ଆକ୍ସନ୍‌ଠାରୁ ଅଧିକ ପସନ୍ଦ କମେଡ଼ି: ଜନ୍ ଅବ୍ରାହମ୍

ନୋଏଡ଼ା: ଅଭିନେତା ଜନ୍ ଅବ୍ରାହମ୍ ଅବଶ୍ୟ ମାଡ଼ପିଟ୍ ଭରା ଆକ୍ସନ୍ ଫିଲ୍ମରେ ଅଧିକ ଭଲ ଲାଗନ୍ତି। କିନ୍ତୁ ସେ କହିନ୍ତି ଯେ ସେ ବାସ୍ତବରେ କମେଡ଼ି ଫିଲ୍ମ ଅଧିକ ପସନ୍ଦ କରନ୍ତି। ଜନ୍ ନିଜର ଆଗାମୀ ଆକ୍ସନ୍ ଫିଲ୍ମ ‘ଢିଶୁମ୍’ ର ପ୍ରଚାର ପାଇଁ ସୋମବାର ଦିନ ଆଯୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି,“ମୁଁ କମେଡ଼ି ସବୁଠାରୁ ଅଧିକ ପସନ୍ଦ କରେ, କିନ୍ତୁ ମୋର ଶରୀର ଆକ୍ସନ୍ ଟାଇପ୍ ଅଟେ। ଏଥିପାଇଁ ମୁଁ ସେ ଭଳି ଫିଲ୍ମରେ […]

john abrahm

john abrahm

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 10:25 PM IST

Sports

Latest News

john abrahmନୋଏଡ଼ା: ଅଭିନେତା ଜନ୍ ଅବ୍ରାହମ୍ ଅବଶ୍ୟ ମାଡ଼ପିଟ୍ ଭରା ଆକ୍ସନ୍ ଫିଲ୍ମରେ ଅଧିକ ଭଲ ଲାଗନ୍ତି। କିନ୍ତୁ ସେ କହିନ୍ତି ଯେ ସେ ବାସ୍ତବରେ କମେଡ଼ି ଫିଲ୍ମ ଅଧିକ ପସନ୍ଦ କରନ୍ତି। ଜନ୍ ନିଜର ଆଗାମୀ ଆକ୍ସନ୍ ଫିଲ୍ମ ‘ଢିଶୁମ୍’ ର ପ୍ରଚାର ପାଇଁ ସୋମବାର ଦିନ ଆଯୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି,“ମୁଁ କମେଡ଼ି ସବୁଠାରୁ ଅଧିକ ପସନ୍ଦ କରେ, କିନ୍ତୁ ମୋର ଶରୀର ଆକ୍ସନ୍ ଟାଇପ୍ ଅଟେ। ଏଥିପାଇଁ ମୁଁ ସେ ଭଳି ଫିଲ୍ମରେ ମଧ୍ୟ କାମ କରେ।”

ଜନ୍ କହିଛନ୍ତି,“ଢିଶୁମ୍ ଫିଲ୍ମରେ ମୁଁ ଆକ୍ସନ୍ ଏବଂ କମେଡ଼ି ଦୁଇଟି ଯାକ କରିଛି।”

ଏହି ଫିଲ୍ମରେ ସେ ବରୁଣ ଧବନ ଏବଂ ଜ୍ୟାକ୍‌ଲୀନ୍ ଫର୍ନାଡ଼ିସ୍‌ଙ୍କ ସହିତ ନଜର ଆସିବେ। ବରୁଣଙ୍କ ସାଥିରେ ତାଙ୍କର ତାଳମେଳ ବିୟଷରେ ଜନ୍ କହିଛନ୍ତି, “ଏଭଳି କେମିଷ୍ଟ୍ରି ଆପଣମାନଙ୍କୁ ଶେଷ ଥର ପାଇଁ ‘ ‘ମେଁ ଖିଲାଡ଼ୀ ତୁ ଅନାଡ଼ୀ’ ଫିଲ୍ମରେ ଦେଖିବାକୁ ମିଳିଥିବ।”

‘ଢିଶୁମ୍’ ଫିଲ୍ମର ନିର୍ଦ୍ଦେଶକ ରୋହିତ ଧବନ ଫିଲ୍ମଟିକୁ ଆସନ୍ତା ଶୁକ୍ରବାର ରିଲିଜ୍ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story