କେନ୍ଦ୍ର ବଜେଟ୍‌ ୨୦୨୨-୨୩:

ଆଜି ଆଗତ ହେଉଛି ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚତୁର୍ଥ ଥର ପାଇଁ ପାର୍ଲାମେଣ୍ଟରେ ଉପସ୍ଥାପନ କରୁଛନ୍ତି ବଜେଟ୍ । ଏହା ଉପରେ ରହିଛି ସମଗ୍ର ଦେଶବାସୀଙ୍କ ନଜର । ଜାଣନ୍ତୁ ବଜେଟ ଉପସ୍ଥାପନର ଟିଖିନିଖି ଖବର....

କେନ୍ଦ୍ର ବଜେଟ୍‌ ୨୦୨୨-୨୩:

କେନ୍ଦ୍ର ବଜେଟ୍‌ ୨୦୨୨-୨୩:

Ordigital Desk
  • Published: Monday, 31 January 2022
  • Updated: 31 January 2022, 05:27 PM IST

Sports

Latest News

ଆୟକର ସୀମା ଅପରିବର୍ତ୍ତିତ ରଖିଲେ କେନ୍ଦ୍ର ସରକାର

Posted by:-Ordigital Desk, 3 years ago (Tuesday, 01 Feb 2022)

କ୍ରିପ୍ଟୋ କରେନ୍ସିକୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା

Posted by:-Ordigital Desk, 3 years ago (Tuesday, 01 Feb 2022)

କର୍ପୋରେଟ ସରଚାର୍ଜ ୧୨%ରୁ ହ୍ରାସ ପାଇ ୭% ହେଲା

Posted by:-Ordigital Desk, 3 years ago (Tuesday, 01 Feb 2022)

NPS ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଠାରୁ କଟିବ ୧୪%

Posted by:-Ordigital Desk, 3 years ago (Tuesday, 01 Feb 2022)

୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ଟିକସଦାତା

Posted by:-Ordigital Desk, 3 years ago (Tuesday, 01 Feb 2022)

୨୦୨୨-୨୩ରେ ମୋଟ ୩୯.୪୫ ଲକ୍ଷ କୋଟି ବ୍ୟୟବରାଦ ଲକ୍ଷ୍ୟ

Posted by:-Ordigital Desk, 3 years ago (Tuesday, 01 Feb 2022)

ରାଜ୍ୟମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବ

Posted by:-Ordigital Desk, 3 years ago (Tuesday, 01 Feb 2022)

କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି, କ୍ୟାପିଟାଲ ଏକ୍ସପେଣ୍ଡିଚର ମୋଟ ଜିଡିପିର ୪%

Posted by:-Ordigital Desk, 3 years ago (Tuesday, 01 Feb 2022)

୨୦୩୦ ସୁଦ୍ଧା ୨୮୦ ଗିଗାୱାଟ୍‌ ସୋଲାର ଏନର୍ଜୀ ଉତ୍ପାଦନ ଲକ୍ଷ୍ୟ, ସୋଲାର ଏନର୍ଜୀ ଶିଳ୍ପ ପାଇଁ ଚଳିତ ବର୍ଷ ୧୯, ୫୦୦ କୋଟି ବ୍ୟୟବରାଦ ହୋଇଛି

Posted by:-Ordigital Desk, 3 years ago (Tuesday, 01 Feb 2022)

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଘରୋଇ କଂପାନୀକୁ ପ୍ରୋତ୍ସାହିତ କରାଯିବ

Posted by:-Ordigital Desk, 3 years ago (Tuesday, 01 Feb 2022)

୨୦୨୨-୨୩ରେ 5G ସେବା ପାଇଁ ସ୍ପେକ୍ଟ୍ରମ ଆହ୍ୱାନ କରାଯିବ

Posted by:-Ordigital Desk, 3 years ago (Tuesday, 01 Feb 2022)

୨୦୨୨-୨୩ରେ ୩ କୋଟି ୨୮ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ ହେବ, ପିଏମ୍ ଆବାସ ଯୋଜନା ପାଇଁ ୪୮ କୋଟି ବ୍ୟୟବରାଦ

Posted by:-Ordigital Desk, 3 years ago (Tuesday, 01 Feb 2022)

ଇ-ଭେଇକିଲ୍ ପ୍ରୋତ୍ସାହନ ପାଇଁ ବ୍ୟାଟେରୀ ସ୍ୱାପିଂ ପଲିସି ଆସିବ

Posted by:-Ordigital Desk, 3 years ago (Tuesday, 01 Feb 2022)

