କଶ୍ମୀରି ଯୁବତୀଙ୍କୁ ଆତଙ୍କବାଦୀ କହି ଘର ମାଲିକାଣୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: ଦେଶର ଜାତୀୟ ରଜଧାନୀ ଦିଲ୍ଲୀରେ ଜଣେ ୨୨ ବର୍ଷୀୟ କଶ୍ମୀରି ଯୁବତୀଙ୍କୁ ତାଲ ଘର ମାଲିକାଣୀ ଆକ୍ରମଣ କରିବା ସହ ଆତଙ୍କବାଦୀ ବୋଲି କହିଛନ୍ତି। ଦକ୍ଷିଣ ଦିଲ୍ଲୀର ପୂର୍ବ କୈଳାସ ସ୍ଥିତ ଆପାର୍ଟମେଣ୍ଟରେ ଏହି କଶ୍ମୀରି ଯୁବତୀ ଜଣଙ୍କ ରହୁଥିଲେ। ହେଲେ ମାଲିକାଣୀ ଜଣଙ୍କ ତାଙ୍କ ରୁମରେ ପଶି ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ମାଲିକାଣୀ ଜଣଙ୍କ କଶ୍ମୀରି ଯୁବତୀ ଜଣଙ୍କ ଘରେ ନଥିବା ବେଳେ ତାଙ୍କ ରୁମ ଖୋଲି […]

fd

fd

Hemant Lenka
  • Published: Thursday, 15 October 2020
  • Updated: 15 October 2020, 08:17 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଜାତୀୟ ରଜଧାନୀ ଦିଲ୍ଲୀରେ ଜଣେ ୨୨ ବର୍ଷୀୟ କଶ୍ମୀରି ଯୁବତୀଙ୍କୁ ତାଲ ଘର ମାଲିକାଣୀ ଆକ୍ରମଣ କରିବା ସହ ଆତଙ୍କବାଦୀ ବୋଲି କହିଛନ୍ତି। ଦକ୍ଷିଣ ଦିଲ୍ଲୀର ପୂର୍ବ କୈଳାସ ସ୍ଥିତ ଆପାର୍ଟମେଣ୍ଟରେ ଏହି କଶ୍ମୀରି ଯୁବତୀ ଜଣଙ୍କ ରହୁଥିଲେ। ହେଲେ ମାଲିକାଣୀ ଜଣଙ୍କ ତାଙ୍କ ରୁମରେ ପଶି ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି।

ଖାଲି ସେତିକି ନୁହେଁ, ମାଲିକାଣୀ ଜଣଙ୍କ କଶ୍ମୀରି ଯୁବତୀ ଜଣଙ୍କ ଘରେ ନଥିବା ବେଳେ ତାଙ୍କ ରୁମ ଖୋଲି ଜଣେ ବ୍ୟକ୍ତିଙ୍କ ସହ ମିଶି ଭଙ୍ଗାରୁଜା କରିଛନ୍ତି। ନୁର ନାମକ ଏହି କଶ୍ମୀରି ଯୁବତୀ ଜଣଙ୍କ ତାଙ୍କ ଟ୍ୱିଟର ଆକାଉଣ୍ଟରେ କହିଛନ୍ତି ଯେ “ ମୋ ମାଲିକାଣୀ ଜଣେ ବ୍ୟକ୍ତିଙ୍କ ସହ ମୋ ରୁମରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ମୋ ଘରେ ପଶିଥିବା ବ୍ୟକ୍ତି ଜଣଙ୍କୁ ମୋ ଜୀବନ କାଳ ମଧ୍ୟରେ ମୁଁ କେବେ ଦେଖିନାହିଁ। ଆମେ କଶ୍ମୀରରୁ ଆସିଥିବାରୁ ସେ ମୋତେ ଓ ମୋ ସାଙ୍ଗକୁ ସେମାନେ ଆମକୁ ଆତଙ୍କବାଦୀ ବୋଲି ସମ୍ବୋଧନ କରିଥିଲେ। ପୁଲିସ ଅଧିକାରୀଙ୍କ ସମ୍ମୁଖରେ ସେ ଏଭଳି ସମ୍ବୋଧନ କରିଥିଲେ।”

ସେ ଆହୁରି କହିଛନ୍ତି, ମାଲିକାଣୀ ଜଣଙ୍କ ତାଙ୍କ ଉପରେ ଫର୍ଣ୍ଣିଚର ଚୋରିର ଅଭିଯୋଗ ଆଣିଥିଲେ। ଆଉ ଆକ୍ରମଣ କରି ଆହତ ମଧ୍ୟ କରିଥିଲେ। ବ୍ୟକ୍ତି ଜଣଙ୍କ ତାଙ୍କୁ ଧକ୍କା ମାରିଥିବା ବେଳେ ମାଲିକାଣୀ ଜଣଙ୍କ ତାଙ୍କୁ ମାଡ଼ ମାରିବାକୁ ଚେଷ୍ଟା କରିଥିଲେ। ଦିଲ୍ଲୀ ପୁଲିସ୍‌ର ଉପସ୍ଥିତିରେ ଏସବୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ଯୁବତୀ ଜଣଙ୍କ ତାଙ୍କ ବେକ ଓ ଛାତିରେ କେଉଁଭଳି ଭାବେ ଆକ୍ରମଣର ଦାଗ ରହିଛି, ତା’ର ଫଟୋ ମଧ୍ୟ ଟ୍ୱିଟର୍‌ରେ ପୋଷ୍ଟ କରିଛନ୍ତି।

ଘଟଣା ପରେ ସେ ଅମର କଲୋନୀ ପୁଲିସ୍‌ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ୍‌ ଏଫଆଇଆର ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣା ସମ୍ପର୍କରେ ଘର ମାଲିକାଣୀ ତରୁଣା ମଖିଜା କହିଛନ୍ତି, କଶ୍ମୀର ମହିଳା ଜଣଙ୍କ ଜୁନ୍‌ ମାସରେ ମୋ ଠାରୁ ଆପାର୍ଟମେଣ୍ଟ ଭଡ଼ାରେ ନେଇଥିଲେ। ଅଗଷ୍ଟ ଯାଏ ସେମାନେ ଭଡ଼ା ଦେଇଥିଲେ। ଏହାପରେ ସେମାନେ ଘର ଭଡ଼ା ସହ ବିଜୁଳି ବିଲ୍‌ ମଧ୍ୟ ଦେଇ ନଥିଲେ।

ମାସକୁ ଏଥିପାଇଁ ୫୫ ହଜାର ଟଙ୍କାର ଦେବାର ଡିଲ୍‌ ହୋଇଥିଲା। ବିଜୁଳି ବିଲ୍‌ ବାକି ରହିବାରୁ ଇଲେକ୍ଟ୍ରି ବିଭାଗର ଅଧିକାରୀମାନେ ଏଠାକୁ ଆସି ବିଜୁଳି କାଟି ଦେଇଥିଲେ। ଏହି କାରଣରୁ ଟଙ୍କା ମାଗିବାକୁ ସେ ଯାଇଥିଲେ। ହେଲେ ଏହାକୁ ଯୁବତୀ ଜଣଙ୍କ ଗୋଟିଏ ବଡ଼ ପ୍ରସଙ୍ଗ କରିଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story