ଟିଟିଲାଗଡ:  ଗୁଣିଗାରେଡି ସନ୍ଦେହରେ ଦୁଇ ଜଣଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଟିଟିଲାଗଡ:  ଗୁଣିଗାରେଡି ସନ୍ଦେହରେ  ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ କୁମୁଡିପଦର ଗାଁରେ ଦୁଇଜଣ ବ୍ୟକ୍ତିଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତି କରି ପୋଲିସ୍ ୨ଟି ମାମଲା ରୁଜୁ କରିବା ସହିତ ତଦନ୍ତ ଜାରି ରଖିଛି। ଅଭିଯୋଗ ଅନୁଯାୟୀ,  ରବିବାର ସକାଳ ପ୍ରାୟ ୯ଟା ସମୟରେ କେସିଙ୍ଗା ଅଞ୍ଚଳର ୨ ଜଣ ବ୍ୟକ୍ତି କୁମୁଡିପଦର ଗାଁର ତ୍ରିନାଥ ବଗର୍ତ୍ତୀଙ୍କ ଘରକୁ ପଶିଥିଲେ। ଅଜଣା ଲୋକ ଘର ଭିତରକୁ ପଶିଥିବା ଦେଖି […]

vlcsnap-2015-09-14-10h42m08s672

vlcsnap-2015-09-14-10h42m08s672

Rakesh Mallick
  • Published: Monday, 14 September 2015
  • Updated: 14 September 2015, 05:15 AM IST

Sports

Latest News

ଟିଟିଲାଗଡ:  ଗୁଣିଗାରେଡି ସନ୍ଦେହରେ  ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ କୁମୁଡିପଦର ଗାଁରେ ଦୁଇଜଣ ବ୍ୟକ୍ତିଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉଭୟ ପକ୍ଷଙ୍କ ଏତଲାକୁ ଭିତ୍ତି କରି ପୋଲିସ୍ ୨ଟି ମାମଲା ରୁଜୁ କରିବା ସହିତ ତଦନ୍ତ ଜାରି ରଖିଛି।

ଅଭିଯୋଗ ଅନୁଯାୟୀ,  ରବିବାର ସକାଳ ପ୍ରାୟ ୯ଟା ସମୟରେ କେସିଙ୍ଗା ଅଞ୍ଚଳର ୨ ଜଣ ବ୍ୟକ୍ତି କୁମୁଡିପଦର ଗାଁର ତ୍ରିନାଥ ବଗର୍ତ୍ତୀଙ୍କ ଘରକୁ ପଶିଥିଲେ। ଅଜଣା ଲୋକ ଘର ଭିତରକୁ ପଶିଥିବା ଦେଖି ଗାଁ ଲୋକେ ତାଙ୍କୁ ଅଟକ ରଖି ପରିଚୟ ପଚାରିଥିଲେ। ସେମାନଙ୍କ ବ୍ୟାଗରୁ ଘୁଷୁରି, ଛେଳି, କୁକୁଡ଼ା ଓ ବତକର କଟା ମୁଣ୍ଡ ସହିତ  ଏକ ପୋଥି ଓ ହାଡ଼ କଟୁରି ମିଳିଥିଲା। ଗୁଣି ଗାରେଡି ସନ୍ଦେହ କରି ଗ୍ରାମବାସୀ ଏହି ୨ ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।  ଗାଁର ଜଣେ ବ୍ୟକ୍ତି ସେମାନଙ୍କୁ ଗୁଣିଗାରେଡିରେ ସହଯୋଗ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବରୁ ଗାଁର ଗୌର ବଗର୍ତ୍ତୀଙ୍କର ଗୁଣିଗାରେଡି ଯୋଗୁଁ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗୁଣିଗାରେଡି ଅଭିଯୋଗକୁ  ଖଣ୍ଡନ କରିଛନ୍ତି ଅଭିଯୁକ୍ତ ଦ୍ୱୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story