ଘର ଆଗରେ ଏକାଠି ନହେବାକୁ ଅପିଲ୍ କଲେ ଭାଇଜାନ୍

ମୁମ୍ୱାଇ: ଆସନ୍ତାକାଲି ୫୫ ବର୍ଷରେ ପାଦ ଥାପିବେ ବଲିଉଡର ଭାଇଜାନ ସଲମାନ୍ ଖାନ୍। ଏହି ଅବସରରେ ମୁମ୍ୱାଇ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ଆଗରେ ତାଙ୍କ ଫ୍ୟାନକୁ ଏକାଠି ନହେବାକୁ ସଲମାନ୍ ନିବେଦନ କରିଛନ୍ତି। କାରଣ ସେ ଏବେ ଗାଲାକ୍ସିରେ ନାହାନ୍ତି। ବଲିଉଡର ଏହି ବ୍ୟାଚଲର ଏକ ଚିଠି ଜରିଆରେ କହିଛନ୍ତି, ଚଳିତ ଥର ସ୍ଥିତି ଅଲଗା ରହିଛି। ତେଣୁ ଏକାଠି ହେବା ଠିକ୍ ହେବନି। ସମସ୍ତେ ମାସ୍କ ପିନ୍ଧିବା ସହିତ ସାନିଟାଇଜ କରିବା ଦରକାର ଏବଂ […]

salman

salman

Subhransu Sekhar
  • Published: Saturday, 26 December 2020
  • Updated: 26 December 2020, 06:23 PM IST

Sports

Latest News

ମୁମ୍ୱାଇ: ଆସନ୍ତାକାଲି ୫୫ ବର୍ଷରେ ପାଦ ଥାପିବେ ବଲିଉଡର ଭାଇଜାନ ସଲମାନ୍ ଖାନ୍। ଏହି ଅବସରରେ ମୁମ୍ୱାଇ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ଆଗରେ ତାଙ୍କ ଫ୍ୟାନକୁ ଏକାଠି ନହେବାକୁ ସଲମାନ୍ ନିବେଦନ କରିଛନ୍ତି। କାରଣ ସେ ଏବେ ଗାଲାକ୍ସିରେ ନାହାନ୍ତି। ବଲିଉଡର ଏହି ବ୍ୟାଚଲର ଏକ ଚିଠି ଜରିଆରେ କହିଛନ୍ତି, ଚଳିତ ଥର ସ୍ଥିତି ଅଲଗା ରହିଛି। ତେଣୁ ଏକାଠି ହେବା ଠିକ୍ ହେବନି। ସମସ୍ତେ ମାସ୍କ ପିନ୍ଧିବା ସହିତ ସାନିଟାଇଜ କରିବା ଦରକାର ଏବଂ ସାମାଜିକ ଦୂରତା ରଖିବା ଦରକାର ବୋଲି ସଲମାନ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos