ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳ ରାଜି

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ପାଇଁ ବିହାର ରାଜ୍ୟପାଳ ଫଗୁ ଚୌହାନ ସହମତି ପ୍ରକାଶ କରିଛନ୍ତି। ଆଜି ସକାଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିଥିଲେ। ଏହାପରେ ସନ୍ଧ୍ୟାରେ ରାଜ୍ୟପାଳ ସିବିଆଇ ତଦନ୍ତ ଫାଇଲରେ ମୋହର ମାରିଛନ୍ତି। ପାଟଣାରେ ରୁଜୁ ହୋଇଥିବା ଏଫଆଇଆରକୁ ଆଧାର କରି ସିବିଆଇ ତଦନ୍ତ କରିପାରିବ ବୋଲି ରାଜ୍ୟପାଳ ନିଜର ସହମତି ପ୍ରକାଶ କରିଛନ୍ତି। ଏବେ […]

uf

uf

Hemant Lenka
  • Published: Tuesday, 04 August 2020
  • Updated: 04 August 2020, 08:52 PM IST

Sports

Latest News

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ପାଇଁ ବିହାର ରାଜ୍ୟପାଳ ଫଗୁ ଚୌହାନ ସହମତି ପ୍ରକାଶ କରିଛନ୍ତି। ଆଜି ସକାଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିଥିଲେ।

ଏହାପରେ ସନ୍ଧ୍ୟାରେ ରାଜ୍ୟପାଳ ସିବିଆଇ ତଦନ୍ତ ଫାଇଲରେ ମୋହର ମାରିଛନ୍ତି। ପାଟଣାରେ ରୁଜୁ ହୋଇଥିବା ଏଫଆଇଆରକୁ ଆଧାର କରି ସିବିଆଇ ତଦନ୍ତ କରିପାରିବ ବୋଲି ରାଜ୍ୟପାଳ ନିଜର ସହମତି ପ୍ରକାଶ କରିଛନ୍ତି। ଏବେ ଏହି ଫାଇଲ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଖକୁ ଯିବାର ସମ୍ଭାବନା ରହିଛି। ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଲେ ଘଟଣାର ସିବିଆଇ ତଦନ୍ତ ହୋଇପାରିବ।

ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଲୋଚନା କରିଥିଲେ। ଏହି ସମୟରେ ସେ ଘଟଣାର ସିବିଆଇ ତଦନ୍ତ କରାଇବାକୁ ନୀତୀଶ କୁମାରଙ୍କୁ ଅନୁରୋଧ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ ତଦନ୍ତଭାର ସିବିଆଇକୁ ଦେବା ପାଇଁ ସୁପାରିସ୍ କରିବାକୁ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ବାପାଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା ହୋଇଥିଲା। ଆମେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛୁ।

ଅନ୍ୟପକ୍ଷରେ ଗତକାଲି ମହାରାଷ୍ଟ୍ରର ଗୃହ ମନ୍ତ୍ରୀ କହିଥିଲେ ଯେ ଏହି ଘଟଣାରେ ସିବିଆଇ ତଦନ୍ତର କୌଣସି ଆବଶ୍ୟକତା ନାହିଁ। ମୁମ୍ବାଇ ପୁଲିସ୍ ଠିକଣା ଦିଗରେ ତଦନ୍ତ ଚଲାଇଛି।

ମୁମ୍ବାଇ ପୁଲିସ୍‌ରେ ତଦନ୍ତ ଉପରେ ଆସ୍ଥା ହରାଇ ସାରିଥିବା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ.ସିଂହ କିଛି ଦିନ ତଳେ ପାଟଣାର ଏକ ଥାନାରେ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୬ ଜଣଙ୍କ ନାଁରେ ଏତଲା ଦେଇଥିଲେ।

ଏହାପରେ ବିହାର ପୁଲିସ୍‌ର ଏକ ଟିମ୍ ମୁମ୍ବାଇ ଯାଇ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ହେଲେ ସେମାନଙ୍କୁ ମୁମ୍ବାଇ ପୁଲିସ୍‌ର ସହଯୋଗ ମିଳି ନଥିଲା। ଏପରି କି ଗତ ରବିବାର ଏହି ଟିମ୍‌ର ନେତୃତ୍ୱ ନେବାକୁ ମୁମ୍ବାଇ ଯାଇଥିବା ଜଣେ ଆଇପିଏସ୍ ଅଫିସରଙ୍କୁ ସେଠାରେ ଜବରଦସ୍ତି କ୍ୱାରେଣ୍ଟାଇନ୍‌କୁ ପଠାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story