ରେଳ ଷ୍ଟେସନ ଉପରେ ନିର୍ମିତ ହୋଟେଲ ଉଦଘାଟନ କଲେ ମୋଦି

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟରେ ଏକାଧିକ ବଡ଼ବଡ଼ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ମୋଟ ୧୧ ହଜାର କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହା ମଧ୍ୟରେ ଗାନ୍ଧି ନଗର ରେଳ ଷ୍ଟେସନ ଉପରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ୫ ତାରକା ହୋଟେଲ ରହିଛି। ରେଳ ଷ୍ଟେସନ ଉପରେ ହୋଟେଲ ତିଆରି ହେବା ଦେଶରେ ପ୍ରଥମ ଘଟଣା। ପ୍ରଧାନମନ୍ତ୍ରୀ ପ୍ରଥମେ ପଞ୍ଚ ତାରକା ହୋଟେଲକୁ ଉଦଘାଟନ କରିଥିଲେ। ଏହାପରେ ଅହମଦାବାଦର […]

hotel

hotel

Hemant Lenka
  • Published: Friday, 16 July 2021
  • Updated: 16 July 2021, 10:06 PM IST

Sports

Latest News

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟରେ ଏକାଧିକ ବଡ଼ବଡ଼ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ମୋଟ ୧୧ ହଜାର କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହା ମଧ୍ୟରେ ଗାନ୍ଧି ନଗର ରେଳ ଷ୍ଟେସନ ଉପରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ୫ ତାରକା ହୋଟେଲ ରହିଛି।

ରେଳ ଷ୍ଟେସନ ଉପରେ ହୋଟେଲ ତିଆରି ହେବା ଦେଶରେ ପ୍ରଥମ ଘଟଣା। ପ୍ରଧାନମନ୍ତ୍ରୀ ପ୍ରଥମେ ପଞ୍ଚ ତାରକା ହୋଟେଲକୁ ଉଦଘାଟନ କରିଥିଲେ। ଏହାପରେ ଅହମଦାବାଦର ସାଇନ୍ସ ସିଟିରେ ନେଚର ପାର୍କ, ଆକୁଆଟିକ ସେଣ୍ଟର ଓ ରୋବଟିକ ଗ୍ୟାଲେରୀର ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଉପସ୍ଥିତ ରହିଥିଲେ।

ମୋଦି ଉଦଘାଟନ କରିଥିବା ଅତ୍ୟାଧୁନିକ ପଞ୍ଚ ତାରକା ହୋଟେଲରେ ୩୧୮ଟି ରୁମ ରହିଛି। ଏହା ୭୪୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମାଣ ହୋଇଛି। ଏଥିପାଇଁ ୭୯୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ହୋଟେଲକୁ ତିଆରି କରିବାକୁ ୪ ବର୍ଷ ସମୟ ଲାଗିଥିଲା। ଏହାର ଉଦଘାଟନ କରି ମୋଦି କହିଛନ୍ତି, ନୂଆ ଗାନ୍ଧିନଗର ଷ୍ଟେସନ ଭିତ୍ତିଭୂମି ପରିବର୍ତ୍ତନର ଏକ ଝଲକ। ଏଠାରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି ଓ ଏହା ନିଯୁକ୍ତି ସୁଯୋଗ ମଧ୍ୟ ଦେବ।

ହୋଟେଲ ନିର୍ମାଣ ସହ ଜଡ଼ିତ ଅଧିକାରୀମାନେ କହିଛନ୍ତି, ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟ ଅତିଥିଙ୍କ ପାଇଁ ବ୍ୟବସ୍ଥା ହୋଇଛି। ଏହା ନିକଟରେ ଥିବା ମହାତ୍ମା ମନ୍ଦିର କନଭେସନ ସେଣ୍ଟରକୁ ସେମିନାର ପାଇଁ ଆସୁଥିବା ଅତିଥିମାନେ ଏହି ହୋଟେଲରେ ରହିପାରିବେ। ଏଠାରେ ରେଳଯାତ୍ରୀଙ୍କୁ ବିମାନବନ୍ଦରର ଅନୁଭୂତି ମିଳିବ। ହୋଟେଲରେ ବିଭିନ୍ନ ଧର୍ମାବଲମ୍ବୀଙ୍କ ପାଇଁ ପ୍ରାର୍ଥନା କକ୍ଷ ରହିଛି। ହୋଟେଲର ତଳ ମହଲାଟି ଭୂମିଠାରୁ ୨୨ ମିଟର ଉପରେ ରହିବ। ଷ୍ଟେସନ ପରିସରରେ ଏକକାଳୀନ ୧୦୦୦ କାର, ୨୦୦ ଦୁଇ ଚକିଆ ଓ ୧୦୦ ଅଟୋ ରହିବା ସୁବିଧା ରହିଛି।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଆଜି ଗୁଜରାଟ ପାଇଁ ଗୋଟିଏ ଖୁସିର ଦିନ। କାରଣ ଦୀର୍ଘ ୩୫ ବର୍ଷ ପରେ ଗାନ୍ଧି ନଗର ଷ୍ଟେସନ ବିକଶିତ ହୋଇପାରିଛି। ପ୍ରଧାନମନ୍ତ୍ରୀ ନିଜେ ଏହାକୁ ଉଦଘାଟନ କରିଥିବାରୁ ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ।

ପ୍ରଧାନମନ୍ତ୍ରୀ ଆଜି ମେହେସାନା-ଭାରେଥ ରେଳ ଲାଇନକୁ ଉଦଘାଟନ କରିଛନ୍ତି। ଏହା ତାଙ୍କ ଜନ୍ମସ୍ଥାନ ଭାଦନଗର ଦେଇ ଯାଇଛି। ପ୍ରଧାନମନ୍ତ୍ରୀ ଗାନ୍ଧିନଗର-ବାରାଣସୀ ସାପ୍ତାହିକ ସୁପର ଫାଷ୍ଟ ଟ୍ରେନ ଓ ଗାନ୍ଧିନଗର-ଭାରେଥି ଟ୍ରେନର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଗାନ୍ଧିନଗର-ବାରାଣସୀ ସୁପର ଫାଷ୍ଟ ଟ୍ରେନ ବିଶ୍ୱନାଥରୁ ସୋମନାଥକୁ ଛୁଇଁବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story