ଭୁଶୁଡ଼ିଲା ୪ ମହଲା କୋଠା: ଫସିଛନ୍ତି ୮ରୁ ଅଧିକ ଲୋକ

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମର ଉଲ୍ଲାୱାସ୍‌ରେ ଏକ ୪ ମହଲା କୋଠା ଭୁଶୁଡି ପଡ଼ିଛି। ଆଜି ସକାଳେ ଏହି ଅଘଟଣ ଘଟିଛି। ଭଙ୍ଗା କୋଠା ତଳେ ୮ରୁ ଅଧିକ ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରସୋର ଉଦ୍ୟମ ଚାଲିଛି। ଏଥିପାଇଁ କୋଠାର ଭଗ୍ନାବଶେଷଗୁଡ଼ିକୁ ଗୋଟି ଗୋଟି କରି କଢ଼ାଯାଉଛି। ଏଥିଯୋଗୁ ଯେପରି କାହାରି କିଛି କ୍ଷତି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ହରିୟାଣା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ରିପୋର୍ଟ […]

gurugram building

gurugram building

Rakesh Mallick
  • Published: Thursday, 24 January 2019
  • Updated: 24 January 2019, 09:36 AM IST

Sports

Latest News

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମର ଉଲ୍ଲାୱାସ୍‌ରେ ଏକ ୪ ମହଲା କୋଠା ଭୁଶୁଡି ପଡ଼ିଛି। ଆଜି ସକାଳେ ଏହି ଅଘଟଣ ଘଟିଛି। ଭଙ୍ଗା କୋଠା ତଳେ ୮ରୁ ଅଧିକ ଲୋକ ଫସି ରହିଛନ୍ତି।

ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରସୋର ଉଦ୍ୟମ ଚାଲିଛି। ଏଥିପାଇଁ କୋଠାର ଭଗ୍ନାବଶେଷଗୁଡ଼ିକୁ ଗୋଟି ଗୋଟି କରି କଢ଼ାଯାଉଛି। ଏଥିଯୋଗୁ ଯେପରି କାହାରି କିଛି କ୍ଷତି ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି।

ହରିୟାଣା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏହି ଘଟଣାରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ।

କୋଠା ଭୁଶୁଡ଼ିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story