ଅଙ୍ଗନବାଡ଼ିକୁ ଅଧିକ ସୁଦୃଢ଼ କରାଯିବ, ହେବ ସକ୍ଷମ-ଅଙ୍ଗନବାଡ଼ି

Posted by:-Ordigital Desk, 3 years ago (Tuesday, 01 Feb 2022)

ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ

Posted by:-Ordigital Desk, 3 years ago (Tuesday, 01 Feb 2022)

୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ

Posted by:-Ordigital Desk, 3 years ago (Tuesday, 01 Feb 2022)

ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେଉଛି, ରେଲ୍, ରୋଡ୍, ଏୟାରୱେଜ, ୱାଟରୱେଜ୍ ପାଇଁ ଆରମ୍ଭ ହେବ ପିଏମ୍ ଗତିଶକ୍ତି, ୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ

Posted by:-Ordigital Desk, 3 years ago (Tuesday, 01 Feb 2022)

ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚା ଯାଉଛି

Posted by:-Ordigital Desk, 3 years ago (Tuesday, 01 Feb 2022)

Posted by:-Ordigital Desk, 3 years ago (Tuesday, 01 Feb 2022)

ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

Posted by:-Ordigital Desk, 3 years ago (Tuesday, 01 Feb 2022)

କ୍ୟାବିନେଟ ବୈଠକରେ ବଜେଟ୍‌କୁ ମିଳିଲା ଅନୁମୋଦନ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ

Posted by:-Ordigital Desk, 3 years ago (Tuesday, 01 Feb 2022)

ବଜେଟ୍ ଆଗତ ପୂର୍ବରୁ ଶେୟାର ମାର୍କେଟ୍‌ରେ ଉତ୍ସାହ, ଆରମ୍ଭରୁ ସେନ୍ସେକ୍ସ ୫୮୨.୮୫ ପଏଣ୍ଟ ବଢ଼ି ୫୮,୫୯୭.୦୨ରେ ପହଞ୍ଚିଲା, ନିଫ୍ଟି ୧୫୬.୨୦ ପଏଣ୍ଟ ବଢ଼ି ୧୭,୪୯୬.୦୫ରେ ପହଞ୍ଚିଲା

Posted by:-Ordigital Desk, 3 years ago (Tuesday, 01 Feb 2022)

Posted by:-Ordigital Desk, 3 years ago (Tuesday, 01 Feb 2022)

ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ, ବଜେଟ୍ ଅନୁମୋଦନ ପାଇଁ କ୍ୟାବିନେଟ୍ ବୈଠକ

Posted by:-Ordigital Desk, 3 years ago (Tuesday, 01 Feb 2022)

ଆଜି ବଜେଟ; କାହାକୁ ମିଳିବ ରିହାତି, କାହା ଉପରେ ପଡ଼ିବ ଟିକସ ବୋଝ

Posted by:-Ordigital Desk, 3 years ago (Tuesday, 01 Feb 2022)

ଅର୍ଥନୈତିକ ସର୍ଭେ, ଚଳିତ ବର୍ଷ ୭% ବଢ଼ିବ ଉପଭୋଗ

Posted by:-Ordigital Desk, 3 years ago (Monday, 31 Jan 2022)

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, ୯% ଟପିବ ଅଭିବୃଦ୍ଧି ହାର

Posted by:-Ordigital Desk, 3 years ago (Monday, 31 Jan 2022)

ମୋ ସରକାର ଆଗାମୀ ୨୫ ବର୍ଷକୁ ଦୃଷ୍ଟିରେ ରଖି କାମ କରୁଛି: ରାଷ୍ଟ୍ରପତି

Posted by:-Ordigital Desk, 3 years ago (Monday, 31 Jan 2022)
  • ଆରମ୍ଭ ହୋଇଛି ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ପ୍ରାରମ୍ଭରେ ଆଜି ସଂସଦର ସେଣ୍ଟ୍ରାଲ୍ ହଲ୍‌ରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ କ’ଣ କହିଛନ୍ତି ଚୁମ୍ବକରେ ପଢ଼ନ୍ତୁ

Posted by:-Ordigital Desk, 3 years ago (Monday, 31 Jan 2022)
  • ଆଜିଠୁ ସଂସଦର ବଜେଟ ଅଧିବେଶନ । ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରୁଛନ୍ତି । ଅଧିକ ପଢ଼ନ୍ତୁ 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos