ଆୟକର ସୀମା ଅପରିବର୍ତ୍ତିତ ରଖିଲେ କେନ୍ଦ୍ର ସରକାର
Posted by:-Ordigital Desk, 3 years ago (Tuesday, 01 Feb 2022)
ଆୟକର ସୀମା ଅପରିବର୍ତ୍ତିତ ରଖିଲେ କେନ୍ଦ୍ର ସରକାର, ଆୟକର ସୀମା ସଂପର୍କରେ ବଜେଟରେ କିଛି କହିଲେନି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ #Budget2022 #Budget pic.twitter.com/RaiVZzZFG5
— Odisha Reporter (@OdishaReporter) February 1, 2022
କ୍ରିପ୍ଟୋ କରେନ୍ସିକୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା
Posted by:-Ordigital Desk, 3 years ago (Tuesday, 01 Feb 2022)
କେନ୍ଦ୍ର ବଜେଟ୍: କ୍ରିପ୍ଟୋ କରେନ୍ସିକୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା, ଏହା ଉପରେ ୩୦ ପ୍ରତିଶତ ଟିକସ ପାଇଁ ଘୋଷଣା, ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫% ହ୍ରାସ ନେଇ ଘୋଷଣା #Budget2022 #Budget pic.twitter.com/3vdCwCBiUQ
— Odisha Reporter (@OdishaReporter) February 1, 2022
କର୍ପୋରେଟ ସରଚାର୍ଜ ୧୨%ରୁ ହ୍ରାସ ପାଇ ୭% ହେଲା
Posted by:-Ordigital Desk, 3 years ago (Tuesday, 01 Feb 2022)
କର୍ପୋରେଟ ସରଚାର୍ଜ ୧୨%ରୁ ହ୍ରାସ ପାଇ ୭% ହେଲା, ଜାନୁଆରୀ ୨୦୨୨ ସୁଦ୍ଧା ରେକର୍ଡ ୧.୫୯ ଲକ୍ଷ କୋଟି GST ସଂଗ୍ରହ: ନିର୍ମଳା ସୀତାରମଣ, କେନ୍ଦ୍ର ଅର୍ଥ ମନ୍ତ୍ରୀ #Budget2022 #Budget pic.twitter.com/oq9Fsgu8Za
— Odisha Reporter (@OdishaReporter) February 1, 2022
NPS ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଠାରୁ କଟିବ ୧୪%
Posted by:-Ordigital Desk, 3 years ago (Tuesday, 01 Feb 2022)
NPS ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଠାରୁ କଟିବ ୧୪%, କେନ୍ଦ୍ର କର୍ମଚାରୀଙ୍କର ୧୪% ଓ ରାଜ୍ୟ କର୍ମଚାରୀଙ୍କ ୧୦% କଟୁଥିଲା,
— Odisha Reporter (@OdishaReporter) February 1, 2022
କୋ-ଅପରେଟିଭ ସୋସାଇଟି ଟ୍ୟାକ୍ସ ୧୮%ରୁ କମି ୧୫% ହେଲା: ନିର୍ମଳା ସୀତାରମଣ, କେନ୍ଦ୍ର ଅର୍ଥ ମନ୍ତ୍ରୀ #Budget2022 #Budget pic.twitter.com/JcZbOXhn0j
୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ଟିକସଦାତା
Posted by:-Ordigital Desk, 3 years ago (Tuesday, 01 Feb 2022)
ବଜେଟରେ ଟିକସ ବ୍ୟବସ୍ଥା ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ, ଅଦାଲତି ଝମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋଷଣା କରିପାରିବେ, ୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ଟିକସଦାତା #Budget2022 #Budget
— Odisha Reporter (@OdishaReporter) February 1, 2022
୨୦୨୨-୨୩ରେ ମୋଟ ୩୯.୪୫ ଲକ୍ଷ କୋଟି ବ୍ୟୟବରାଦ ଲକ୍ଷ୍ୟ
Posted by:-Ordigital Desk, 3 years ago (Tuesday, 01 Feb 2022)
୨୦୨୨-୨୩ରେ ମୋଟ ୩୯.୪୫ ଲକ୍ଷ କୋଟି ବ୍ୟୟବରାଦ ଲକ୍ଷ୍ୟ, GSDPର ୬.୪ ପ୍ରତିଶତ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ: ନିର୍ମଳା ସୀତାରମଣ, କେନ୍ଦ୍ର ଅର୍ଥ ମନ୍ତ୍ରୀ #Budget2022 #Budget pic.twitter.com/kUin6cQt7D
— Odisha Reporter (@OdishaReporter) February 1, 2022
ରାଜ୍ୟମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବ
Posted by:-Ordigital Desk, 3 years ago (Tuesday, 01 Feb 2022)
ରାଜ୍ୟମାନଙ୍କୁ ବିନା ସୁଧରେ ୧ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯିବ: ନିର୍ମଳା ସୀତାରମଣ, କେନ୍ଦ୍ର ଅର୍ଥ ମନ୍ତ୍ରୀ #Budget2022 #Budget pic.twitter.com/xL8QpLxwab
— Odisha Reporter (@OdishaReporter) February 1, 2022
କ୍ୟାପିଟାଲ ଏକ୍ସପେଣ୍ଡିଚର ୫.୫୪ ଲକ୍ଷ କୋଟିରୁ ୭.୫ ଲକ୍ଷ କୋଟିକୁ ବୃଦ୍ଧି, କ୍ୟାପିଟାଲ ଏକ୍ସପେଣ୍ଡିଚର ମୋଟ ଜିଡିପିର ୪%
Posted by:-Ordigital Desk, 3 years ago (Tuesday, 01 Feb 2022)
୨୦୩୦ ସୁଦ୍ଧା ୨୮୦ ଗିଗାୱାଟ୍ ସୋଲାର ଏନର୍ଜୀ ଉତ୍ପାଦନ ଲକ୍ଷ୍ୟ, ସୋଲାର ଏନର୍ଜୀ ଶିଳ୍ପ ପାଇଁ ଚଳିତ ବର୍ଷ ୧୯, ୫୦୦ କୋଟି ବ୍ୟୟବରାଦ ହୋଇଛି
Posted by:-Ordigital Desk, 3 years ago (Tuesday, 01 Feb 2022)
ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଘରୋଇ କଂପାନୀକୁ ପ୍ରୋତ୍ସାହିତ କରାଯିବ
Posted by:-Ordigital Desk, 3 years ago (Tuesday, 01 Feb 2022)
ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଘରୋଇ କଂପାନୀକୁ ପ୍ରୋତ୍ସାହିତ କରାଯିବ, ୬୮% ପ୍ରତିରକ୍ଷା ସାମଗ୍ରୀ ଲୋକାଲ ମାର୍କେଟରୁ କିଣାଯିବାକୁ ନିଷ୍ପତ୍ତି: : ନିର୍ମଳା ସୀତାରମଣ, କେନ୍ଦ୍ର ଅର୍ଥ ମନ୍ତ୍ରୀ #Budget2022 #Budget pic.twitter.com/8yrZhImwwa
— Odisha Reporter (@OdishaReporter) February 1, 2022
୨୦୨୨-୨୩ରେ 5G ସେବା ପାଇଁ ସ୍ପେକ୍ଟ୍ରମ ଆହ୍ୱାନ କରାଯିବ
Posted by:-Ordigital Desk, 3 years ago (Tuesday, 01 Feb 2022)
୨୦୨୨-୨୩ରେ 5G ସେବା ପାଇଁ ସ୍ପେକ୍ଟ୍ରମ ଆହ୍ୱାନ କରାଯିବ, ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ୍ ଫାଇବର ବିଛାଯିବ: ନିର୍ମଳା ସୀତାରମଣ, କେନ୍ଦ୍ର ଅର୍ଥ ମନ୍ତ୍ରୀ #Budget2022 #Budget pic.twitter.com/ACmBUprFkW
— Odisha Reporter (@OdishaReporter) February 1, 2022
୨୦୨୨-୨୩ରେ ୩ କୋଟି ୨୮ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ ହେବ, ପିଏମ୍ ଆବାସ ଯୋଜନା ପାଇଁ ୪୮ କୋଟି ବ୍ୟୟବରାଦ
Posted by:-Ordigital Desk, 3 years ago (Tuesday, 01 Feb 2022)
ଇ-ଭେଇକିଲ୍ ପ୍ରୋତ୍ସାହନ ପାଇଁ ବ୍ୟାଟେରୀ ସ୍ୱାପିଂ ପଲିସି ଆସିବ
Posted by:-Ordigital Desk, 3 years ago (Tuesday, 01 Feb 2022)
