ନିଜ ବିବାହକୁ ନେଇ ମୁହଁ ଖୋଲିଲେ କପୁର୍ ଖାନ୍‌ଦାନ୍‌ର ଲାଡ୍‌ଲା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ତେବେ ଦୁହେଁ କେବେ ବିବାହ କରିବେ, ସେ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏବେ ବିହାହକୁ ନେଇ ମୁହଁ ଖୋଲିଛନ୍ତି ରଣବୀର। ରଣବୀର କହିଛନ୍ତି ଯଦି କରୋନା ଭାଇରସ୍ ମହାମାରୀ ଆସିନଥାନ୍ତା, ତାହେଲେ ଏପର୍ଯ୍ୟନ୍ତ ବିବାହ ସରିଯାଇଥାନ୍ତା। ଖୋଦ୍ ରଣବୀର ଏକ ଇଣ୍ଟରଭ୍ୟୁରେ ଏହାର ଖୁଲାସା କରିଛନ୍ତି। […]

ranbir

ranbir

Ranjit Kumar Jena
  • Published: Friday, 25 December 2020
  • Updated: 25 December 2020, 07:37 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ତେବେ ଦୁହେଁ କେବେ ବିବାହ କରିବେ, ସେ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏବେ ବିହାହକୁ ନେଇ ମୁହଁ ଖୋଲିଛନ୍ତି ରଣବୀର। ରଣବୀର କହିଛନ୍ତି ଯଦି କରୋନା ଭାଇରସ୍ ମହାମାରୀ ଆସିନଥାନ୍ତା, ତାହେଲେ ଏପର୍ଯ୍ୟନ୍ତ ବିବାହ ସରିଯାଇଥାନ୍ତା। ଖୋଦ୍ ରଣବୀର ଏକ ଇଣ୍ଟରଭ୍ୟୁରେ ଏହାର ଖୁଲାସା କରିଛନ୍ତି।

View this post on Instagram

A post shared by Voompla (@voompla)

ଇଣ୍ଟରଭ୍ୟୁରେ ରଣବୀର ପ୍ରଥମଥର ଆଲିଆ ଭଟ୍ଟଙ୍କୁ ଗଲଫ୍ରେଣ୍ଡ କହିଛନ୍ତି। ଆଲିୟାଙ୍କ ସହ ବିବାହ ଖବରକୁ ନେଇ ରଣବୀର କହିଛନ୍ତି, ଯଦି ମହାମାରୀ ଆମ ଜୀବନରେ ପ୍ରବେଶ କରିନଥାନ୍ତା, ତାହେଲେ ଏପର୍ଯ୍ୟନ୍ତ ଆମର ବିବାହ ସରନ୍ତାଣି। କିନ୍ତୁ ଏବେ ମୁଁ ଏହା ଉପରେ କିଛି ବି କହିବି ନିଜକୁ ଦୁର୍ଭାଗ୍ୟ ମନେ କରିବାକୁ ଚାହେଁ ନାହିଁ। ଖୁବଶୀଘ୍ର ମୁଁ ନିଜର ଏହି ଲକ୍ଷ୍ୟକୁ ପୂରଣ କରିବି।

ଏହି ଇଣ୍ଟରଭ୍ୟୁ ରଣବୀର ନିଜ ଗଲଫ୍ରେଣ୍ଡ ଆଲିୟାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆପଣମାନେ ଜାଣିଛନ୍ତି ଯେ ମୋ ଗଲଫ୍ରେଣ୍ଡ ଆଲିୟା ଜଣେ ଓଭର୍ ଆଚିଭର୍। ସେ ଗିଟାରଠାରୁ ଆରମ୍ଭ କରି ସ୍କ୍ରିନ୍ ରାଇଟିଂ ପର୍ଯ୍ୟନ୍ତ, ସବୁଥିରେ ସିଦ୍ଧହସ୍ତ। ତାଙ୍କ ଆଗରେ ମୁଁ ନିଜକୁ ଅଣ୍ଡର୍ ଆଚିଭର୍ ଅନୁଭୂତ କରେ।

ରଣବୀର କପୁର ନିଜର ଏହି ଇଣ୍ଟରଭ୍ୟୁରେ ବାପା ଓ ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ସମ୍ବନ୍ଧରେ କହିଥିଲେ। ନିଜ ବାପାଙ୍କ କଥା କହି ସେ ବହୁତ ଇମୋସନାଲ୍ ହୋଇପଡ଼ିଥିଲେ। ଚଳିତ ବର୍ଷ ଏପ୍ରିଲ୍ ମାସରେ ଋଷି କପୁରଙ୍କର ଦେହାନ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story