ବାବୁଶାନଙ୍କୁ ନେଇ ଏମିତି କହିଲେ ପ୍ରକୃତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ପାଇନ୍‌ଲେସ୍‌ ଲୋକ କିଏ? କାହାର ନାଁ ଶୁଣିଲେ ଚିହିଁକି ଉଠିଲେ ପ୍ରକୃତି ମିଶ୍ର? କାହିଁକି କହିଲେ, ମୋତେ ସ୍ପାଇନ୍‌ଲେସ୍‌ ଲୋକଙ୍କ ବିଷୟରେ ପଚାରନ୍ତୁ ନାହିଁ। ନୂଆ ଓଡ଼ିଆ ଫିଲ୍ମ ମହୁରତ ବେଳେ ବାବୁଶାନ୍‌ ମହାନ୍ତିଙ୍କ ସମ୍ପର୍କରେ ପଚରା ଯାଉଥିବା ପ୍ରଶ୍ନରେ ଏମିତି କହିଛନ୍ତି ପ୍ରକୃତି ମିଶ୍ର। ଆଗକୁ ଆସୁଛି ଓଡ଼ିଆ ଫିଲ୍ମ ‘କଫି ସପ୍‌’। ଆଜି ରାଜଧାନୀ ଭୁବନେଶ୍ୱରରେ ହୋଇଛି ଫିଲ୍ମର ମହୁରତ। ‘କଫି ସପ୍‌’ରେ ନାୟିକା ଭୂମିକାରେ ଅଛନ୍ତି ପ୍ରକୃତି। ଫିଲ୍ମର […]

Prakruti

Prakruti

Manoranjan Sial
  • Published: Friday, 16 December 2022
  • Updated: 16 December 2022, 08:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ପାଇନ୍‌ଲେସ୍‌ ଲୋକ କିଏ? କାହାର ନାଁ ଶୁଣିଲେ ଚିହିଁକି ଉଠିଲେ ପ୍ରକୃତି ମିଶ୍ର? କାହିଁକି କହିଲେ, ମୋତେ ସ୍ପାଇନ୍‌ଲେସ୍‌ ଲୋକଙ୍କ ବିଷୟରେ ପଚାରନ୍ତୁ ନାହିଁ। ନୂଆ ଓଡ଼ିଆ ଫିଲ୍ମ ମହୁରତ ବେଳେ ବାବୁଶାନ୍‌ ମହାନ୍ତିଙ୍କ ସମ୍ପର୍କରେ ପଚରା ଯାଉଥିବା ପ୍ରଶ୍ନରେ ଏମିତି କହିଛନ୍ତି ପ୍ରକୃତି ମିଶ୍ର।

ଆଗକୁ ଆସୁଛି ଓଡ଼ିଆ ଫିଲ୍ମ ‘କଫି ସପ୍‌’। ଆଜି ରାଜଧାନୀ ଭୁବନେଶ୍ୱରରେ ହୋଇଛି ଫିଲ୍ମର ମହୁରତ। ‘କଫି ସପ୍‌’ରେ ନାୟିକା ଭୂମିକାରେ ଅଛନ୍ତି ପ୍ରକୃତି। ଫିଲ୍ମର କାହାଣୀ ଜବରଦସ୍ତ ହୋଇଛି। ଯୁବପୀଢ଼ୀଙ୍କୁ ବାନ୍ଧି ରଖିବ ବୋଲି ପ୍ରକୃତି କହିଛନ୍ତି। ତେବେ ବାବୁଶାନ୍‌ ମହାନ୍ତି ଓ ତାଙ୍କ ସମ୍ପର୍କିତ ପ୍ରଶ୍ନକୁ ଏଡାଇବାକୁ ଚେଷ୍ଟା କରିଛନ୍ତି ପ୍ରକୃତି।

ଦମନ୍‌ ଓ ବାବୁଶାନ୍‌ଙ୍କ ସମ୍ପର୍କରେ ପଚାରିବାରୁ ପ୍ରକୃତି କହିଛନ୍ତି, ମୋତେ ସ୍ପାଇନ୍‌ଲେସ୍‌ ଲୋକଙ୍କ ବିଷୟରେ କିଛି ପଚାରନ୍ତୁ ନାହିଁ। ମୁଁ ମୋ’ କ୍ୟାରିୟରକୁ ନେଇ ବ୍ୟସ୍ତ ରହିଛି ବୋଲି ପ୍ରକୃତି କହିଛନ୍ତି।

https://www.youtube.com/watch?v=9t9ia9TyLKs

ପ୍ରକୃତି କହିଛନ୍ତି, ମୁଁ ବର୍ତ୍ତମାନ କାମରେ ଫୋକସ୍‌ କରୁଛି। ଆଗକୁ ଯେମିତି ଭଲ କାମ କରିବି, ତାହା ଉପରେ ନଜର ଦେଉଛି। ଓଡ଼ିଆ ଫିଲ୍ମ ‘କଫି ସପ୍‌’ର କାହାଣୀ ଭଲ ରହିଛି। ଜବର ଦସ୍ତ ଷ୍ଟୋରୀ ପ୍ଲଟ୍‌ ରହିଛି। ଯୁବ ପୀଢ଼ିଙ୍କ ପାଇଁ ନୂଆ ଆନ୍‌ଦାଜର ପ୍ରେମ କାହାଣୀ। ଆଶା କରୁଛି ସମସ୍ତଙ୍କୁ ଭଲ ଲାଗିବ। ସବୁ ଫିଲ୍ମ ନିଜର ଭାଗ୍ୟ ନେଇ ଆସିଥାଏ। କେଉଁ ଫିଲ୍ମ ହିଟ୍‌ ହେବ ଓ ହିଟ୍‌ ହେବନି, ତାହା ଦର୍ଶକଙ୍କ ଉପରେ ଛାଡ଼ିଦେଇଛି ବୋଲି ପ୍ରକୃତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story