ମିନିମମ ଗଭର୍ଣ୍ଣମେଣ୍ଟ ମ୍ୟାକ୍ସିମମ ଗଭର୍ଣ୍ଣାନ୍ସ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ଏଥିପାଇଁ ପୁରୁଣାକାଳିଆ ୧୪ଶହ ଆଇନକୁ ଉଚ୍ଛେଦ କରାଯାଇଛି, ଇ-ଭେଇକିଲ୍ ପ୍ରୋତ୍ସାହନ ପାଇଁ ବ୍ୟାଟେରୀ ସ୍ୱାପିଂ ପଲିସି ଆସିବ: ନିର୍ମଳା ସୀତାରମଣ, କେନ୍ଦ୍ର ଅର୍ଥ ମନ୍ତ୍ରୀ #Budget2022 #Budget pic.twitter.com/X4DiUfb22a
— Odisha Reporter (@OdishaReporter) February 1, 2022
ଅଙ୍ଗନବାଡ଼ିକୁ ଅଧିକ ସୁଦୃଢ଼ କରାଯିବ, ହେବ ସକ୍ଷମ-ଅଙ୍ଗନବାଡ଼ି
Posted by:-Ordigital Desk, 3 years ago (Tuesday, 01 Feb 2022)
ଅଙ୍ଗନବାଡ଼ିକୁ ଅଧିକ ସୁଦୃଢ଼ କରାଯିବ, ହେବ ସକ୍ଷମ- ଅଙ୍ଗନବାଡ଼ି, ଏହି ଯୋଜନାରେ ଦେଶରେ ୨ ଲକ୍ଷ ଅଙ୍ଗନବାଡ଼ିକୁ ଅପଗ୍ରେଡ କରାଯିବ: ନିର୍ମଳା ସୀତାରମଣ, କେନ୍ଦ୍ର ଅର୍ଥ ମନ୍ତ୍ରୀ #Budget2022 #Budget pic.twitter.com/pSpCV6byf4
— Odisha Reporter (@OdishaReporter) February 1, 2022
ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ
Posted by:-Ordigital Desk, 3 years ago (Tuesday, 01 Feb 2022)
ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଟିଭି ଜରିଆରେ ହେବ, ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ୨ଶହ ଚ୍ୟାନେଲ ହେବ: ନିର୍ମଳା ସୀତାରମଣ, କେନ୍ଦ୍ର ଅର୍ଥ ମନ୍ତ୍ରୀ #Budget2022 #Budget pic.twitter.com/myeMnazTCz
— Odisha Reporter (@OdishaReporter) February 1, 2022
୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ
Posted by:-Ordigital Desk, 3 years ago (Tuesday, 01 Feb 2022)
୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ: ନିର୍ମଳା ସୀତାରମଣ, କେନ୍ଦ୍ର ଅର୍ଥ ମନ୍ତ୍ରୀ #Budget2022 #Budget pic.twitter.com/IafvI9gdlQ
— Odisha Reporter (@OdishaReporter) February 1, 2022
ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେଉଛି, ରେଲ୍, ରୋଡ୍, ଏୟାରୱେଜ, ୱାଟରୱେଜ୍ ପାଇଁ ଆରମ୍ଭ ହେବ ପିଏମ୍ ଗତିଶକ୍ତି, ୪୦୦ ନୂଆ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ
Posted by:-Ordigital Desk, 3 years ago (Tuesday, 01 Feb 2022)
ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚା ଯାଉଛି
Posted by:-Ordigital Desk, 3 years ago (Tuesday, 01 Feb 2022)
ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚା ଯାଉଛି, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ତ୍ୱରିତ ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି: ନିର୍ମଳା ସୀତାରମଣ, କେନ୍ଦ୍ର ଅର୍ଥ ମନ୍ତ୍ରୀ #Budget2022 #Budget
