INLD ମୁଖ୍ୟ ନଫେ ସିଂହ ରାଠୀ ହତ୍ୟା ମାମଲାରେ ୨ ଗିରଫ

ହରିଆଣା ଏବଂ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମର ମିଳିତ ଅପରେସନରେ ଏମାନଙ୍କୁ ଗିରଫ କରାଯାଇଛି।

2 Accused & Nafe's File Photo

ଦୁଇ ଅଭିଯୁକ୍ତ ଓ ନାଫେଙ୍କ ଫାଇଲ୍ ଫଟୋ

Debibandita Barick
  • Published: Monday, 04 March 2024
  • Updated: 04 March 2024, 10:46 AM IST

ଭାରତୀୟ ଜାତୀୟ ଲୋକ ଦଳ (INLD) ମୁଖ୍ୟ ନଫେ ସିଂହ ରାଠୀ ହତ୍ୟା ମାମଲାରେ ଦୁଇ ଗିରଫ। ଗୁଳି କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଆଜି ଗୋଆରୁ ଗିରଫ କରିଛି। ଗିରଫ ଦ୍ୱୟ ହେଉଛନ୍ତି ସୌରଭ ଏବଂ ଆଶିଷ।

ହରିଆଣା ଏବଂ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମର ମିଳିତ ଅପରେସନରେ ଏମାନଙ୍କୁ ଗିରଫ କରାଯାଇଛି। ଉଭୟ ସୁଟର କୁଖ୍ୟାତ ଅପରାଧୀ କପିଲ ସାଙ୍ଗୱାନ ଗ୍ୟାଙ୍ଗ ସହ ଜଡିତ ଥିବା ଜାଣିବାକୁ ପାଇଛି ପୁଲିସ। 

Also Read

ଫେବ୍ରୁଆରୀ ୨୫ରେ ରାଠୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ସେ ଏକ ଏସୟୁଭି ଯୋଗେ ଯିବା ସମୟରେ ତାଙ୍କ ଗାଡି ଉପରକୁ ଗୁଳି ମାଡ଼ କରିଥିଲେ ଦୁର୍ବୃତ୍ତ। ବାହାଦୁରଗଡ ନିକଟରେ ଘଟିଥିଲା ଏହି ଗୁଳି ମାଡ଼। ଏଥିରେ ୬୬ ବର୍ଷୀୟ ରାଠୀଙ୍କ ସମେତ ଅନ୍ୟ ଜଣେ  ଦଳୀୟ କର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏଥିସହ ଅନେକ ସୁରକ୍ଷା କର୍ମୀ ମଧ୍ୟ ଗୁରୁତର ଆହତ ହୋଇଥିଲେ।

ପୁଲିସ ମାମଲା ଉପରେ ତିକ୍ଷ୍ଣ ନଜର ରଖିଥିଲା। ଗୁଳିକାଣ୍ଡରେ ବିଦେଶୀ ଲିଙ୍କ୍ ଥିବା ସନ୍ଦେହ କରୁଥିଲା ପୁଲିସ। ଶେଷରେ ଆଜି ୨ ଜଣଙ୍କୁ ଗିରଫ କରିଛି।  

ଝାଜର ପୁଲିସ ଅଧୀକ୍ଷକ ଅର୍ପିତ ଜୈନ କହିଛନ୍ତି, ଅନ୍ୟ ସୁଟରଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି। ଏହି ଘଟଣାରେ ଆକ୍ରମଣକାରୀ ବ୍ୟବହାର କରିଥିବା କାର୍ ମଧ୍ୟ ଜବତ ହୋଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story