‘ଜିତ ଓଡ଼ିଶା ଜିତ’: ଏକ ମିନିଟ୍‌ରେ କାର ଜିତିଲେ ସ୍ୱାଧୀନ

ଭୁବନେଶ୍ୱର: ମନୋରଞ୍ଜନ ଚ୍ୟାନେଲ ‘ତରଙ୍ଗ’ର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଜିତ ଓଡ଼ିଶା ଜିତ୍’ରେ କେବଳ ଗୋଟିଏ ମିନିଟ୍‌ରେ ନୟାଗଡ଼ର ସ୍ୱାଧୀନ ସାମନ୍ତରାୟଙ୍କ ପରିବାର ଜ୍ୟାକପଟ୍‌ ଏପିସୋଡ୍‌ ବିଜେତା ହୋଇଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ଏହି ପରିବାର କାର୍‌ ଜିତିବାରେ ସଫଳ ହୋଇଛନ୍ତି। ଏହି ଫ୍ୟାମିଲି ଗେମ୍‌ ସୋରେ ମଜାଳିଆ ଖେଳ ସାଙ୍ଗକୁ ଗୀତ ନାଚର ଆସର ଜମୁଛି । ଏଥିସହ ବିଭିନ୍ନ ଆକର୍ଷଣୀୟ ଉପହାର ଜିତିବାର ସୁଯୋଗ ମଧ୍ୟ ରହିଛି। ପ୍ରତି ରବିବାର ରାତି ୮ଟାରେ […]

jita-odisha jita

jita-odisha jita

Rakesh Mallick
  • Published: Friday, 22 July 2016
  • Updated: 22 July 2016, 08:04 PM IST

Sports

Latest News

ଭୁବନେଶ୍ୱର: ମନୋରଞ୍ଜନ ଚ୍ୟାନେଲ ‘ତରଙ୍ଗ’ର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଜିତ ଓଡ଼ିଶା ଜିତ୍’ରେ କେବଳ ଗୋଟିଏ ମିନିଟ୍‌ରେ ନୟାଗଡ଼ର ସ୍ୱାଧୀନ ସାମନ୍ତରାୟଙ୍କ ପରିବାର ଜ୍ୟାକପଟ୍‌ ଏପିସୋଡ୍‌ ବିଜେତା ହୋଇଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ଏହି ପରିବାର କାର୍‌ ଜିତିବାରେ ସଫଳ ହୋଇଛନ୍ତି।

ଏହି ଫ୍ୟାମିଲି ଗେମ୍‌ ସୋରେ ମଜାଳିଆ ଖେଳ ସାଙ୍ଗକୁ ଗୀତ ନାଚର ଆସର ଜମୁଛି । ଏଥିସହ ବିଭିନ୍ନ ଆକର୍ଷଣୀୟ ଉପହାର ଜିତିବାର ସୁଯୋଗ ମଧ୍ୟ ରହିଛି। ପ୍ରତି ରବିବାର ରାତି ୮ଟାରେ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos