ଶିଶୁ ଦୁଷ୍କର୍ମକାରୀର ଫାଶୀ ଅଟକାଇ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁଜରାଟର ସୁରତରେ ଜଣେ ୩ ବର୍ଷୀୟ ଶିଶୁକୁ ଦୁଷ୍କର୍ମ ଓ ପରେ ହତ୍ୟା କରିଥିବା ଦୋଷୀର ଫାଶୀକୁ ସୁପ୍ରିମକୋର୍ଟ ଅଟକାଇ ଦେଇଛନ୍ତି। ଦୋଷୀ ଅନୀଲ ସୁରେନ୍ଦ୍ର ଯାଦବକୁ ଆସନ୍ତା ୨୯ ତାରିଖରେ ଫାଶୀ ଦିଆଯାଇ ଥାଆନ୍ତା। ହେଲେ ଆଜି କୋର୍ଟ ତା’ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି ଫାଶୀର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ଅକ୍ଟୋବରରେ ଅନୀଲ ସୁରତରେ ଜଣେ ୩ ବର୍ଷୀୟକୁ ଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ […]

ee

ee

Hemant Lenka
  • Published: Thursday, 20 February 2020
  • Updated: 20 February 2020, 05:16 PM IST

Sports

Latest News

ନୂଆଦିଲ୍ଲୀ: ଗୁଜରାଟର ସୁରତରେ ଜଣେ ୩ ବର୍ଷୀୟ ଶିଶୁକୁ ଦୁଷ୍କର୍ମ ଓ ପରେ ହତ୍ୟା କରିଥିବା ଦୋଷୀର ଫାଶୀକୁ ସୁପ୍ରିମକୋର୍ଟ ଅଟକାଇ ଦେଇଛନ୍ତି। ଦୋଷୀ ଅନୀଲ ସୁରେନ୍ଦ୍ର ଯାଦବକୁ ଆସନ୍ତା ୨୯ ତାରିଖରେ ଫାଶୀ ଦିଆଯାଇ ଥାଆନ୍ତା। ହେଲେ ଆଜି କୋର୍ଟ ତା’ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି ଫାଶୀର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ଅକ୍ଟୋବରରେ ଅନୀଲ ସୁରତରେ ଜଣେ ୩ ବର୍ଷୀୟକୁ ଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରିଥିଲା।

ତା’କୁ ତଳ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ସହ ଡେଥ ୱାରେଣ୍ଟ ଜାରି କରିଥିଲେ। ହେଲେ ତା’ ପାଖରେ ଏକାଧିକ ଆଇନର ବିକଳ୍ପ ଥିବାରୁ ଫାଶୀ ନ ଦେବାକୁ ଆବେଦନ କରି ଅନୀଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଅନୀଲର ଓକିଲ ଅପରାଜିଥା ସିଂହ କହିଛନ୍ତି, ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଅନୀଲ ପାଖରେ ୬୦ ଦିନର ସମୟ ରହିଥିଲା। ତେଣୁ ଏହି ସମୟ ସୀମା ମଧ୍ୟରେ ଡେଥ ୱାରେଣ୍ଟଠ ଜାରି ହୋଇପାରିବ ନାହିଁ।

ଏକଥା ଶୁଣିବା ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ କହିଛନ୍ତି, “ସୁପ୍ରିମକୋର୍ଟ ପୂର୍ବରୁ କହିଛନ୍ତି ଯେ ଜଣେ ଦୋଷୀ ସମସ୍ତ ପ୍ରକାରର ଆଇନର ବିକଳ୍ପ ବ୍ୟବହାର କରି ସାରିବା ପରେ ଯାଇ ତା’ ନାଁରେ ଡେଥ ୱାରେଣ୍ଟ ଜାରି ହେବ। ତେଣୁ ଦୋଷୀ ପାଖରେ ଆଇନଗତ ଉପାୟ ଥିବା ବେଳେ ଜଣେ ବିଚାରପତି କେମିତି ଡେଥ ୱାରେଣ୍ଟ ଜାରି କଲେ? ନ୍ୟାୟିକ ବ୍ୟବସ୍ଥାକୁ କେବେ ହେଲେ ଏଭଳି ଭାବେ ଅଣଦେଖା କରାଯାଇ ପାରିବ ନାହିଁ।”

ବିହାରର ମୂଳବାସିନ୍ଦା ଅନୀଲକୁ ପ୍ରଥମେ ତଳ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ସେ ଏହାକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଗୁଜରାଟ ହାଇକୋର୍ଟ ୨୦୧୯ ଡିସେମ୍ବର ୨୭ରେ ଏହି ଦଣ୍ଡକୁ କାଏମ ରଖିଥିଲେ। ଏହାପରେ ତଳ କୋର୍ଟ ତା’ ନାଁରେ ଡେଥ ୱାରେଣ୍ଟ ଜାରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story