ମୁମ୍ୱାଇ: ଆଜି ରିଲିଜ ହୋଇଛି ଚର୍ଚ୍ଚିତ ଫିଲ୍ମ ବାହୁବଳୀ। ଭାରତୀୟ ଫିଲ୍ମ ଇତିହାସରେ ଏହା ସବୁଠୁ ହାଇ ବଜେଟ୍ ଫିଲ୍ମ ବୋଲି କୁହାଯାଉଛି। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରଭାସ, ରାଣା ଡାଗୁବଟୀ, ତମ୍ମନା ଏବଂ ଅନୁଷ୍କା ସେଟ୍ଟୀ। ଏକାସଙ୍ଗେ ତେଲୁଗୁ ଓ ତାମିଲରେ ନିର୍ମିତ ହୋଇଥିବା ଏହି ଫିଲ୍ମ ହିନ୍ଦି ଓ ମାଲାୟାଲାମରେ ମଧ୍ୟ ଡବ୍ ହୋଇଛି। ଏସ୍.ଏସ୍.ରାଜାଣୌଲି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ହିନ୍ଦୀ ଭର୍ସନର ପ୍ରଯୋଜନା କରିଛନ୍ତି କରନ୍ ଜୋହର୍। ଫିଲ୍ମର ହିନ୍ଦୀ ଭର୍ସନରେ ମୋଟ ୭ଟି ଟ୍ରାକ୍ ଥିବା ବେଳେ ମ୍ୟୁଜିକ କମ୍ପୋଜ କରିଛନ୍ତି ଜାତୀୟ ପୁରସ୍କାର ପାଇଥିବା ସଙ୍ଗୀତ ନିଦ୍ଦେର୍ଶକ ଏମ୍.ଏମ୍. କୀରାୱାନୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।
Tollywood
ଡିସେମ୍ବରରେ ପଡ଼ିବ କିର୍ତ୍ତୀ ସୁରେଶଙ୍କ ହାତଗଣ୍ଠି
ଡିସେମ୍ବର ଦ୍ୱିତୀୟ ସପ୍ତାହରେ ହାତକୁ ଦି' ହାତ ହେବେ କିର୍ତ୍ତୀ ସୁରେଶ।
Entertainment
'ସବୁ ରାଜ୍ୟକୁ ମଦମୁକ୍ତ କର', ଦିଲଜିତଙ୍କ ଓପନ ଚ୍ୟାଲେଞ୍ଜ୍
ମାଦକ ଦ୍ରବ୍ୟକୁ ପ୍ରୋତ୍ସାହିତ କଲା ଭଳି ଗୀତ ନଗାଇବାକୁ ନୋଟିସ ପାଇଥିଲେ। ସବୁ ରାଜ୍ୟରେ ମଦ ବ୍ୟାନ୍ କରିବାକୁ କଲେ ଆହ୍ୱାନ କଲେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ।