ହୋଲଡିଂ ଟ୍ୟାକ୍ସ କ୍ଲିଅର କଲେ କିଟ୍ ଓ ସୋଆ!

ଖବର ପ୍ରସାରଣ ପରେ ବିଏମସି ତରଫରୁ କୁହାଯାଇଛି, 7 ଦିନ ତଳ ପର୍ଯ୍ୟନ୍ତ ଯେଉଁମାନେ ଖିଲାପକାରୀ ଥିଲେ, ତାଙ୍କ ନାଁ ସାର୍ବଜନୀନ କରାଯାଇଥିଲା।

BMC

ବିଏମସ

Hemant Lenka
  • Published: Wednesday, 12 March 2025
  • Updated: 12 March 2025, 09:25 PM IST

ମଙ୍ଗଳବାର ରାତିରେ ଭୁବନେଶ୍ବର ମହାନଗର ନିଗମ (ବିଏମସି) କ୍ରମାଗତ ଭାବେ ଗୃହ ଟିକସ ବା ହୋଲଡିଂ ଟ୍ୟାକ୍ସ ଫାଙ୍କୁଥିବା 45ଜଣ ବଡ଼ ଟିକସ ଖିଲାପକାରୀଙ୍କ ନାଁ ସାର୍ବଜନୀନ କରିଥିଲା। ଏହି ଖବର ପ୍ରସାରଣ ପରେ ବିଏମସି ତରଫରୁ କୁହାଯାଇଛି, 7 ଦିନ ତଳ ପର୍ଯ୍ୟନ୍ତ ଯେଉଁମାନେ ଖିଲାପକାରୀ ଥିଲେ, ତାଙ୍କ ନାଁ ସାର୍ବଜନୀନ କରାଯାଇଥିଲା। ମାତ୍ର କିଟ୍ ତା’ର ପ୍ରାପ୍ୟକୁ 6 ଦିନ ତଳେ କ୍ଲିଅର କରିଛି। ସେହିଭଳି ସୋଆ ମଧ୍ୟ ଆଜି ସୁଦ୍ଧା ତାର ବକେୟା ପ୍ରାପ୍ୟ କ୍ଲିଅର କରି ଦେଇଥିବାରୁ ଏବେ ସଂଶୋଧିତ ତାଲିକା ପ୍ରକାଶ କରାଯିବ।

ବିଏମସି ଇନଷ୍ଟା ଓ ମିଡିଆ ଗ୍ରୁପରେ ଛାଡ଼ିଥିବା ସ୍କ୍ରିନ୍ ସଟ୍ ଅନୁସାରେ, ହୋଲଡିଂ ଟିକସ ଖିଲାପକାରୀଙ୍କ ଭିତରେ ରହିଥିଲେ, ବଡ଼ ଶିକ୍ଷାନୁଷ୍ଠାନ କିଟ୍ ଓ କିମସ। କିଟ୍ ଓ କିମସ ମୋଟ 2 କୋଟି 98 ଲକ୍ଷ ଟଙ୍କାର ହୋଲଡିଂ ଟିକସ ଦେଇନଥିବା ଦର୍ଶାଯାଇଥିଲା। ଶିକ୍ଷା ଓ ଅନୁସନ୍ଧାନ (ସୋଆ) 6 କୋଟି 15 ଲକ୍ଷ ଟଙ୍କା ଦେଇନାହାନ୍ତି ବୋଲି ଦର୍ଶାଯାଇଥିଲା।

Also Read

ସେହିପରି ଲାଇଫଲାଇନ୍ ମଲଟି ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ୍ର ଗତ ବର୍ଷ ପାଇଁ ଟିକସ ପରିମାଣ 1 କୋଟି 27 ଲକ୍ଷ ଟଙ୍କା ହୋଇଥିବାବେଳେ ମୋଟ 7 କୋଟି ଟଙ୍କାର ଟିକସ ନ ଦେଇ ପକାଇ ରଖିଥିବା ଦର୍ଶାଯାଇଛି। ଆଦିତ୍ୟ ବିର୍ଲା ଫ୍ୟାସନ ଉପରେ 2 କୋଟି 12 ଲକ୍ଷ ଟଙ୍କାର ଟିକସ ବକେୟା ରହିଛି।

1 କୋଟି ଟଙ୍କାରୁ ଅଧିକ ଟିକସ ଖିଲାପକାରୀ ବର୍ଗରେ 16ଜଣ ରହିଥିବାବେଳେ 50 ଲକ୍ଷରୁ 1 କୋଟି ଟଙ୍କା ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ଭିତରେ 15ଜଣଙ୍କ ନାଁ ରଖିଥିଲା ବିଏମସି।

ଖିଲାପକାରୀଙ୍କ ଭିତରେ ସରକାରୀ ଅନୁଷ୍ଠାନ ବି ରହିଛନ୍ତି। ଯେମିତି `ଆର ଆଣ୍ଡ୍ ବି’ର ନିର୍ବାହୀ ଯନ୍ତ୍ରୀ-3 ଓ 4 ଯଥାକ୍ରମେ 89 ଲକ୍ଷ ଓ 70 ଲକ୍ଷ ଟଙ୍କାର ଟିକସ ଦେଇନାହାନ୍ତି। ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍) ତାର ପୋଖରୀପୁଟ ଅଫିସ ବାବଦରେ 54.26 ଲକ୍ଷ ଟଙ୍କା ଦେଇନାହିଁ। ଏହିଭଳି ଭାବେ ମୋଟ 45 କୋଟି 25 ଲକ୍ଷ ଟଙ୍କା ବକେୟା ଟିକସ ଖିଲାପକାରୀଙ୍କ ତାଲିକା ସାର୍ବଜନୀନ କରିଥିଲା ବିଏମସି।

ବିଏମସି 2024-25ରେ ହୋଲଡିଂ ଟ୍ୟାକ୍ସରୁ 100 କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଥିବାବେଳେ ଚଳିତ ଆର୍ଥିକ ବର୍ଷରେ କେବଳ 45 କୋଟି ଟଙ୍କା ଆଦାୟ କରିପାରିଥିବା ବିଏମସି ସୂତ୍ରରୁ ଜଣାପଡ଼ିଛି।

ଅନ୍ୟ ପଟରେ ହୋଲଡିଂ ଟ୍ୟାକ୍ସ ଦେଇନଥିବା ଭୁବନେଶ୍ବର ପଟିଆ ଅଞ୍ଚଳର ଦୁଇଟି ଅପେକ୍ଷାକୃତ ଛୋଟ ଦେକାନକୁ ଫେବ୍ରୁଆରୀ ଶେଷ ସପ୍ତାହରେ ସିଲ କରିଥିଲା ବିଏମସି।

ତାଲିକାରେ ସଂଶୋଧନ ପ୍ରସଙ୍ଗରେ ଆମେ ବିଏମସି ଡେପୁଟି କମିଶନର (ରାଜସ୍ବ) ଅଜୟ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲୁ। ସେ କହିଥିଲେ, “ଏକ ସପ୍ତାହ ପୂର୍ବରୁ ଯେଉଁମାନେ ବେକୟା ଟିକସ ଦେଇ ନଥିଲେ ସେମାନଙ୍କ ତାଲିକା ସାର୍ବଜନୀନ କରାଯାଇଥିଲା। ମାତ୍ର ଏହି ସପ୍ତାହ ଭିତରେ କିଟ୍ ତାର ସମସ୍ତ ପ୍ରାପ୍ୟ ଦେଇଦେଇଛି। ଏଥିସହ ସୋଆ ୟା ଭିତରେ କିଛି ପ୍ରାପ୍ୟ ଦେଇଥିବାବେଳେ ଆଜି ସୁଦ୍ଧା ତାହା କ୍ଲିଅର କରିଛି। ଖୁବ୍ ଶୀଘ୍ର ସଂଶୋଧିତ ତାଲିକା ପ୍ରକାଶ ପାଇବ।” 

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନ୍‌ଗୋ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story