ବିଲଡିଂ ଭୁଶୁଡ଼ିବା ଘଟଣା: ୧୧ ମୃତ, ୨୨ ଘଣ୍ଟା ଧରି ଚାଲିଛି ଉଦ୍ଧାର କାର୍ଯ୍ୟ

ରାଇଗଡ଼: ମହାରାଷ୍ଟ୍ରର ରାଇଗଡ଼ ବିଲଡିଂ ଭୁଶୁଡ଼ିବା ଘଟଣାରେ ଏଯାଏ ଧ୍ୱଂସାବଶେଷ ତଳୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ଭଗ୍ନାଂବଶେଷ ତଳେ ୨୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ଉଦ୍ଧାରକାରୀ ଦଳ ସେମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟକୁ ୨୨ ଘଣ୍ଟା ବିତିଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ଭାବେ ଶେଷ ହୋଇପାରି ନାହିଁ। ଗତାକାଲି ସନ୍ଧ୍ୟା ସମୟରେ ହିଁ ଏହି ୫ ମହଲା […]

cd

cd

Hemant Lenka
  • Published: Tuesday, 25 August 2020
  • Updated: 25 August 2020, 05:17 PM IST

Sports

Latest News

ରାଇଗଡ଼: ମହାରାଷ୍ଟ୍ରର ରାଇଗଡ଼ ବିଲଡିଂ ଭୁଶୁଡ଼ିବା ଘଟଣାରେ ଏଯାଏ ଧ୍ୱଂସାବଶେଷ ତଳୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ଭଗ୍ନାଂବଶେଷ ତଳେ ୨୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ଉଦ୍ଧାରକାରୀ ଦଳ ସେମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟକୁ ୨୨ ଘଣ୍ଟା ବିତିଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ଭାବେ ଶେଷ ହୋଇପାରି ନାହିଁ।

ଗତାକାଲି ସନ୍ଧ୍ୟା ସମୟରେ ହିଁ ଏହି ୫ ମହଲା ବିଶିଷ୍ଟ ବିଲଡିଂଟି ଭୁଶୁଡ଼ି ପଡ଼ିଥିଲା। ଏହା ମଧ୍ୟରେ ୧୦୦ରୁ ଅଧିକ ଲୋକ ଫସି ରହି ଯାଇଥିଲେ। ଏନଡିଆରଏଫ ଟିମ୍‌ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।

ପ୍ରଶାସନର ସୂଚନା ଅନୁଯାୟୀ, ୨୨ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ଠାରୁ ଆଜି ମଧ୍ୟରେ ୬୦ରୁ ଅଧିକ ଲୋକଙ୍କୁ ଏହା ମଧ୍ୟରୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୨୦ରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି।

ସେହିପରି ୧୧ ଜଣଙ୍କ ମୃତଦେହ ମିଳିଛି। ୩ଟି ଏନଡିଆରଏଫ ଟିମ ଓ ଅଗ୍ନିଶମ ବାହିନୀର ୧୨ଟି ଟିମ ଘଟଣାସ୍ଥଳରେ ରହିଛନ୍ତି। ଏହି ୫ ମହଲା ବିଶିଷ୍ଟ କୋଠାଟି ପ୍ରାୟ ୭ ବର୍ଷ ତଳର। ଏଠାରେ ୪୫ଟି ଫ୍ଲାଟ ରହିଥିଲା। ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଆଜି ମଧ୍ୟାହ୍ନରେ ଘଟିଥିଲା। ଗତକାଲି ଠାରୁ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଜଣେ ୪ ବର୍ଷର ପିଲାକୁ ଆଜି ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ।

ଏହି ସମୟରେ ସେଠାରେ ଥିବା ଲୋକମାନେ କରତାଳି ଦ୍ୱାରା ଉଦ୍ଧାରକାରୀ ଦଳର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଘଟଣାରେ ପ୍ରଶାସନ ପକ୍ଷରୁ ବିଲଡିଂର କଣ୍ଟ୍ରାକ୍ଟରଙ୍କ ନାଁରେ ମାମଲା ରୁଜୁ କରିଛି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ହିଁ ବିଧିବଦ୍ଧ ଭାବେ ଘଟଣାର ତଦନ୍ତ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ବିଲଡିଂ କାହିଁକି ଭୁଶୁଡ଼ିଲା, ତା’ ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ଲଗଣା ବର୍ଷା ଏହାର ଗୋଟିଏ କାରଣ ହୋଇପାରେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story