ଦୁଇଟି ହାତୀ ଦାନ୍ତ ଉଦ୍ଧାର, ଦୁଇ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ୍ ରେଞ୍ଜ ତରଫରୁ ଆଜି ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି। ଏହା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଜାଙ୍ଗୁ ଗାଁର ସନ୍ତୋଷ ନାଏକ ଓ ଦଶିପୁର ଗାଁର କାର୍ତ୍ତିକ ନାଏ।

ଜାଙ୍ଗୁ ଗାଁ ନିକଟସ୍ଥ ଜଙ୍ଗଲରେ ସେମାନେ ହାତୀ ଦାନ୍ତ ଦୁଇଟିକୁ ପୋତି ରଖିଥିଲେ।