ଖୁସି ଖବର, ଆସିବନି କରୋନାର ତୃତୀୟ ଲହର୍!

ବେଙ୍ଗାଲୁରୁ: ଦେଶରେ କରୋନା ଭାଇରସର ତୃତୀୟ ଲହର୍ ଆସିବା ନେଇ ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମହାମାରୀର ତୃତୀୟ ଲହର ଅକ୍ଟୋବର ମାସରେ ପାଦ ଦେଇପାରେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏହାରି ଭିତରେ ଦେଶରେ କିଛି ଭିରୋଲୋଜିଷ୍ଟ ତୃତୀୟ ଲହରକୁ ନେଇ ଭିନ୍ନ ମତ ଦେଇଛନ୍ତି। ସେମାନେ ତୃତୀୟ ଲହର୍ ଆସିବା ଖବରକୁ ଖାରଜ କରିଛନ୍ତି। ଭିରୋଲୋଜିଷ୍ଟଙ୍କ […]

corona-third-wave

corona-third-wave

Ranjit Kumar Jena
  • Published: Tuesday, 22 June 2021
  • Updated: 23 June 2021, 01:14 PM IST

Sports

Latest News

ବେଙ୍ଗାଲୁରୁ: ଦେଶରେ କରୋନା ଭାଇରସର ତୃତୀୟ ଲହର୍ ଆସିବା ନେଇ ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମହାମାରୀର ତୃତୀୟ ଲହର ଅକ୍ଟୋବର ମାସରେ ପାଦ ଦେଇପାରେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି ଏହାରି ଭିତରେ ଦେଶରେ କିଛି ଭିରୋଲୋଜିଷ୍ଟ ତୃତୀୟ ଲହରକୁ ନେଇ ଭିନ୍ନ ମତ ଦେଇଛନ୍ତି। ସେମାନେ ତୃତୀୟ ଲହର୍ ଆସିବା ଖବରକୁ ଖାରଜ କରିଛନ୍ତି।

ଭିରୋଲୋଜିଷ୍ଟଙ୍କ ମତରେ ଏତେ ଶୀଘ୍ର ତୃତୀୟ ଲହର ଆସିବାର ସମ୍ଭାବନା ବହୁତ କମ୍। ଏପରିକି କରୋନା ମହାମାରୀର ତୃତୀୟ ଲହର ଆସିବା ନେଇ ସେଭଳି କୌଣସି ବୈଜ୍ଞାନିକ ଆଧାର ନାହିଁ। ଅନ୍ୟପକ୍ଷରେ କିଛି ବୈଜ୍ଞାନିକଙ୍କ ମତରେ ଦେଶ ଅକ୍ଟୋବର ମାସରେ କରୋନାର ତୃତୀୟ ଲହରକୁ ସାମ୍ନା କରିବ।

ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ମାଇକ୍ରୋବାୟୋଲୋଜିର ଆଇଆଇଏସସି ପ୍ରଫେସର୍ ଏବଂ ଭିରୋଲୋଜିଷ୍ଟ ଡାକ୍ତର ବିଜୟଙ୍କ କହିବା ଅନୁଯାୟୀ, କରୋନାର ନୂଆ ଲହର ଆସିବା ନେଇ କୌଣସି ଆନୁମାନିକ ବୈଜ୍ଞାନିକ ତଥ୍ୟ କିମ୍ବା କୌଣସି ଟେକନିକାଲ୍ ଆଧାର ନାହିଁ। ତଥାପି କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ସମୟରେ ଲୋକ ଯେପରି ଅବହେଳା ନକରନ୍ତି, ସେଥିପ୍ରତି ଆମକୁ ସତର୍କ ରହିବାକୁ ପଡ଼ିବ।

ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଗତ ସପ୍ତାହରେ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଥିଲେ ଯେ ଦେଶରେ କରୋନାର ତୃତୀୟ ଲହର ଆସିବା ଏକପ୍ରକାର ନିଶ୍ଚିତ। ସେ କହିଥିଲେ ଯେ ତୃତୀୟ ଲହର ୬ରୁ ୮ ସପ୍ତାହ ଭିତରେ ଆସିପାରେ। କିନ୍ତୁ ଦେଶର କିଛି ନାମୀ ଭିରୋଲୋଜିଷ୍ଟ ତାଙ୍କର ଏହି ବିଚାର ସହ ଏକମତ ନୁହନ୍ତି। ଏଥିରେ ଜଣେ ଭିରୋଲୋଜିଷ୍ଟଙ୍କ ମତରେ ଏବେ ଆଉ କୌଣସି ଲହର ଆସିବ ନାହିଁ।

