ପୁଣି ଥରେ କଙ୍ଗନାଙ୍କ ଘର ଉପରେ ଚାଲିବ ବୁଲଡୋଜର !

ନୂଆଦିଲ୍ଲୀ: ପୁଣିଥରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ କୋଠା ଉପରେ ବୁଲଡୁଜର ଚାଲିପାରେ। ଶୁକ୍ରବାର ମୁମ୍ବାଇର ଏକ କୋର୍ଟ ରାୟରୁ ଏଭଳି ସମ୍ଭାବନା ଦେଖିବାକୁ ମିଳିଛି। କଙ୍ଗନାଙ୍କ ଫ୍ଲାଟରେ ଅନଧିକୃତ ନିର୍ମାଣ କାର୍ଯ୍ୟକୁ ଭାଙ୍ଗିବା ଉପରେ ରୋକ୍ ଲଗାଇବା ପାଇଁ ଆବେଦନ କରିଥିଲେ। ଏହି ଆବେଦନକୁ ସ୍ଥାନୀୟ କୋର୍ଟ ଖାରଜ କରି ଦେଇଛନ୍ତି। କଙ୍ଗନା ତାଙ୍କର ତିନି ଫ୍ଲାଟକୁ ମିଶ୍ରଣ କରିବା ସମୟରେ ଅନୁମୋଦିତ ଯୋଜନାକୁ ଉଲ୍ଲଂଘନ କରିଛନ୍ତି ବୋଲି କୋର୍ଟ କହିଛନ୍ତି। ଡିଣ୍ଡୋଶିର ଏକ କୋର୍ଟରେ […]

kangna-ranawat

kangna-ranawat

Subhransu Sekhar
  • Published: Friday, 01 January 2021
  • Updated: 02 January 2021, 04:41 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ କୋଠା ଉପରେ ବୁଲଡୁଜର ଚାଲିପାରେ। ଶୁକ୍ରବାର ମୁମ୍ବାଇର ଏକ କୋର୍ଟ ରାୟରୁ ଏଭଳି ସମ୍ଭାବନା ଦେଖିବାକୁ ମିଳିଛି। କଙ୍ଗନାଙ୍କ ଫ୍ଲାଟରେ ଅନଧିକୃତ ନିର୍ମାଣ କାର୍ଯ୍ୟକୁ ଭାଙ୍ଗିବା ଉପରେ ରୋକ୍ ଲଗାଇବା ପାଇଁ ଆବେଦନ କରିଥିଲେ। ଏହି ଆବେଦନକୁ ସ୍ଥାନୀୟ କୋର୍ଟ ଖାରଜ କରି ଦେଇଛନ୍ତି। କଙ୍ଗନା ତାଙ୍କର ତିନି ଫ୍ଲାଟକୁ ମିଶ୍ରଣ କରିବା ସମୟରେ ଅନୁମୋଦିତ ଯୋଜନାକୁ ଉଲ୍ଲଂଘନ କରିଛନ୍ତି ବୋଲି କୋର୍ଟ କହିଛନ୍ତି।

ଡିଣ୍ଡୋଶିର ଏକ କୋର୍ଟରେ ଏହି ଆବେଦନ କରିଥିଲେ କଙ୍ଗନା। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି କୋର୍ଟ। ଖର ଅଞ୍ଚଳରେ ଥିବା ୧୬ ମହଲା କୋଠାର ପଞ୍ଚମ ମହଲାରେ କଙ୍ଗନା ତାଙ୍କର ତିନୋଟି ଫ୍ଲାଟକୁ ମିଶ୍ରଣ କରିଛନ୍ତି।

ବିଚାରପତି କହିଛନ୍ତି ଯେ ଏହା କରିବାବେଳେ କଙ୍ଗନା ଜନଗହଳି ପୂର୍ଣ୍ଣ ଅଞ୍ଚଳ, ଓଦା ଅଞ୍ଚଳ ଏବଂ ସାଧାରଣ ରାସ୍ତାକୁ ମିଶାଇ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହା ଅନୁମୋଦିତ ଯୋଜନାକୁ ଉଲ୍ଲଂଘନ କରୁଛି। ଯାହାକୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ଅନୁମୋଦନ ଦେଇଥିଲା। ମାର୍ଚ୍ଚ ୨୦୧୮ରେ, ବିଏମସି ଖାର ଫ୍ଲାଟକୁ ନେଇ ନୋଟିସ୍ ଜାରି କରିଥିଲା। ତଳ କୋର୍ଟର ଏହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବେ ବୋଲି କଙ୍ଗନାଙ୍କ ଓକିଲ କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ବିଏମସି କଙ୍ଗନାଙ୍କ ପାଲିହିଲ ସ୍ଥିତ ଅଫିସକୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସ) ବେଆଇନ୍ ଦର୍ଶାଇ ଭାଙ୍ଗିଥିଲା। କଙ୍ଗନାଙ୍କ ଅଫିସ ଭାଙ୍ଗିବା ଉଦ୍ଦେଶ୍ୟ ପ୍ରଣୋଦିତ ଓ ଏଥିପାଇଁ ବିଏମସିକୁ କ୍ଷତି ପୂରଣ ଦେବାକୁ ପଡ଼ିବ ବୋଲି ହାଇକୋର୍ଟ କହିଥିଲେ।

ଅଧିକ ଖବର ପାଇଁ ପଢ଼ନ୍ତୁ: ହାଇକୋର୍ଟରେ କଙ୍ଗନାଙ୍କ ବଡ଼ ବିଜୟ, କ୍ଷତିପୂରଣ ଦେବ ବିଏମସି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story