ଡ୍ରାଇଭରଙ୍କୁ ପଛରେ ବସାଇ ନିଜେ ଗାଡ଼ି ଚଲାଇଲେ କଲେକ୍ଟର

ନୂଆଦିଲ୍ଲୀ: ଜିଲ୍ଲାର ସବୁଠୁ ବଡ଼ ପଦାଧିକାରୀ ହେଉଛନ୍ତି କଲେକ୍ଟର ବା ଜିଲ୍ଲାପାଳ।  ସବୁବେଳେ ସେ ସରକାରୀ ଗାଡ଼ିର ପଛ ସିଟ୍‌ରେ ବସିଥିବା ଏବଂ ଡ୍ରାଇଭର ତାଙ୍କୁ ନେବାଆଣିବା କରୁଥିବା ଆପଣମାନେ ଦେଖିଥିବେ। କିନ୍ତୁ ତାମିଲନାଡୁରେ ଦେଖିବାକୁ ମିଳିଛି ତାର ଓଲଟା ଚିତ୍ର। ଅର୍ଥାତ୍ ଡ୍ରାଇଭରକୁ ପଛରେ ବସାଇ କାର୍ ଚଲାଇଛନ୍ତି ଜିଲ୍ଲାପାଳ ଟି. ଅନବାଝଗନ। ଏବେ ପୂରା ଘଟଣା ପଢ଼ନ୍ତୁ। ତାମିଲନାଡୁ କରୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ଡ୍ରାଇଭର ଥିଲେ ପାରାମାସିଭମ୍‌। ଏପ୍ରିଲ ୩୦ ତାରିଖ ଦିନ ସେ […]

collecter

collecter

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 01:19 PM IST

Sports

Latest News

ନୂଆଦିଲ୍ଲୀ: ଜିଲ୍ଲାର ସବୁଠୁ ବଡ଼ ପଦାଧିକାରୀ ହେଉଛନ୍ତି କଲେକ୍ଟର ବା ଜିଲ୍ଲାପାଳ।  ସବୁବେଳେ ସେ ସରକାରୀ ଗାଡ଼ିର ପଛ ସିଟ୍‌ରେ ବସିଥିବା ଏବଂ ଡ୍ରାଇଭର ତାଙ୍କୁ ନେବାଆଣିବା କରୁଥିବା ଆପଣମାନେ ଦେଖିଥିବେ। କିନ୍ତୁ ତାମିଲନାଡୁରେ ଦେଖିବାକୁ ମିଳିଛି ତାର ଓଲଟା ଚିତ୍ର। ଅର୍ଥାତ୍ ଡ୍ରାଇଭରକୁ ପଛରେ ବସାଇ କାର୍ ଚଲାଇଛନ୍ତି ଜିଲ୍ଲାପାଳ ଟି. ଅନବାଝଗନ।

ଏବେ ପୂରା ଘଟଣା ପଢ଼ନ୍ତୁ। ତାମିଲନାଡୁ କରୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ଡ୍ରାଇଭର ଥିଲେ ପାରାମାସିଭମ୍‌। ଏପ୍ରିଲ ୩୦ ତାରିଖ ଦିନ ସେ କାର୍ଯ୍ୟରୁ ଅବସର ନେଲେ। ଦୀର୍ଘ ୩୫ବର୍ଷ ଧରି ସେ ସରକାରୀ ସେବାରେ ରହିଥିଲେ। ତାଙ୍କର ଅବସର ଦିନଟିକୁ ସ୍ମରଣୀୟ କରିବା ପାଇଁ କଲେକ୍ଟର ଟି. ଅନବାଝଗନ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ପ୍ରଥମେ ପାରାମାସିଭମ୍‌ ଏବଂ ତାଙ୍କ ସ୍ତ୍ରୀଙ୍କୁ ସେ କାର୍ଯ୍ୟାଳୟରେ ସୁନାର ମୁଦ୍ରା ଏବଂ ଶାଲ୍‌ ଦେଇ ସମ୍ମାନିତ କରିଥିଲେ। ଏହାପରେ ନିଜେ ଗାଡ଼ି ଚଲାଇ ପାରାମାସିଭମ୍‌ ଏବଂ ତାଙ୍କ ସ୍ତ୍ରୀଙ୍କୁ ସେମାନଙ୍କ ଘରେ ଛାଡ଼ିଥିଲେ।

ପ୍ରଥମେ ତ ପାରାମାସିଭମ୍‌ ପଛ ସିଟ୍‌ରେ ବସିବା ପାଇଁ ସଂକୋଚ ପ୍ରକାଶ କରିଥିଲେ, କିନ୍ତୁ କଲେକ୍ଟର ସାହେବ ତାଙ୍କୁ ବୁଝାଇବା ପରେ ସେ ପଛ ସିଟ୍‌ରେ ବସିଥିଲେ। ତା’ପରେ କଲେକ୍ଟର ନିଜେ ଗାଡ଼ି ଚଲାଇଥିଲେ।  କେବଳ ଏତିକି ନୁହେଁ, ପାରାମାସିଭମ୍‌ଙ୍କ ବିଦାୟ ସମାରୋହରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ବଡ଼ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ। ଏଥିରେ ଅଫିସର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଆମନ୍ତ୍ରିତ କରାଯାଇଥିଲା।

kkଜିଲ୍ଲାପାଳ ଟି.ଅନବାଝଗନଙ୍କ କହିବା ଅନୁଯାୟୀ, “ଯଦି ଜଣେ କଲେକ୍ଟର ଦିନକୁ ୧୬ଘଣ୍ଟା କାମ କରୁଛନ୍ତି, ତେବେ ତାଙ୍କ ଡ୍ରାଇଭର ୧୮ଘଣ୍ଟା କାମ କରୁଛି। ପାରାମାସିଭମ୍‌ ସବୁଦିନେ ମୋତେ ଘରେ ପହଞ୍ଚାଉଥିଲେ। ତାଙ୍କର ସେହି ସେବା ପାଇଁ ତାଙ୍କୁ ସମ୍ମାନିତ କରିବା ପାଇଁ ମୁଁ ତାଙ୍କୁ ଗାଡ଼ିରେ ବସାଇ ଘରେ ଛାଡିଥିଲି। ”

ଆପଣଙ୍କୁ ଜଣାଇଦେଉଛୁ ପୂର୍ବରୁ ଟି. ଅନବାଝଗନ ଏକ ଦରିଦ୍ର ପରିବାରରେ ଭୋଜନ କରି ଚର୍ଚ୍ଚାକୁ ଆସିଥିଲେ।

ଆହୁରି ପଢ଼ନ୍ତୁ: ସାବାସ୍ ଜିଲ୍ଲାପାଳ: ନିଜ ଡ୍ରାଇଭରଙ୍କୁ ଏମିତି ଢଙ୍ଗରେ ଦେଲେ ଅବସର, କନ୍ଦେଇ ଦେଲେ… 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story