ ଥିବା ଘରୋଇ ନର୍ସିଂହୋମ୍ ଆନ୍ଦୋଳନ ମାସେ ପାଇଁ ସ୍ଥଗିତ, ସରକାରଙ୍କ ସହ ଆଲୋଚନା ପରେ ସୂଚନା ଦେଲେ ସଂଘର ସଭାପତି ଅଜୟ ମିଶ୍ର