ନାଇଟ୍‌ ପାର୍ଟିରେ ଫୁଟିଲା ଗୁଳି, ୬ ମୃତ

ଗୁଳିମାଡ଼ ଯୋଗୁ ଘଟଣାସ୍ଥଳରେ ହିଁ ୬ଜଣ ମୃତ୍ୟୁ ହୋଇଥିବା ବେଳେ ୨୬ଜଣ ଆହତ ହୋଇଥିବା ସୂଚନା ମିଳିଛି।

Firing in Mexico

ଘଟଣାସ୍ଥଳର ଦୃଶ୍ୟ।

Madhupriya Mistry
  • Published: Saturday, 30 December 2023
  • Updated: 30 December 2023, 12:38 PM IST

Sports

Latest News

ନାଇଟ୍‌ ପାର୍ଟି ଚାଲିଥିବା ବେଳେ ଫୁଟିଲା ଗୁଳି। ପାର୍ଟିରେ ସାମିଲ ଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କଲେ ବନ୍ଧୁକଧାରୀ। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଉତ୍ତର ମେକ୍‌ସିକୋର ସୀମାନ୍ତ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି।

ଶୁକ୍ରବାର ଉତ୍ତର ମେକ୍‌ସିକୋର ସୀମାନ୍ତ ସୋନୋର ଅନ୍ତର୍ଗତ ସିଦାଦ୍‌ ଓବ୍ରେଗନ୍‌ ନଗରୀରେ ଏକ ନାଇଟ୍‌ ପାର୍ଟି ଚାଲିଥିଲା। ଏହି ସମୟରେ ତିନି ଜଣ ବନ୍ଧୁକଧରି ଏହି ପାର୍ଟି ଭିତରକୁ ପଶି ଆସିଥିଲେ। ଏହାସହ ଆଖିବୁଜା ଗୁଳିମାଡ଼ ଆରମ୍ଭ କରିଥିଲେ। ଗୁଳିମାଡ଼ ଯୋଗୁ ଘଟଣାସ୍ଥଳରେ ହିଁ ୬ଜଣ ମୃତ୍ୟୁ ହୋଇଛି। ସେହିପରି ୨୬ଜଣ ଆହତ ହୋଇଥିବା ସୂଚନା ମିଳିଛି।

Also Read

ମୃତଙ୍କ ମଧ୍ୟରେ ୨ଜଣ ଥିଲେ ୧୮ ବର୍ଷରୁ କମ୍‌ ବୟସ୍କ ଅଛନ୍ତି। ସେହିପରି ଆହତମାନଙ୍କ ମଧ୍ୟରେ ୫ଜଣ ଛୋଟ ପିଲା ଅଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟ ୧୩ ଜଣଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ମିଳିଛି।

ପୁଲିସ କହିବା ମୁତାବକ, ତିନି ଜଣ ବନ୍ଧୁକଧାରୀ ପାର୍ଟି ଭିତରକୁ ପଶି ଆସିଥିଲେ। ଚତୁର୍ଥ ବନ୍ଧୁକଧାରୀ ପାର୍ଟିରେ ସାମିଲ ଥିଲା। ତେବେ ଘଟଣା ପରେ ସମସ୍ତ ବନ୍ଧୁକଧାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ପୁଲିସ କହିଛି ଯେ, ଜଣେ ସନ୍ଦିଗ୍ଧ ‘କାର୍ଟେଲ୍‌’ ସଦସ୍ୟଙ୍କ ଉପରେ ଆକ୍ରମଣ କରାଯାଇଛି। ଉକ୍ତ ‘କାର୍ଟେଲ୍‌’ ସଦସ୍ୟଙ୍କୁ ନରସଂହାର ଓ ଅନ୍ୟାନ୍ୟ ଅଭିଯୋଗରେ ଦୋଷୀ ଥିଲେ। ସେ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। କିନ୍ତୁ, ଆକ୍ରମଣକାରୀଙ୍କ ଗୁଳି ମାଡ଼ରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ‘କାର୍ଟେଲ୍‌’ ହେଉଛି ଭିନ୍ନ ଭିନ୍ନ କମ୍ପାନିଗୁଡ଼ିକର ଏକ ସଙ୍ଗଠନ, ଯେଉଁମାନେ ଏକଚାଟିଆ ଭାବେ ଉତ୍ପାଦିତ ସାମଗ୍ରୀର ଦର ଧାର୍ଯ୍ୟ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story