— Odisha Reporter (@OdishaReporter) February 1, 2022
Posted by:-Ordigital Desk, 3 years ago (Tuesday, 01 Feb 2022)
ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି,୨୦୧୪ରୁ ଆମ ସରକାର ଲୋକଙ୍କ ସଶକ୍ତୀକରଣକୁ ପ୍ରାଧାନ୍ୟ ଦେଇଛି #Budget2022 #Budget pic.twitter.com/9FDlsWFQFp
— Odisha Reporter (@OdishaReporter) February 1, 2022
ଲୋକସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ
Posted by:-Ordigital Desk, 3 years ago (Tuesday, 01 Feb 2022)
କ୍ୟାବିନେଟ ବୈଠକରେ ବଜେଟ୍କୁ ମିଳିଲା ଅନୁମୋଦନ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ
Posted by:-Ordigital Desk, 3 years ago (Tuesday, 01 Feb 2022)
ବଜେଟ୍ ଆଗତ ପୂର୍ବରୁ ଶେୟାର ମାର୍କେଟ୍ରେ ଉତ୍ସାହ, ଆରମ୍ଭରୁ ସେନ୍ସେକ୍ସ ୫୮୨.୮୫ ପଏଣ୍ଟ ବଢ଼ି ୫୮,୫୯୭.୦୨ରେ ପହଞ୍ଚିଲା, ନିଫ୍ଟି ୧୫୬.୨୦ ପଏଣ୍ଟ ବଢ଼ି ୧୭,୪୯୬.୦୫ରେ ପହଞ୍ଚିଲା
Posted by:-Ordigital Desk, 3 years ago (Tuesday, 01 Feb 2022)
Posted by:-Ordigital Desk, 3 years ago (Tuesday, 01 Feb 2022)
ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ, ବଜେଟ୍ ଅନୁମୋଦନ ପାଇଁ କ୍ୟାବିନେଟ୍ ବୈଠକ #Budget2022 #Budget
— Odisha Reporter (@OdishaReporter) February 1, 2022
ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ, ବଜେଟ୍ ଅନୁମୋଦନ ପାଇଁ କ୍ୟାବିନେଟ୍ ବୈଠକ
Posted by:-Ordigital Desk, 3 years ago (Tuesday, 01 Feb 2022)
ଆଜି ବଜେଟ; କାହାକୁ ମିଳିବ ରିହାତି, କାହା ଉପରେ ପଡ଼ିବ ଟିକସ ବୋଝ
Posted by:-Ordigital Desk, 3 years ago (Tuesday, 01 Feb 2022)
ଅର୍ଥନୈତିକ ସର୍ଭେ, ଚଳିତ ବର୍ଷ ୭% ବଢ଼ିବ ଉପଭୋଗ
Posted by:-Ordigital Desk, 3 years ago (Monday, 31 Jan 2022)
ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, ୯% ଟପିବ ଅଭିବୃଦ୍ଧି ହାର
Posted by:-Ordigital Desk, 3 years ago (Monday, 31 Jan 2022)
ମୋ ସରକାର ଆଗାମୀ ୨୫ ବର୍ଷକୁ ଦୃଷ୍ଟିରେ ରଖି କାମ କରୁଛି: ରାଷ୍ଟ୍ରପତି
Posted by:-Ordigital Desk, 3 years ago (Monday, 31 Jan 2022)
- ଆରମ୍ଭ ହୋଇଛି ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ପ୍ରାରମ୍ଭରେ ଆଜି ସଂସଦର ସେଣ୍ଟ୍ରାଲ୍ ହଲ୍ରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ କ’ଣ କହିଛନ୍ତି ଚୁମ୍ବକରେ ପଢ଼ନ୍ତୁ
Posted by:-Ordigital Desk, 3 years ago (Monday, 31 Jan 2022)
- ଆଜିଠୁ ସଂସଦର ବଜେଟ ଅଧିବେଶନ । ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରୁଛନ୍ତି । ଅଧିକ ପଢ଼ନ୍ତୁ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।