ଆସିଲା ଡାୟନା ପେଣ୍ଟିଙ୍କ ‘ହ୍ୟାପୀ ଭାଗ ଜାଏଗୀ’ର ଟ୍ରେଲର

ମୁମ୍ବାଇ: ଲମ୍ବା ସମୟ ପରେ ‘କକ୍‌ଟେଲ’ ଫିଲ୍ମ ଫେମ୍‌ ଅଭିନେତ୍ରୀ ଡାୟନା ପେଣ୍ଟି ଏବଂ ଅଭିନେତା ଅଭୟ ଦେଓଲଙ୍କୁ ବଡ ପରଦାରେ ରମ୍‌ କମ୍‌ ଫିଲ୍ମ ‘ହ୍ୟାପୀ ଭାଗ ଜାଏଗୀ’ ରେ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମର ମଜାଦାର ଟ୍ରେଲର ରିଲିଜ୍‌ ହୋଇଛି। ଏମ.ଅଜୀଜଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ‘ତନୁ ୱେଡସ୍‌ ମନୁ’ ର ନିର୍ଦ୍ଦେଶକ ଆନନ୍ଦ ଏଲ. ରାୟ ପ୍ରଯୋଜନା କରିଛନ୍ତି। ଫିଲ୍ମରେ ଡାୟନା ପେଣ୍ଟି ‘ହ୍ୟାପ୍ପୀ’ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ […]

abhay-deol-diana-penty-don-traditiona-avatar-for-happy-bhaag-jayegi-1

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 08:23 PM IST

Sports

Latest News

[embed]https://www.youtube.com/watch?v=9OXFk-pdi6c[/embed]

ମୁମ୍ବାଇ: ଲମ୍ବା ସମୟ ପରେ ‘କକ୍‌ଟେଲ’ ଫିଲ୍ମ ଫେମ୍‌ ଅଭିନେତ୍ରୀ ଡାୟନା ପେଣ୍ଟି ଏବଂ ଅଭିନେତା ଅଭୟ ଦେଓଲଙ୍କୁ ବଡ ପରଦାରେ ରମ୍‌ କମ୍‌ ଫିଲ୍ମ ‘ହ୍ୟାପୀ ଭାଗ ଜାଏଗୀ’ ରେ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମର ମଜାଦାର ଟ୍ରେଲର ରିଲିଜ୍‌ ହୋଇଛି।

ଏମ.ଅଜୀଜଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ‘ତନୁ ୱେଡସ୍‌ ମନୁ’ ର ନିର୍ଦ୍ଦେଶକ ଆନନ୍ଦ ଏଲ. ରାୟ ପ୍ରଯୋଜନା କରିଛନ୍ତି। ଫିଲ୍ମରେ ଡାୟନା ପେଣ୍ଟି ‘ହ୍ୟାପ୍ପୀ’ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ ନିଜ ବାହାଘର ଦିନ ଘରଛାଡି ପଳାଉଛନ୍ତି। ହ୍ୟାପ୍ପୀର ବର ଭୂମିକାରେ ଜିମ୍ମୀ ଶେରଗିଲ ଅଭିନୟ କରୁଛନ୍ତି। ହ୍ୟାପ୍ପୀର ପଳାୟନର କାହାଣୀ କେବଳ ଦୁଇ ପରିବାର ମଧ୍ୟରେ ସୀମିତ ରହି ନାହିଁ। ଏହି କାହାଣୀରେ ଦୁଇଟି ଦେଶର ସରକାର ଏବଂ ଗଣମାଧ୍ୟମ ମଧ୍ୟ ସାମିଲ୍ ଅଛନ୍ତି। କାରଣ ହ୍ୟାପ୍ପୀ ଭାରତରୁ ପଳାଇ ପାକିସ୍ତାନରେ ପହଞ୍ଚି ଯାଉଛନ୍ତି। ଏବଂ ପାକିସ୍ତାନରେ ତାଙ୍କର ଅଭୟଙ୍କ ସହ ଦେଖା ହେଉଛି ଯିଏ ଆଗରୁ ବିବାହିତ। ଏହାପରେ ଆରମ୍ଭ ହେଉଛି ରୋମାଣ୍ଟିକ କମେଡି ଡ୍ରାମା।

ଫିଲ୍ମରେ ଅଲୀ ଫଜଲ ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ଚଳିତ ବର୍ଷ ଅଗଷ୍ଟ ୧୯ରେ ରିଲିଜ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story