କୋଭିଡ୍ ଟେକ୍ନିକାଲ୍‌ ଆଡଭାଇଜରୀ କମିଟି (ଟିଏସି)ର ଚେୟାରମ୍ୟାନ୍ ଡା. ଏମକେ ସୁଦର୍ଶନ କର୍ଣ୍ଣାଟକ ସମ୍ବନ୍ଧରେ କହିଛନ୍ତି ଯେ ରାଜ୍ୟରେ ଅକ୍ଟୋବର ପୂର୍ବରୁ କରୋନାର କୌଣସି ଲହର ଆସିବ ନାହିଁ। ରାଜ୍ୟ ସରକାରଙ୍କ ଅଧିକାରୀ ମଧ୍ୟ କଥିତ ଭାବେ ମହାରାଷ୍ଟ୍ରର କୋଭିଡ୍ ଟାସ୍କ ଫୋର୍ସର ସଦସ୍ୟଙ୍କ ସହ ଯୋଗାଯୋଗ କରିଛନ୍ତି। ତାଙ୍କୁ କୁହାଯାଇଛି ଯେ ତୃତୀୟ ଲହର୍ ଆସିବାର ସମ୍ଭାବନାକୁ ସମର୍ଥନ କରୁଥିବା ନେଇ କୌଣସି ପ୍ରମାଣ ନାହିଁ।

କର୍ଣ୍ଣାଟକର ସ୍ୱାସ୍ଥ୍ୟ ମନ୍ତ୍ରୀ କେ ସୁଧାକର କହିଛନ୍ତି, କରୋନାର ତୃତୀୟ ଲହର ଆସିବା ସମ୍ଭାବନା ଉପରେ ବିଶେଷଜ୍ଞ ଏବେବି ଚର୍ଚ୍ଚା କରୁଛନ୍ତି। ତୃତୀୟ ଲହରର ମୁକାବିଲା ପାଇଁ ସରକାର ଏକ ଟିମ୍ ଗଠନ କରିଛନ୍ତି। ଏହି ଟିମ୍ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବ। ଟିଏସିଙ୍କଚ ଅନ୍ୟାନ୍ୟ ସ୍ରୋତରୁ ଇନପୁଟ୍ ମିଳୁଛି। ସେ ନିଜ ରିପୋର୍ଟକୁ ଚୂଡ଼ାନ୍ତ ରୂପ ଦେବେ।

ଜଣାଶୁଣା ଭିରୋଲୋଜିଷ୍ଟ ଡା. ଟି. ଜ୍ୟାକବ୍ ଜନଙ୍କ କହିବା ଅନୁଯାୟୀ, ଯେପର୍ଯ୍ୟନ୍ତ କରୋନା ଭାଇରସର ନୂଆ ଭାରିଆଣ୍ଟ ନଆସିଛି, ସେ ଯାଏ ଦେଶରେ ତୃତୀୟ ଲହର ଆସିବ ନାହିଁ। କରୋନା ବର୍ତ୍ତମାନ ଭାରିଆଣ୍ଟ ସଂକ୍ରମଣର ତୃତୀୟ ଲହର ଉତ୍ପନ୍ନ କରିପାରିବ ନାହିଁ। ଡା. କହିଛନ୍ତି, କରୋନାର ଡେଲ୍ଟା ଓ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ସାମାନ୍ୟ ପରିବର୍ତ୍ତନ ସହ ଅଧିକ କିମ୍ବା କମ୍ ସଦୃଶ ଅଟେ। ଏହି ଭାରିଆଣ୍ଟ ଦୁର୍ବଳ ହେଉଛି। ଜୁଲାଇ ଶେଷ ସୁଦ୍ଧା ପାଣ୍ଡେମିକ୍ ଏପିଡେମିକରେ ପରିବର୍ତ୍ତିକ ହୋଇଯିବ। ଏହା ପରେ ଜୋରଦାର ଟିକାକରଣ ଅଭିଯାନ ଦ୍ୱାରା ଚଳିତ ବର୍ଷ କୋଭିଡ୍-୧୯ରୁ ମୁକ୍ତି ପାଇପାରିବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story