ଇରାକରେ ଶ୍ରୀଲଙ୍କା ଭଳି ସ୍ଥିତି, ସଂସଦରେ ଧସେଇ ପଶିଲେ ଲୋକେ

ବାଗଦାଦ: ଇରାକରେ ଶ୍ରୀଲଙ୍କା ଭଳି ସ୍ଥିତି। ଲୋକେ ରାସ୍ତାକୁ ଓହ୍ଲାଇ କରିଛନ୍ତି ଜୋରଦାର ବିକ୍ଷୋଭ। ସେଠାକାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ହଜାର ହଜାର ସଂଖ୍ୟାରେ ଲୋକେ ବୁଧବାର ବାଗଦାଦରେ ଥିବା ସଂସଦ ଭବନକୁ ଧସେଇ ପଶିବା ସହିତ ଏହାକୁ କବ୍‌ଜା କରି ନେଇଥିଲେ। ରିପୋର୍ଟ ମୁତାବକ,  ଅଧିକାଂଶ ବିକ୍ଷୋଭକାରୀ ଇରାକର ଶିୟା ନେତା ମୁକ୍ତଦା ଅଲ-ସଦରଙ୍କ ସମର୍ଥକ। ଏମାନେ ଇରାନ ସମର୍ଥିତ ପାର୍ଟି ଦ୍ୱାରା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ […]

iraqi-protesters

iraqi-protesters

Madhupriya Mistry
  • Published: Thursday, 28 July 2022
  • Updated: 28 July 2022, 02:34 PM IST

Sports

Latest News

ବାଗଦାଦ: ଇରାକରେ ଶ୍ରୀଲଙ୍କା ଭଳି ସ୍ଥିତି। ଲୋକେ ରାସ୍ତାକୁ ଓହ୍ଲାଇ କରିଛନ୍ତି ଜୋରଦାର ବିକ୍ଷୋଭ। ସେଠାକାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ହଜାର ହଜାର ସଂଖ୍ୟାରେ ଲୋକେ ବୁଧବାର ବାଗଦାଦରେ ଥିବା ସଂସଦ ଭବନକୁ ଧସେଇ ପଶିବା ସହିତ ଏହାକୁ କବ୍‌ଜା କରି ନେଇଥିଲେ।

ରିପୋର୍ଟ ମୁତାବକ,  ଅଧିକାଂଶ ବିକ୍ଷୋଭକାରୀ ଇରାକର ଶିୟା ନେତା ମୁକ୍ତଦା ଅଲ-ସଦରଙ୍କ ସମର୍ଥକ। ଏମାନେ ଇରାନ ସମର୍ଥିତ ପାର୍ଟି ଦ୍ୱାରା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଓ ଗଭର୍ଣ୍ଣର ମହମ୍ମଦ ଶିୟା ଅଲ୍-ସୁଦାନୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି। ପ୍ରଦର୍ଶନକାରୀ ବାଗଦାଦର ଗ୍ରୀନ୍ ଜୋନ, ସରକାରୀ ଭବନ ଓ ରାଜନେତାଙ୍କ ଘରକୁ ଅକ୍ତିଆର କରିଛନ୍ତି। ଏହାପରେ ସେମାନେ ସଂସଦ ଭବନ ଭିତରକୁ ଧସେଇ ପଶି ଯାଇଥିଲେ। ସେହି ସମୟରେ ସଂସଦ ଭବନରେ କେହି ଉପସ୍ଥିତ ନଥିଲେ। କେବଳ ସୁରକ୍ଷାକର୍ମୀ ସେହି ସମୟରେ ଉପସ୍ଥିତ ଥିଲେ ଏବଂ ସେମାନେ ପ୍ରଦର୍ଶନକାରୀଙ୍କୁ ସହଜରେ ଭିତରକୁ ଯିବାକୁ ଦେଇଥିଲେ।

