ସୁଶାନ୍ତ-କୃତୀଙ୍କ ରୋମାନ୍ସ ଯୋଗୁଁ ‘ରାବତା’ ନିର୍ମାତା କ୍ଷୁବ୍ଧ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ସେହି କଳାକାରମାନଙ୍କ ମଧ୍ୟରୁ ଜଣେ ଯିଏ ବଲିଉଡରେ ତାଙ୍କର ପ୍ରେମ-ଜୀବନ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। କିନ୍ତୁ ଏହି ଚର୍ଚ୍ଚା ତାଙ୍କ ସଦ୍ୟ ରିଲିଜ୍ ହୋଇଥିବା ଫିଲ୍ମ ‘ରାବତା’ର ନିର୍ମାତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଯାଇଛି। ଜଣାପଡ଼ିଛି ଯେ ସୁଶାନ୍ତ ଏବଂ କୃତୀଙ୍କ କଥିତ ରୋମାନ୍ସକୁ ନେଇ ଫିଲ୍ମ ନିର୍ମାତା ଖୁବ୍‌ ଚିନ୍ତିତ ଏବଂ ଅସନ୍ତୁଷ୍ଟ ଅଛନ୍ତି। ଗୋଟିଏ ପଟେ ସୁଶାନ୍ତଙ୍କ ପୁରୁଣା ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ସହ ତାଙ୍କର ବିଚ୍ଛେଦ […]

shushant

shushant

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 10:30 PM IST

Sports

Latest News

kirteeମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ସେହି କଳାକାରମାନଙ୍କ ମଧ୍ୟରୁ ଜଣେ ଯିଏ ବଲିଉଡରେ ତାଙ୍କର ପ୍ରେମ-ଜୀବନ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। କିନ୍ତୁ ଏହି ଚର୍ଚ୍ଚା ତାଙ୍କ ସଦ୍ୟ ରିଲିଜ୍ ହୋଇଥିବା ଫିଲ୍ମ ‘ରାବତା’ର ନିର୍ମାତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଯାଇଛି। ଜଣାପଡ଼ିଛି ଯେ ସୁଶାନ୍ତ ଏବଂ କୃତୀଙ୍କ କଥିତ ରୋମାନ୍ସକୁ ନେଇ ଫିଲ୍ମ ନିର୍ମାତା ଖୁବ୍‌ ଚିନ୍ତିତ ଏବଂ ଅସନ୍ତୁଷ୍ଟ ଅଛନ୍ତି। ଗୋଟିଏ ପଟେ ସୁଶାନ୍ତଙ୍କ ପୁରୁଣା ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ସହ ତାଙ୍କର ବିଚ୍ଛେଦ ଏବଂ ପୁଣି ପାଖାପାଖି ହେବାର ଖବର ମିଳୁଛି। ଅନ୍ୟପଟେ କୃତୀ ସେନନ ମଧ୍ୟ ଅନେକ ଥର ସୁଶାନ୍ତ ଏବଂ ତାଙ୍କ ସଂପର୍କକୁ ମନା କରିବା ସତ୍ତ୍ୱେ ଦୁହିଁଙ୍କ ମଧ୍ୟରେ ଆତ୍ମୀୟତା ପ୍ରଦର୍ଶନ କରୁଥିବା ସମୟରେ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଉଛି।

କୁହାଯାଉଛି ଯେ ନିର୍ମାତା ଦୁଇ କୋ-ଷ୍ଟାରଙ୍କୁ ଅଫ୍‌ ସ୍କ୍ରିନ୍‌ରେ ବ୍ୟାପୁଥିବା ଏହି ପ୍ରକାରର ଚର୍ଚ୍ଚାକୁ ବିରତି ଦେବା ପାଇଁ କହିଛନ୍ତି। ନିର୍ମାତାଙ୍କ ମତରେ ଏହିଭଳି ‘ଓଭର ଏକ୍ସପୋଜର’ ଫିଲ୍ମକୁ କ୍ଷତି ପହଞ୍ଚାଇପାରେ। ସୁଶାନ୍ତ ଏବଂ କୃତୀଙ୍କ ମଧ୍ୟରେ ଘନିଷ୍ଠତା ଫିଲ୍ମର ଆରମ୍ଭ ଦିନରୁ ବଢିବାରେ ଲାଗିଥିଲା। ପରେ ଯେତେବେଳେ ସୁଶାନ୍ତ ଅଙ୍କିତାଙ୍କ ଠାରୁ ଅଲଗା ହେଲେ ଏବଂ ମଲାଡ୍‌ ଘର ଛାଡ଼ି ବାନ୍ଦ୍ରାକୁ ସ୍ଥାନାନ୍ତରିତ ହୋଇଥିଲେ, ସେତେବେଳେ ସେ କୃତୀଙ୍କୁ ବିଶେଷ ରୂପେ ତାଙ୍କ ନୂଆ ଘରକୁ ଡାକିଥିଲେ, ଯେଉଁଠି ଦୁଇ ଜଣ ବହୁତ ସମୟ ଏକାଠି ବିତାଇଥିଲେ। ଏହା ପୂର୍ବରୁ ଏ ଦୁଇ ଜଣ ଏକାଠି ବ୍ୟାଙ୍କକ୍‌ରେ ଛୁଟି କଟାଇଥିବା ଶୁଣିବାକୁ ମିଳୁଛି। ସୁଶାନ୍ତ ଏବଂ କୃତୀଙ୍କୁ ପିଲ୍ମରେ ସାଇନ୍‌ କରିବା ସମୟରେ ନିର୍ମାତା ତାଙ୍କ ଫ୍ରେସ ଯୋଡିକୁ ଦର୍ଶକଙ୍କ ସାମ୍ନାକୁ ଆଣିବେ ବୋଲି କହିଥିଲେ। ଫିଲ୍ମର ରିଲିଜ୍‌ ପାଇଁ ଏବେ ବହୁତ ସମୟ ଅଛି। କିନ୍ତୁ ଏହା ପୂର୍ବରୁ ସୁଶାନ୍ତଙ୍କ କୃତୀଙ୍କ ସହ ସଂପର୍କ ଏହିଭଳି ସାର୍ବଜନିନ ହୋଇଯିବା ଫଳରେ ନିର୍ମାତାଙ୍କୁ ଲାଗୁଛି ଯେ ତାଙ୍କ ଯୋଡିରେ ନୂତନତ୍ୱ ରହି ନ ପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story