ଆସିଲା ‘ମହେଞ୍ଜୋ ଦାରୋ’ର ନୂଆ ପୋଷ୍ଟର

ମୁମ୍ବାଇ: ‘କ୍ରିସ-୩’ ଷ୍ଟାର ହ୍ରିତିକ୍‌ ରୋଶନ ଓ ନବାଗତ ପୂଜା ହେଗ୍‌ଡେଙ୍କ ଅଭିନୀତ ‘ମହେଞ୍ଜୋ ଦାରୋ’ର ନୂଆ ପୋଷ୍ଟର ଆଜି ୱାଲ୍ଡୱାଇଡ୍‌ ଛାଇଯାଇଛି। ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ‘ବ୍ୟାଙ୍ଗବ୍ୟାଙ୍ଗ’ ଷ୍ଟାର ହ୍ରିତିକ୍‌ ଓ ପୂଜା ହେଗ୍‌ଡେ। ଏମାନେ ସେୟାର କରିବା ପରେ ବିଶ୍ୱବ୍ୟାପୀ ସୋସିଆଲ୍‌ ମିଡିଆରେ ଛାଇ ଯାଇଛି ଏହି ପୋଷ୍ଟର। ଏହି ପୋଷ୍ଟରକୁ ୟୁଟିଭି ମୋଶନ୍ ପିକ୍ଚର ମଧ୍ୟ ତା’ଅଫିସିଆଲ୍‌ ଟ୍ୱିଟର ପେଜ୍‌ରେ ପୋଷ୍ଟ୍‌ କରିଛି। ଆଶୁତୋଷ ଗୋୱାରିକର ଏହି ଫିଲ୍ମର […]

mahenjo-daro

mahenjo-daro

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 07:10 PM IST

Sports

Latest News

mahenjo-daroମୁମ୍ବାଇ: ‘କ୍ରିସ-୩’ ଷ୍ଟାର ହ୍ରିତିକ୍‌ ରୋଶନ ଓ ନବାଗତ ପୂଜା ହେଗ୍‌ଡେଙ୍କ ଅଭିନୀତ ‘ମହେଞ୍ଜୋ ଦାରୋ’ର ନୂଆ ପୋଷ୍ଟର ଆଜି ୱାଲ୍ଡୱାଇଡ୍‌ ଛାଇଯାଇଛି।

ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ‘ବ୍ୟାଙ୍ଗବ୍ୟାଙ୍ଗ’ ଷ୍ଟାର ହ୍ରିତିକ୍‌ ଓ ପୂଜା ହେଗ୍‌ଡେ। ଏମାନେ ସେୟାର କରିବା ପରେ ବିଶ୍ୱବ୍ୟାପୀ ସୋସିଆଲ୍‌ ମିଡିଆରେ ଛାଇ ଯାଇଛି ଏହି ପୋଷ୍ଟର।

ଏହି ପୋଷ୍ଟରକୁ ୟୁଟିଭି ମୋଶନ୍ ପିକ୍ଚର ମଧ୍ୟ ତା’ଅଫିସିଆଲ୍‌ ଟ୍ୱିଟର ପେଜ୍‌ରେ ପୋଷ୍ଟ୍‌ କରିଛି।

ଆଶୁତୋଷ ଗୋୱାରିକର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ କବୀର ବେଦୀ ଓ ନୀତିଶ ଭରଦ୍ୱାଜ ଭିନ୍ନ ଭୂମିକାରେ ରହିଛନ୍ତି।

ଐତିହାସିକ ପୃଷ୍ଠଭୂମିରେ ନିର୍ମିତ ଏହି ଫିଲ୍ମଟି ଅଗଷ୍ଟ ୧୨ ତାରିଖରେ ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story