ପ୍ରିୟଙ୍କାଙ୍କ ସହ ନିର୍ବନ୍ଧକୁ ନେଇ ଏମିତି ରିଆକ୍ଟ କଲେ ନିକ୍‌ଙ୍କ ପୁରୁଣା ପ୍ରେମିକା

ମୁମ୍ବାଇ: ଗତ ମାସରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ଆମେରିକୀୟ ଗାୟକ ନିକ୍‌ ଜୋନ୍ସଙ୍କ ମଧ୍ୟରେ ମୁମ୍ବାଇରେ ନିର୍ବନ୍ଧ ହୋଇଥିଲା। ଖୁବ୍‌ଶୀଘ୍ର ଉଭୟେ ବିବାବ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏ ଦୁଇ ପ୍ରେମପକ୍ଷୀଙ୍କୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ତେବେ ଏହି ସମ୍ପର୍କକୁ ନେଇ ନିକ୍‌ ଜୋନ୍ସଙ୍କ ପୂର୍ବତନ ପ୍ରେମିକା ଓଲିଭିଓ କଲ୍‌ପୋ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାକୁ ନେଇ ଏବେ ଭାରତରୁ ଆମେରିକା ଯାଏଁ ଖୁବ୍ ଚର୍ଚ୍ଚା ଚାଲିଛି। ସେ […]

olivo

olivo

Tapas Behera
  • Published: Wednesday, 05 September 2018
  • Updated: 05 September 2018, 03:48 PM IST

Sports

Latest News

ମୁମ୍ବାଇ: ଗତ ମାସରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ଆମେରିକୀୟ ଗାୟକ ନିକ୍‌ ଜୋନ୍ସଙ୍କ ମଧ୍ୟରେ ମୁମ୍ବାଇରେ ନିର୍ବନ୍ଧ ହୋଇଥିଲା। ଖୁବ୍‌ଶୀଘ୍ର ଉଭୟେ ବିବାବ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏ ଦୁଇ ପ୍ରେମପକ୍ଷୀଙ୍କୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ତେବେ ଏହି ସମ୍ପର୍କକୁ ନେଇ ନିକ୍‌ ଜୋନ୍ସଙ୍କ ପୂର୍ବତନ ପ୍ରେମିକା ଓଲିଭିଓ କଲ୍‌ପୋ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାକୁ ନେଇ ଏବେ ଭାରତରୁ ଆମେରିକା ଯାଏଁ ଖୁବ୍ ଚର୍ଚ୍ଚା ଚାଲିଛି। ସେ କହିଛନ୍ତି, ପ୍ରିୟଙ୍କା ଏବଂ ନିକ୍‌ଙ୍କ ଯୋଡ଼ିକୁ ନେଇ ସେ ବେଶ୍‌ ଖୁସି ଅଛନ୍ତି।

'People Dot Job' ୱେବସାଇଟ୍‌ର ରିପୋର୍ଟ ଅନୁଯାୟୀ, ୨୦୧୨ରେ ନିକ୍‌ ଜୋନ୍ସଙ୍କ ପୂର୍ବତନ ପ୍ରେମିକା ଓଲିଭିଓ କଲ୍‌ପୋ ବିଶ୍ୱ ସୁନ୍ଦରୀ ମୁକୁଟ ଟାଇଟଲ୍‌ ହାସଲ କରିଥିଲେ। ୨୦୧୫ରେ ନିକ୍‌ ଏବଂ ଓଲିଭିଓଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ଓଲିଭିଓ କହିଛନ୍ତି ଯେ, ଯେକୌଣସି ସମୟରେ କେହି ଜଣେ ତା’ ପ୍ରେମକୁ ପାଇପାରିବ। ଖାସ୍‌ କରି ଗ୍ଲାମର ଜଗତରେ ତାହା ସମ୍ଭବ। ଏହି କାରଣରୁ ସେମାନଙ୍କ ପାଇଁ ମୁଁ ଖୁବ୍‌ ଆନନ୍ଦିତ। ମୁଁ ସେମାନଙ୍କ ଲଭ୍‌ ଲାଇଫ୍‌ ପାଇଁ ଶୁଭକାମନା ଜଣାଉଛି। ସେମାନଙ୍କ ସମ୍ପର୍କ ଚିରଦିନ ଅତୁଟ ରହୁ ବୋଲି ମୁଁ ପ୍ରାର୍ଥନା କରୁଛି।

ଓଲିଭିଓ ଏବେ ଫୁଟ୍‌ବଲ୍‌ ତାରକା ଡାନି ଅମେନ୍‌ଡୋଲାଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି। ସୂଚନାଯୋଗ୍ୟ ଯେ, ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ନିକ୍‌ଙ୍କ ସହ ଡେଟ୍‌ କରିବା ପରେ ଗତ ମାସରେ ଦୁହିଁଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story