ଇଡିରେ ହାଜର ହେଲେ ଜ୍ୟାକ୍‌ଲିନ୍‌, ଚାଲିଛି ଜେରା

ନୂଆଦିଲ୍ଲୀ: ଇଡିରେ ହାଜରେ ହେଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ। ମନି ଲଣ୍ଡ୍ରିଂ ମାମଲାରେ ସେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି। ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କୁ ଇଡି ପଚରାଉଚରା କରୁଛି। ଏହା ପୂର୍ବରୁ ମଧ୍ୟ ଜ୍ୟାକ୍‌ଲିନ୍‌ଙ୍କୁ ମୁମ୍ବାଇ ବିମାନ ବନ୍ଦରେ ଅଟକ ରଖି ଇଡି କିଛି ଘଣ୍ଟା ପଚରାଉଚରା କରିଥିଲା। ଆଜି ଇଡି କାର୍ଯ୍ୟାଳୟରେ ସାକ୍ଷୀ ଭାବରେ ଜ୍ୟାକଲିନଙ୍କୁ ପଚରାଉଚରା କରାଯାଉଛି। କୁହାଯାଉଛି ଯେ […]

jacqueline-fernandez

jacqueline-fernandez

Madhupriya Mistry
  • Published: Wednesday, 08 December 2021
  • Updated: 08 December 2021, 02:18 PM IST

Sports

Latest News

ନୂଆଦିଲ୍ଲୀ: ଇଡିରେ ହାଜରେ ହେଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ। ମନି ଲଣ୍ଡ୍ରିଂ ମାମଲାରେ ସେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି। ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କୁ ଇଡି ପଚରାଉଚରା କରୁଛି।

ଏହା ପୂର୍ବରୁ ମଧ୍ୟ ଜ୍ୟାକ୍‌ଲିନ୍‌ଙ୍କୁ ମୁମ୍ବାଇ ବିମାନ ବନ୍ଦରେ ଅଟକ ରଖି ଇଡି କିଛି ଘଣ୍ଟା ପଚରାଉଚରା କରିଥିଲା। ଆଜି ଇଡି କାର୍ଯ୍ୟାଳୟରେ ସାକ୍ଷୀ ଭାବରେ ଜ୍ୟାକଲିନଙ୍କୁ ପଚରାଉଚରା କରାଯାଉଛି। କୁହାଯାଉଛି ଯେ ଜ୍ୟାକଲିନଙ୍କୁ ପଚରାଉଚରା କରିବା ପାଇଁ ଇଡି ଅଧିକାରୀମାନେ ୫୦ ପ୍ରଶ୍ନର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛନ୍ତି। ଏଥିରେ ସୁକେଶଙ୍କ ବଟି ଆଦାୟ, ଠକେଇ ସମେତ ଜ୍ୟାକଲିନଙ୍କ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ସାମିଲ ଅଛି।

ଏହାପୂର୍ବରୁ ଅଭିନେତ୍ରୀଙ୍କ ବିରୋଧରେ ଇଡି ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଥିଲା। ଜ୍ୟାକ୍‌ଲିନ୍‌ କୁଆଡେ ଦେଶ ଛାଡି ବିଦେଶକୁ ପଳାୟନ କରିବା ନେଇ ଇଡି ଅଶଙ୍କା କରିଥିଲା। ଗତ ରବିବାର ସନ୍ଧ୍ୟାରେ ମୁମ୍ବାଇ ବିମାନ ବନ୍ଦରରେ ଜ୍ୟାକ୍‌ଲିନ୍‌ଙ୍କୁ ଅଟକ ରଖିଥିଲା ଇଡି।

ଶନିବାର ଇଡି ମନି ଲଣ୍ଡ୍ରିଂ ମାମଲାରେ ଏକ ଅଭିଯୋଗ ପତ୍ର ଦାଖଲ କରିଛି। ଏଥିରେ ଜ୍ୟାକ୍‌ଲିନ୍‌ଙ୍କ ସମେତ ଅନେକ ବଲିଉଡ ଅଭିନେତାଙ୍କୁ ସାକ୍ଷୀ କରାଯାଇଛି। ତେବେ ଦାଖଲ ହୋଇଥିବା ୭ ହଜାର ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ରୁ ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକ୍‌ଲିନ୍‌ଙ୍କ ସମ୍ପର୍କ ରହିଥିବା ସାମ୍ନାକୁ ଆସିଥିଲା।

ସୁକେଶ ଚନ୍ଦ୍ରଶେଖର ଜ୍ୟାକ୍‌ଲିନ୍‌ଙ୍କୁ ୧୦ କୋଟି ଟଙ୍କାର ଦାମୀ ଉପହାର ଦେଇଥିଲେ। ବିଏମ୍‌ଡବ୍ଲ୍ୟୁ କାର୍‌, ଆରବିଆନ୍‌ ଘୋଡା, ୪ଟି ଦାମୀ ବିଲେ, ଫୋନ୍‌ ଏବଂ ଜୁଏଲାରୀ ସମେତ ଜ୍ୟାକ୍‌ଲିନ୍‌ଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ଟ୍ରାନ୍ସଫର କରିଥିଲା ସୁକେଶ।

ସେପଟେ କିଛି ଦିନ ତଳେ ସୁକେଶ ଓ ଜ୍ୟାକ୍‌ଲିନ୍‌ଙ୍କ ଏକ ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ  ଦୁହେଁ ବେଶ୍‌ ନିକଟରତ ଥିବା ଦେଖିବାକୁ ମିଳିଥିଲା। ଜ୍ୟାକ୍‌ଲିନ୍‌ଙ୍କ ବ୍ୟତୀତ ଏହି ମାମଲା ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ନାଁ ମଧ୍ୟ ସାମିଲ ଅଛି। ନୋରାଙ୍କୁ ସୁକେଶ ବିଏମ୍‌ଡବ୍ଲ୍ୟୁ କାର୍‌ ଓ ଆଇଫୋନ୍‌ ଗିଫ୍ଟ କରିଥିବା କଥା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story