ଭୁବନେଶ୍ୱର: ଓଡ଼ିଆ ଆଥ୍ଲେଟ୍ ବୁଦ୍ଧିଆ ସିଂଙ୍କ ବାୟୋପିକ୍ “ବୁଦ୍ଧିଆ ସିଂ ବର୍ନ ଟୁ ରନ୍ର” ଗୀତ ‘ତୁ ଦୌଡ୍ ଦୌଡ୍’ ରିଲିଜ୍ ହୋଇଛି। ଗୀତଟିକୁ ଓଡ଼ିଆ ସିଙ୍ଗର୍ ଋତୁରାଜ ମହାନ୍ତି ଗାଇଥିବା ବେଳେ ଏଥିରେ ନଜର ଆସୁଛନ୍ତି ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ଓ ମୟୂର ମହେନ୍ଦ୍ର। ଏହି ଗୀତର ଇଣ୍ଟ୍ରେଷ୍ଟିଂ ପାର୍ଟ ହେଉଛି ଏଥିରେ ଓଡ଼ିଆ ଶବ୍ଦ ‘ସୁନା ପୁଅ’, ‘ଗେହ୍ଲା ପୁଅ’, ‘ଧନ ପୁଅ’ ଆଦି ବ୍ୟବହାର କରାଯାଇଛି।
୨୦୦୬ ମସିହାରେ ମାତ୍ର ୪ ବର୍ଷ ବୟସରେ ବୁଦ୍ଧିଆ ପୁରୀରୁ ଭୁବନେଶ୍ୱର ଦୌଡ଼ି ଇତିହାସ ରଚିଥିଲେ।
ବୁଦ୍ଧିଆ ଓ ତାଙ୍କ କୋଚ୍ ବିରଞ୍ଚି ଦାସଙ୍କ ସଂପର୍କକୁ ଫିଲ୍ମରେ ଉପସ୍ଥାପନ କରାଯାଇଛି।
ସୌମେନ୍ଦ୍ର ପାଢ଼ୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଅଗଷ୍ଟ ୫ରେ ପରଦାକୁ ଆସିବ ‘ବୁଦ୍ଧିଆ ସିଂ ବର୍ନ ଟୁ ରନ୍’।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।