କୋଭିଡ ଓ ବ୍ଲାକ ଫଙ୍ଗସ ସହ ଜଡ଼ିତ ସାମଗ୍ରୀର ଆମଦାନୀ ଉପରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ: ଜିଏସଟି ପରିଷଦରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶରେ କରୋନା ମହାମାରୀ ବଢ଼ିବାରେ ଲାଗିଛି। ଏଥିପାଇଁ ବିଦେଶରୁ ଆମଦାନୀ ହେଉଥିବା କୋଭିଡ୍‌ ସମ୍ପର୍କିତ ସମସ୍ତ ସାମଗ୍ରୀକୁ ପୂର୍ବଭଳି ଜିଏସ୍‌ଟି ବାହାରେ ରଖାଯାଇଛି। ଆସନ୍ତା ଅଗଷ୍ଟ ୩୧ ଯାଏ କୋଭିଡ୍‌ ସାମଗ୍ରୀଗୁଡ଼ିକର ଆମଦାନୀ ଉପରେ କୌଣସି ପ୍ରକାରର ଜିଏସ୍‌ଟି ଲାଗିବ ନାହିଁ ବୋଲି ପରିଷଦରେ ନିଷ୍ପତ୍ତି ହୋଇଛି। ଏଥିସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଷଦର ସଦସ୍ୟମାନେ ବ୍ଲାକ ଫଙ୍ଗସର ଔଷଧ ଓ ଏହା ସହ […]

GST

GST

Hemant Lenka
  • Published: Friday, 28 May 2021
  • Updated: 28 May 2021, 09:05 PM IST

Sports

Latest News

ନୂଆଦିଲ୍ଲୀ: ଜିଏସଟି ପରିଷଦରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶରେ କରୋନା ମହାମାରୀ ବଢ଼ିବାରେ ଲାଗିଛି। ଏଥିପାଇଁ ବିଦେଶରୁ ଆମଦାନୀ ହେଉଥିବା କୋଭିଡ୍‌ ସମ୍ପର୍କିତ ସମସ୍ତ ସାମଗ୍ରୀକୁ ପୂର୍ବଭଳି ଜିଏସ୍‌ଟି ବାହାରେ ରଖାଯାଇଛି।

ଆସନ୍ତା ଅଗଷ୍ଟ ୩୧ ଯାଏ କୋଭିଡ୍‌ ସାମଗ୍ରୀଗୁଡ଼ିକର ଆମଦାନୀ ଉପରେ କୌଣସି ପ୍ରକାରର ଜିଏସ୍‌ଟି ଲାଗିବ ନାହିଁ ବୋଲି ପରିଷଦରେ ନିଷ୍ପତ୍ତି ହୋଇଛି। ଏଥିସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଷଦର ସଦସ୍ୟମାନେ ବ୍ଲାକ ଫଙ୍ଗସର ଔଷଧ ଓ ଏହା ସହ ଜଡ଼ିତ ସାମଗ୍ରୀ ଉପରେ ମଧ୍ୟ ଜିଏସ୍‌ଟି ଲାଗୁ ନ କରିବାକୁ ସହମତି ହୋଇଛନ୍ତି। ଏହି ନିୟମ ମଧ୍ୟ ଅଗଷ୍ଟ ୩୧ ଯାଏ ବଲବତ୍ତର ରହିବ।

ଜିଏସ୍‌ଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “କୋଭିଡ ସମ୍ପର୍କିତ ସାମଗ୍ରୀଗୁଡ଼ିକର ଆମଦାନୀ ଉପରେ ଆଜି ବୈଠକର ପୂରା ଫୋକସ ରହିଥିଲା। ଏହା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅନେକ ସମସ୍ୟା ଉଠିଥିଲା ଓ ଏହା ଉପରେ ସମସ୍ତେ ନିଜର ମତ ରଖିଥିଲେ। ଶେଷରେ ପରିଷଦର ସଦସ୍ୟମାନେ ସମସ୍ତ କରୋନା ସମ୍ପର୍କିତ ସାମାଗ୍ରୀର ଆମଦାନୀ ଉପରେ ଅଗଷ୍ଟ ୩୧ ଯାଏ ଜିଏସ୍‌ଟି ଲାଗୁ ନ କରିବାକୁ ସହମତି ହୋଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story