इराकी शिया लीडर मुक्तदा अल सदर के समर्थकों ने नारेबाजी (फोटो-रॉयटर्स)

ବିକ୍ଷୋଭକାରୀମାନେ ହାତରେ ଶିୟା ନେତା ଅଲ୍-ସଦରରଙ୍କ ଫଟୋ ଧରିଥିବା ଦେଖିବାକୁ ମିଳିଥିଲା । ବିକ୍ଷୋଭକାରୀ ଅଲ୍-ସୁଦାନୀ ଆଉଟ୍ ନାରାବାଜି କରିଥିଲେ। ଏହାକୁ ଦେଖି ପୁଲିସ ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା। ଏପରି କି ତାଙ୍କ ପାଣିମାଡ଼ ମଧ୍ୟ କରାଯାଇଥିଲା। ସିମେଣ୍ଟ ବ୍ୟାରିକେଡ୍‌ କରି ପ୍ରଦର୍ଶନକାରୀଙ୍କୁ ଅଟକାଇବା ପାଇଁ ପୁଲିସ ଚେଷ୍ଟା କରିଥିଲା। କିନ୍ତୁ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇ ବ୍ୟାରିକେଡ ଭାଙ୍ଗି ଗ୍ରୀନଜୋନ୍‌ ଭିତରେ ପ୍ରବେଶ କରିଥିଲେ। ଇରାକ ପତକା ହାତରେ ଧରି ସଂସଦ ଭିତରେ ପଶି ଟେବୁଲ ଉପରେ ଚଢ଼ି ନାରାବାଜି କରିଥିଲେ। ବିରୋଧ ପ୍ରଦର୍ଶନକୁ ଦେଖି ଦେଶର କାମଚଳା ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ-କଦିମୀ ପ୍ରଦର୍ଶନକାରୀଙ୍କୁ ଗ୍ରୀନ୍ ଜୋନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଗ୍ରୀନ୍‌ ଜୋନ୍‌ ଖାଲି ନହୁଏ ତେବେ ସୁରକ୍ଷା ବାହିନୀ ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ସେ ଚେତାବନୀ ଦେଇଥିଲେ।

Iraq: Three Years of Drastic Changes (2019-2022) - Modern Diplomacy

ସୂଚନା ଅନୁସାରେ, ୨୦୨୧ ଅକ୍ଟୋବର ମାସରେ ହୋଇଥିବା ସାଧାରଣ ନିର୍ବାଚନରେ ଅଲ୍-ସଦରଙ୍କ ପାର୍ଟି ମୋଟ ୩୨୯ ଆସନରୁ ୭୩ ଆସନ ଜିତିଥିଲା। କିନ୍ତୁ ଇରାକର ରାଷ୍ଟ୍ରପତି ହେବା ପାଇଁ ସେ ବହୁମତ ସାବ୍ୟସ୍ତ କରିପାରିନଥିଲେ । ଯେଉଁ କାରଣରୁ ମୁକ୍ତଦା ଅଲ୍-ସଦର ସରକାର ଗଠନ ପାଇଁ ଆଲୋଚନାରୁ ନିଜକୁ ଦୂରେଇ ରହିଥିଲେ।

Iraq's Moqtada Sadr returns to spotlight in political crisis - BBC News

ଏହା ପୂର୍ବରୁ ଶ୍ରୀଲଙ୍କାରେ ମଧ୍ୟରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ କବ୍‌ଜା ନେଇଥିଲେ। ଯାହା ପରେ ଦେଶର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଦେଶ ଛାଡି ପଳାୟନ କରିଥିଲେ ଏବଂ ପରେ ଇସ୍ତଫା ମଧ୍ୟ ଦେଇଥିଲେ। ଏହାପରେ ନିର୍ବାଚନ ହୋଇଥିଲା। ନୂଆ ରାଷ୍ଟ୍ରପତି ଭାବେ ରାନିଲା ବିକ୍ରମସିଙ୍ଘେଙ୍କୁ ଚୟନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story