କ୍ୟାସଲେସ୍‌ ଦରମା ପାଇଁ ଅଧ୍ୟାଦେଶ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ 

ନୂଆଦିଲ୍ଲୀ: ନୋଟବନ୍ଦୀ ପରେ କ୍ୟାସ୍‌ଲେସ୍‌ ପେମେଣ୍ଟକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ମୋଦି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଖବର ମୁତାବକ କ୍ୟାବିନେଟ ବୈଠକରେ ସରକାର ଏହି ଅଧ୍ୟାଦେଶ ଉପରେ ମୋହର ଲଗାଇବେ। ଏହା ଉପରେ ମୋହର ଲାଗି ଗଲେ କର୍ମଚାରୀମାନଙ୍କୁ ଦରମା କ୍ୟାସରେ ଦିଆଯିବା ବଦଳରେ ଚେକ୍‌ କିମ୍ବା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରିବାକୁ ପଡିବ। ତେବେ ଏହି ଅଧ୍ୟାଦେଶକୁ କ୍ୟାବିନେଟ୍‌ ମଞ୍ଜୁରୀ ମିବା ପୂର୍ବରୁ ବିରୋଧୀ ଦଳଙ୍କ ବିରୋଧ ଆରମ୍ଭ […]

cash

cash

Rakesh Mallick
  • Published: Wednesday, 21 December 2016
  • Updated: 21 December 2016, 05:20 PM IST

Sports

Latest News

ନୂଆଦିଲ୍ଲୀ: ନୋଟବନ୍ଦୀ ପରେ କ୍ୟାସ୍‌ଲେସ୍‌ ପେମେଣ୍ଟକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ମୋଦି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଖବର ମୁତାବକ କ୍ୟାବିନେଟ ବୈଠକରେ ସରକାର ଏହି ଅଧ୍ୟାଦେଶ ଉପରେ ମୋହର ଲଗାଇବେ। ଏହା ଉପରେ ମୋହର ଲାଗି ଗଲେ କର୍ମଚାରୀମାନଙ୍କୁ ଦରମା କ୍ୟାସରେ ଦିଆଯିବା ବଦଳରେ ଚେକ୍‌ କିମ୍ବା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରିବାକୁ ପଡିବ।

ତେବେ ଏହି ଅଧ୍ୟାଦେଶକୁ କ୍ୟାବିନେଟ୍‌ ମଞ୍ଜୁରୀ ମିବା ପୂର୍ବରୁ ବିରୋଧୀ ଦଳଙ୍କ ବିରୋଧ ଆରମ୍ଭ ହୋଇଗଲାଣି। ସିପିଆଇର ବରିଷ୍ଠ ନେତ୍ରୀ ବୃନ୍ଦା କରାତ କହିଛନ୍ତି,“ସରକାର ଏହି ପ୍ରସଙ୍ଗକୁ ସଂସଦର ଶୀତକାଳୀନ ଅଧିବେସନରେ ଉପସ୍ଥାପନ କରିବାର ଥିଲା। ଏବେ ବି ଦେଶରେ ବହୁ ଦିନ ମଜୁରିଆ ଓ ଗରିବ ଶ୍ରେଣୀର ଲୋକ ଅଛନ୍ତି ଯେଉଁମାନଙ୍କର ବ୍ୟାଙ୍କରେ ଖାତା ନାହିଁ। ଏହି ପଦକ୍ଷେପ ସେମାନଙ୍କ ବିପକ୍ଷରେ ହେବ।”

କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି,“ବିମୁଦ୍ରାକରଣ ପରେ ଆରବିଆଇ ଲଗାତାର ନିୟମରେ ପରିବର୍ତ୍ତନ କରି ଚାଲିଛି। ଏବେ ସରକାର ଏହି ଅଧ୍ୟାଦେଶ ଉପରେ ଆଲୋଚନା କରୁଛନ୍ତି। ଦେଶରେ କେତେ ପ୍ରତିଶତ ଦିନ ମଜୁରିଆ ଅଛନ୍ତି ଯେଉଁମାନେ ଚେକ୍‌ରେ ଦରମା ନେବାକୁ ଚାହିଁବେ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story