ବିଜେପିରେ ବିଦ୍ରୋହ! କ’ଣ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବିପ୍ଳବ ଦେବ

ଅଗରତାଲା: ତ୍ରିପୁରା ବିଜେପିରେ ସୃଷ୍ଟି ହୋଇଛି ଫାଟ। ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ଦଳୀୟ ନେତାମାନେ ପଦରୁ ହଟାଇବା ପାଇଁ ଦାବି କରିବା ଆରମ୍ଭ କରିଛନ୍ତି। ଦୁଇ ଦିନ ତଳେ ସର୍ବସମ୍ମୁଖରେ ବିଜେପି ନେତା ଓ କର୍ମୀ ଏକାଠି ହୋଇ ‘ବିପ୍ଳବ ହଟାଅ, ବିଜେପି ବଞ୍ଚାଅ’ ନାରା ଦେବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଏହି ନାରା ଶୁଣି ବିପ୍ଳବ ଦେବ ମଧ୍ୟ ମର୍ମାହତ ହୋଇଛନ୍ତି। ଏବେ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଦରକାର କି […]

dq

dq

Hemant Lenka
  • Published: Wednesday, 09 December 2020
  • Updated: 09 December 2020, 01:17 PM IST

Sports

Latest News

ଅଗରତାଲା: ତ୍ରିପୁରା ବିଜେପିରେ ସୃଷ୍ଟି ହୋଇଛି ଫାଟ। ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ଦଳୀୟ ନେତାମାନେ ପଦରୁ ହଟାଇବା ପାଇଁ ଦାବି କରିବା ଆରମ୍ଭ କରିଛନ୍ତି। ଦୁଇ ଦିନ ତଳେ ସର୍ବସମ୍ମୁଖରେ ବିଜେପି ନେତା ଓ କର୍ମୀ ଏକାଠି ହୋଇ ‘ବିପ୍ଳବ ହଟାଅ, ବିଜେପି ବଞ୍ଚାଅ’ ନାରା ଦେବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

ଏହି ନାରା ଶୁଣି ବିପ୍ଳବ ଦେବ ମଧ୍ୟ ମର୍ମାହତ ହୋଇଛନ୍ତି। ଏବେ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଦରକାର କି ନୁହେଁ, ସେକଥା ଜାଣିବା ପାଇଁ ଲୋକଙ୍କ ମତାମତ ଲୋଡ଼ିଛନ୍ତି। ଲୋକମାନେ ଯଦି ଚାହିଁବେ, ତା’ହେଲେ ସେ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

ଆଗକୁ ପଢନ୍ତୁ : ରାସ୍ତା କଡ଼ରେ ଭିକ ମାଗୁଛନ୍ତି ଆଇଆଇଟିର ପୂର୍ବତନ ଛାତ୍ର

ସେ କହିଛନ୍ତି, ରବିବାର ବିବେକାନନ୍ଦ ମୈଦାନକୁ ମୁଁ ଆସିବି। ଏଠାକୁ ସାଧାରଣ ଲୋକ ମଧ୍ୟ ଆସୁନ୍ତୁ। ରବିବାର ଦିନ ୨ଟାରେ ଆପଣମାନେ ଉପସ୍ଥିତ ରହି ଜନାଦେଶ ଦେବେ। ଆପଣମାନେ ଏହି ସଭାରେ ଯେଉଁ ମତ ଦେବେ, ସେକଥାକୁ ମୁଁ ଦଳର ହାଇକମାଣ୍ଡଙ୍କ ପାଖରେ ପହଞ୍ଚାଇବି।

ଯଦି ଆପଣମାନେ ଚାହିଁବେ, ତା’ହେଲେ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଦେବି। ମୋ ବିରୋଧରେ ଯେଉଁ ନାରା ଦିଆଗଲା, ତାହା ମୁଁ ଶୁଣିଛି। ଏହା ମୋତେ ଅତ୍ୟନ୍ତ ବ୍ୟଥିତ କରିଛି। ମୋର ଗୋଟିଏ ଭୁଲ ହେଲା ଯେ ମୁଁ ରାଜ୍ୟର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛି।

କିଛି ଲୋକ ବିକାଶକୁ ସହ୍ୟ କରିପାରୁ ନାହାନ୍ତି। ମୋ କାର୍ଯ୍ୟ କରିବାର କ୍ଷମତା ୫ ବର୍ଷ। କାରଣ ଜଣେ ନିର୍ବାଚିତ ସରକାର ୫ ବର୍ଷ ଯାଏ କାର୍ଯ୍ୟ କରିପାରିବ। ମୁଁ କୌଣସି ସରକାରୀ ଅଫିସର ନୁହେଁ ଯେ ୩୦ ବର୍ଷ ଧରି କାର୍ଯ୍ୟ କରିବି। ତେଣୁ ଆଗକୁ ମୁଁ କ’ଣ କରିବି, ସେକଥା ସାଧାରଣ ଲୋକ କହିବା ଦରକାର ବୋଲି ସେ କହିଛନ୍ତି।

ତ୍ରିପୁରାର ନୂଆ ବିଜେପି ପର୍ଯ୍ୟବେକ୍ଷକ ବିନୋଦ ସୋନକର ତ୍ରିପୁରା ଗେଷ୍ଟ ହାଉସକୁ ଆସି ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ବିପ୍ଳବ ଦେବ ମଧ୍ୟ ଉପସ୍ଥିତ ରହିଥିଲେ। ହଠାତ୍‌ ଗେଷ୍ଟ ହାଉସ ବାହାରେ ଶତାଧିକ ଦଳୀୟ ନେତା ଓ କର୍ମୀ ଏକାଠି ହୋଇ ବିପ୍ଳବ ହଟାଅ, ବିଜେପି ବଞ୍ଚାଅ ନାରା ଦେଇଥିଲା। ନାରା ପରେ ସ୍ପଷ୍ଟ ହୋଇଥିଲା ଯେ ତ୍ରିପୁରା ବିଜେପିରେ ବିବାଦ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story