କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ‘ଥାଲାଇଭା’

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏବେ ସେ ତାଙ୍କର ଅପ୍ କମିଂ ସିନେମା ‘ଆନ୍ନାଥୀ’ Annaatthe ଶୁଟିଂରେ ବ୍ୟସ୍ତ ଅଛନ୍ତି। ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଶୁଟିଂ ଚାଲିଥିବା ବେଳ ଆକ୍ରାନ୍ତ ମାନେ ଚିହ୍ନଟ ହୋଇଛନ୍ତି। ଏହି ଶୁଟିଂ ବେଳେ ୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ରଜନୀକାନ୍ତ (ଥାଲାଇଭା) ନିଜକୁ ଆଇସୋଲେସନରେ ରଖିଛନ୍ତି। ରାଜନୀକାନ୍ତଙ୍କ ମୁଖପାତ୍ର ରିଆଜ ଅହମଦ ଏହି ସୂଚନା ଦେଇଛନ୍ତି। ଫିଲ୍ମ ଶୁଟିଂ ଆରମ୍ଭ […]

rajnikant

rajnikant

Subhransu Sekhar
  • Published: Wednesday, 23 December 2020
  • Updated: 23 December 2020, 05:35 PM IST

Sports

Latest News

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏବେ ସେ ତାଙ୍କର ଅପ୍ କମିଂ ସିନେମା ‘ଆନ୍ନାଥୀ’ Annaatthe ଶୁଟିଂରେ ବ୍ୟସ୍ତ ଅଛନ୍ତି। ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ଶୁଟିଂ ଚାଲିଥିବା ବେଳ ଆକ୍ରାନ୍ତ ମାନେ ଚିହ୍ନଟ ହୋଇଛନ୍ତି। ଏହି ଶୁଟିଂ ବେଳେ ୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ରଜନୀକାନ୍ତ (ଥାଲାଇଭା) ନିଜକୁ ଆଇସୋଲେସନରେ ରଖିଛନ୍ତି। ରାଜନୀକାନ୍ତଙ୍କ ମୁଖପାତ୍ର ରିଆଜ ଅହମଦ ଏହି ସୂଚନା ଦେଇଛନ୍ତି।

ଫିଲ୍ମ ଶୁଟିଂ ଆରମ୍ଭ ହେବା ପୂର୍ବରୁ ସନ୍ ପିକଟର୍ସ ପ୍ରୋଡକ୍ସନ ହାଉସ ଚାଟାର୍ଡ ବିମାନ ବ୍ୟବସ୍ଥା କରିଥିଲା। ଏହି ବିମାନରେ ରଜନୀକାନ୍ତଙ୍କ ସହ ତାଙ୍କ ଝିଅ ଐଶର୍ଯ୍ୟା ମଧ୍ୟ ଥିବା ଜଣାପଡ଼ିଛି। ଅନ୍ୟପଟେ ଆଗକୁ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ଏହି ସମୟରେ ରଜନୀକାନ୍ତ ରଜନୀକାନ୍ତ ଦଳ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story