ସୁଧୁରୁନି ପାକିସ୍ତାନ, ଗୁଳି ମାଡ଼ରେ ଯବାନ ସହିଦ

ନୂଆଦିଲ୍ଲୀ: ଭାରତର ମୁହଁତୋଡ଼ ଜବାବ ସତ୍ତ୍ୱେ ପାକିସ୍ତାନ ନିଜ ଆଚରଣରେ କୌଣସି ପରିବର୍ତ୍ତନ କରୁନାହିଁ। ଆଜି ପୁଣିଥରେ ପାକିସ୍ତାନ ସୀମା ଉଲ୍ଲଙ୍ଘନ କରି ଭାରତୀୟ ସେନାକୁ ଟାର୍ଗେଟ କରିଛି। ପାକିସ୍ତାନର ଅବିଶ୍ରାନ୍ତ ଗୁଳିମାଡ଼ରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି। ତେବେ ପାକିସ୍ତାନର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଆଜି ଭୋରରୁ ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା […]

c

c

Hemant Lenka
  • Published: Saturday, 21 November 2020
  • Updated: 21 November 2020, 03:09 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ମୁହଁତୋଡ଼ ଜବାବ ସତ୍ତ୍ୱେ ପାକିସ୍ତାନ ନିଜ ଆଚରଣରେ କୌଣସି ପରିବର୍ତ୍ତନ କରୁନାହିଁ। ଆଜି ପୁଣିଥରେ ପାକିସ୍ତାନ ସୀମା ଉଲ୍ଲଙ୍ଘନ କରି ଭାରତୀୟ ସେନାକୁ ଟାର୍ଗେଟ କରିଛି। ପାକିସ୍ତାନର ଅବିଶ୍ରାନ୍ତ ଗୁଳିମାଡ଼ରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି। ତେବେ ପାକିସ୍ତାନର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ଆଜି ଭୋରରୁ ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ମାଡ଼ କରିଥିଲେ। ନୌସେରା ସେକ୍ଟରର ଲାମ ଅଞ୍ଚଳରେ ଥିବା ଭାରତୀୟ ସେନାର ଆଉଟପୋଷ୍ଟକୁ ପାକିସ୍ତାନ ଯବାନମାନେ ଟାର୍ଗେଟ କରିଥିଲେ।

ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ହାବିଲଦାର ପାଟିଲ ସଂଗ୍ରାମ ଶିବାଜୀ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ଆଖିବୁଜିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story